Jump to content

ବୁଲଡୋଜର୍ସ

ଉଇକିପିଡ଼ିଆ‌ରୁ
(Bulldozersରୁ ଲେଉଟି ଆସିଛି)
ବୁଲଡୋଜର୍ସ  
ଲେଖକମନୋଜ ଦାସ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକଚତୁରଙ୍ଗ ପ୍ରକାଶନ, ଭୁବନେଶ୍ୱର
ପ୍ରକାଶ ତାରିଖ୧୯୮୯(ପ୍ରଥମ), ୨୦୦୭(ଚତୁର୍ଥ)
ମାଧ୍ୟମ ପ୍ରକାରବନ୍ଧେଇ, ଛପାବହି
ପୃଷ୍ଠା୮୩
ISBN୮୧-୮୬୮୮୪-୧୫-୭

ବୁଲଡୋଜର୍ସ, ମନୋଜ ଦାସଙ୍କଦ୍ୱାରା ଲିଖିତ ଏକ କ୍ଷୁଦ୍ର ଉପନ୍ୟାସ ।[] ଏହି ଉପନ୍ୟାସଟିର ପ୍ରଥମ ସଂସ୍କରଣ ୧୯୮୯ ମସିହାରେ ପ୍ରକାଶିତ ହୋଇଥିଲା । ୨୦୦୭ ମସିହା ବେଳକୁ ଏହି ଉପନ୍ୟାସର ୪ଟି ସଂସ୍କରଣ ପ୍ରକାଶିତ ହୋଇସାରିଥିଲା ।

ଏହି ଉପନ୍ୟାସଟିକୁ ମନୋଜ ଦାସ ପ୍ରଥମେ ଇଂରାଜୀରେ ଲେଖିଥିଲେ । ଇଂରାଜୀ ଉପନ୍ୟାସଟି ସ୍ୱରାଜ୍ୟ, ଇଂପ୍ରିଣ୍ଟ, ହେରିଟେଜ ପତ୍ରିକାରେ ପ୍ରକାଶ ପାଇଥିଲା । ମନୋଜ ପରେ ଏହାକୁ ଓଡ଼ିଆରେ ଲେଖିଥିଲେ ଓ ଏହା ୧୯୮୯ ମସିହାରେ ପ୍ରକାଶ ପାଇଥିଲା ।

ବିଷୟବସ୍ତୁ

[ସମ୍ପାଦନା]

ଉପନ୍ୟାସର ମୁଖ୍ୟ ଚରିତ୍ର ରବି, ଜଣେ ଗ୍ରାମୀଣ, ରକ୍ଷଣଶୀଳ ଓ ସଂସ୍କୃତିସମ୍ପର୍ଣ୍ଣ ଯୁବକ । ରବିର ସ୍ୱପ୍ନ ଓ ସମୟକ୍ରମେ ସ୍ୱପ୍ନଭଙ୍ଗକୁ ନେଇ ଉପନ୍ୟାସଟି ଗତିଶୀଳ ।[]

  1. Digital, Sambad (26 January 2020). "ସାଧନାକୁ ସ୍ୱୀକୃତି : ସରସ୍ୱତୀଙ୍କ ବରପୁତ୍ର ମନୋଜ ଦାସ". Sambad. Retrieved 4 April 2025.
  2. (PDF) http://www.worldofmanojdas.in/editing/review-of-books/Bulldozers-1990.pdf. Retrieved 4 April 2025. {{cite web}}: Missing or empty |title= (help)