Jump to content

ବ୍ରୋମଫେନାକ

ଉଇକିପିଡ଼ିଆ‌ରୁ
(Bromfenacରୁ ଲେଉଟି ଆସିଛି)
ବ୍ରୋମଫେନାକ
Clinical data
Trade namesBromday, Xibrom, Prolensa, Yellox, others
AHFS/Drugs.commonograph
MedlinePlusa611018
data
Pregnancy
category
  • US: C (Risk not ruled out)
    Routes of
    administration
    Eye drops
    Legal status
    Legal status
    Pharmacokinetic data
    Protein binding99.8%
    MetabolismCYP2C9
    MetabolitesLactam, others
    Elimination half-life1.4 hours in aqueous humour
    Excretion82% urine, 13% faeces
    Identifiers
    • 2-[2-amino-3-(4-bromobenzoyl)phenyl]acetic acid
    Chemical and physical data
    FormulaC15H12BrNO3
    Molar mass୩୩୪.୧୭ g·mol−1
    3D model (JSmol)
    Melting point284 to 286 °C (543 to 547 °F) (bromfenac sodium·1.5H2O)
    • O=C(c1ccc(Br)cc1)c2cccc(c2N)CC(=O)O
    • InChI=1S/C15H12BrNO3/c16-11-6-4-9(5-7-11)15(20)12-3-1-2-10(14(12)17)8-13(18)19/h1-7H,8,17H2,(H,18,19) checkY
    • Key:ZBPLOVFIXSTCRZ-UHFFFAOYSA-N checkY
      (verify)

    ବ୍ରୋମଫେନାକ ହେଉଛି ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଯନ୍ତ୍ରଣା ଏବଂ ପ୍ରଦାହ ପାଇଁ ବ୍ୟବହୃତ ହୁଏ । [] ଏହାକୁ ଦୁଇ ସପ୍ତାହ ପାଇଁ ପ୍ରତିଦିନ ଦୁଇଥର ଆଖି ବୁନ୍ଦା ଭାବରେ ବ୍ୟବହାର କରାଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାଲି ଆଖି, ଆଖି ଗଲୁ ଏବଂ ମୁଣ୍ଡବିନ୍ଧା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଧୀର କ୍ଷତ ଆରୋଗ୍ୟ, ରକ୍ତସ୍ରାବ ଏବଂ କର୍ଣ୍ଣିଆ ପ୍ରଦାହ ହୋଇପାରେ। [] ପ୍ରୋଷ୍ଟାଗ୍ଲାଣ୍ଡିନ୍ ଉତ୍ପାଦନକୁ ଅବରୋଧ କରି ଏହା କାମ କରେ | []

    ୨୦୦୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ବ୍ରୋମଫେନାକ୍ ଅନୁମୋଦିତ ହୋଇଥିଲା । [] ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୦.୦୯% ୧.୭ ମିଲି ପରିମାଣର ମୂଲ୍ୟ ପ୍ରାୟ ୫୧ ଡଲାର ଅଟେ। [] ଯୁକ୍ତରାଜ୍ୟରେ ୫ ମିଲି ଦ୍ରବଣର ମୂଲ୍ୟ ୮.୫ ପାଉଣ୍ଡ ଅଟେ । []

    1. 1 2 3 "Bromfenac Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 17 July 2021.
    2. 1 2 3 "Bromfenac Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 17 July 2021.
    3. "Bromfenac Prices, Coupons & Savings Tips - GoodRx". GoodRx. Archived from the original on 26 May 2020. Retrieved 17 July 2021.
    4. "Bromfenac Prices, Coupons & Savings Tips - GoodRx". GoodRx. Archived from the original on 26 May 2020. Retrieved 17 July 2021.
    5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1241. ISBN 978-0-85711-369-6.{{cite book}}: CS1 maint: date format (link)