Jump to content

କାନାକିନୁମାବ

ଉଇକିପିଡ଼ିଆ‌ରୁ
(Canakinumabରୁ ଲେଉଟି ଆସିଛି)
କାନାକିନୁମାବ
Ribbon diagram of canakinumab (blue) bound to IL-1β (yellow) from PDB entry ଛାଞ୍ଚ:PDBe[]
Monoclonal antibody
TypeWhole antibody
SourceHuman
TargetIL-1β
Clinical data
Trade namesIlaris
SynonymsACZ885, ACZ-885
AHFS/Drugs.commonograph
data
Pregnancy
category
  • AU: B3
  • US: N (Not classified yet)
    Routes of
    administration
    Intravenous, subcutaneous
    Legal status
    Legal status
    Chemical and physical data
    FormulaC6452H9958N1722O2010S42
    Molar mass145200
      (verify)

    କାନାକିନୁମାବ, ବେପାର ନାମ ଇଲାରିସ, ଔଷଧ ଯାହା ସାମୟିକ ଜ୍ୱର ସିଣ୍ଡ୍ରୋମ, ଗାଉଟ ଓ ଷ୍ଟିଲ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ସାମୟିକ ଜ୍ୱର ସିଣ୍ଡ୍ରୋମଗୁଡିକ ମଧ୍ୟରେ କ୍ରାୟୋପାଇରିନ-ସଂୟୁକ୍ତ ସାମୟିକ ସିଣ୍ଡ୍ରୋମ,(CAPS), ପାରିବାରିକ ଭୂମଧ୍ୟସାଗରୀୟ ଜ୍ୱର (FMF), ଅର୍ବୁଦ ନେକ୍ରୋସିସ୍ ଫ୍ୟାକ୍ଟର୍ ରିସେପ୍ଟର ଜଡିତ ପର୍ଯ୍ୟାୟ ସିଣ୍ଡ୍ରୋମ (TRAPS) ଏବଂ ଏଚଆଇଡି/ଏମକେଡି (HIDS / MKD) ଅନ୍ତର୍ଭୁକ୍ତ । [] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ଏବଂ ଗଳାର ସଂକ୍ରମଣ, ପେଟ ଯନ୍ତ୍ରଣା, ବାନ୍ତି, ଏବଂ ଇଞ୍ଜେକ୍ସନ୍-ସାଇଟ୍ ପ୍ରତିକ୍ରିୟା ହୋଇପାରେ । [] [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[] ଏହି ଔଷଧ ଖାଉଥିଲେ ଜୀବନ୍ତ ଟିକା ଗ୍ରହଣ କରିବା ଉଚିତ୍ ନୁହେଁ। [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ୍ -୧ ବିଟାକୁ ବନ୍ଧନ‌ଯୁକ୍ତ ହୁଏ ଏବଂ ଅବରୋଧ କରେ । []

    ୨୦୦୯ରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ କାନାକିନୁମାବ ଅନୁମୋଦିତ ହୋଇଥିଲା । [] [] ୨୦୨୧ରେ ଯୁକ୍ତରାଜ୍ୟରେ ୧୫୦ ମିଗ୍ରାର ମୂଲ୍ୟ ୯୯୦୦ ପାଉଣ୍ଡ ଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୭,୫୦୦ ଡଲାର । []

    1. Rondeau JM, Ramage P, Zurini M, Gram H (2015). "The molecular mode of action and species specificity of canakinumab, a human monoclonal antibody neutralizing IL-1β". mAbs. 7 (6): 1151–60. doi:10.1080/19420862.2015.1081323. PMC 4966334. PMID 26284424.
    2. 1 2 3 "Ilaris". Archived from the original on 11 June 2020. Retrieved 29 December 2021.
    3. 1 2 3 "Ilaris". Archived from the original on 11 June 2020. Retrieved 29 December 2021.
    4. "Ilaris- canakinumab injection, powder, lyophilized, for solution Ilaris- canakinumab injection, solution". DailyMed. 14 September 2019. Archived from the original on 4 August 2020. Retrieved 16 June 2020.
    5. 1 2 "Ilaris- canakinumab injection, powder, lyophilized, for solution Ilaris- canakinumab injection, solution". DailyMed. 14 September 2019. Archived from the original on 4 August 2020. Retrieved 16 June 2020.
    6. "Canakinumab Monograph for Professionals". Drugs.com (in ଇଂରାଜୀ). Archived from the original on 4 July 2018. Retrieved 29 December 2021.
    7. "Ilaris Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 January 2021. Retrieved 29 December 2021.
    8. BNF 81: March-September 2021. BMJ Group and the Pharmaceutical Press. 2021. p. 890. ISBN 978-0857114105.