Jump to content

କାପ୍ଲାସିଜୁମାବ

ଉଇକିପିଡ଼ିଆ‌ରୁ
(Caplacizumabରୁ ଲେଉଟି ଆସିଛି)
କାପ୍ଲାସିଜୁମାବ
Monoclonal antibody
TypeSingle domain antibody
SourceHumanized
Targetvon Willebrand factor (VWF)
Clinical data
Trade namesCablivi
SynonymsALX-0081, caplacizumab-yhdp
AHFS/Drugs.commonograph
MedlinePlusa619030
data
Pregnancy
category
  • AU: B1
  • US: N (Not classified yet)
    Routes of
    administration
    Intravenous, subcutaneous
    Legal status
    Legal status
    Chemical and physical data
    FormulaC1213H1891N357O380S10
    Molar mass୨୭,୮୭୬.୧୯ g·mol−1

    କାପ୍ଲାସିଜୁମାବ, ଏକ ବେପାର ନାମ କ୍ୟାବଲିଭି, ଏକ ଔଷଧ ଯାହା ଥ୍ରୋମାବୋଟିକ୍ ଥ୍ରୋମ୍ବୋଟିକ ଥ୍ରୋମ୍ବୋସାଇଟୋପେନିକ୍ ପୁରପୁରା (TTP)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା ପ୍ଲାଜମା ବିନିମୟ ଏବଂ ଇମ୍ୟୁନୋସପ୍ରେସିଭ୍ ଥେରାପି ସହିତ ବ୍ୟବହୃତ ହୁଏ । [] ଏହା ଏକ ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ରକ୍ତସ୍ରାବ, ମୁଣ୍ଡବିନ୍ଧା ଏବଂ ରକ୍ତସ୍ରାବ ହୁଏ । [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର ରକ୍ତସ୍ରାବ ହେବାର ଆଶଙ୍କା ଥାଇପାରେ । [] ଏହା ଏକ ଛୋଟ ଆଣ୍ଟିବଡି ଯାହା ଭନ୍ ୱିଲବ୍ରାଣ୍ଡ ଫ୍ୟାକ୍ଟର ସ‌ହିତ ସଂଲଗ୍ନ ହୁଏ ଏବଂ ତାକୁ ନିଷ୍କ୍ରିୟ କରିଥାଏ । []

    ୨୦୧୮ ମସିହାରେ ୟୁରୋପରେ ଏବଂ ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ କ୍ୟାପ୍ଲାସିଜୁମାବ ଅନୁମୋଦିତ ହୋଇଥିଲା । [] [] ୨୦୨୧ ମସିହାରେ ଯୁକ୍ତରାଜ୍ୟରେ ଏହାର ଏକ ମାସ ଖର୍ଚ୍ଚର ମୂଲ୍ୟ ୧୨୫,୦୦୦ ପାଉଣ୍ଡ ଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ପ୍ରାୟ ୨୩୦,୦୦୦ ଡଲାର ଅଟେ । []

    1. "Cablivi 10 mg powder and solvent for solution for injection - Summary of Product Characteristics (SmPC)". (emc). 22 June 2020. Archived from the original on 12 August 2021. Retrieved 22 August 2020.
    2. 1 2 3 "Caplacizumab-yhdp Monograph for Professionals". Drugs.com (in ଇଂରାଜୀ). Retrieved 29 December 2021.
    3. "Caplacizumab-yhdp Monograph for Professionals". Drugs.com (in ଇଂରାଜୀ). Retrieved 29 December 2021.
    4. 1 2 3 "Cablivi EPAR". European Medicines Agency (EMA). Archived from the original on 7 June 2020. Retrieved 7 September 2020.
    5. "Cablivi EPAR". European Medicines Agency (EMA). Archived from the original on 7 June 2020. Retrieved 7 September 2020.
    6. BNF 81: March-September 2021. BMJ Group and the Pharmaceutical Press. 2021. p. 1081. ISBN 978-0857114105.
    7. "Cablivi Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 29 December 2021.