ବ୍ରଜେନ୍ଦ୍ର କାଲା
ବ୍ରଜେନ୍ଦ୍ର କାଲା | |
|---|---|
![]() | |
| ଜନ୍ମ | |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୦୩–ଏବେଯାଏଁ |
ବ୍ରଜେନ୍ଦ୍ର କାଲା ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି ।[୧][୨] ସେ ବାସ୍ତବତାରେ ଆଧାରିତ ଚରିତ୍ରଗୁଡ଼ିକର ସୂକ୍ଷ୍ମ ଚିତ୍ରଣ ପାଇଁ ଜଣାଶୁଣା ।[୩] ମୁଖ୍ୟ ସ୍ରୋତର ସିନେମାରେ ତାଙ୍କର ଛୋଟ ଛୋଟ ଭୂମିକା ପାଇଁ ସେ ଦୃଷ୍ଟି ଆକର୍ଷଣ କରିଥିଲେ ।[୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ତାଙ୍କର ପିଲାଦିନ ଉତ୍ତରପ୍ରଦେଶର ମଥୁରାରେ କଟିଥିଲା, ଯେଉଁଠାରେ ତାଙ୍କ ବାପା ଏକ ପ୍ରାଣୀ ଚିକିତ୍ସାଳୟରେ କାମ କରୁଥିଲେ ।[୫] ତାଙ୍କ ପରିବାର ଉତ୍ତରାଖଣ୍ଡର ଗଡ଼ଓ୍ଵାଲର ପୌରୀରେ ରହୁଛନ୍ତି ।[୫][୬]
ଅଭିନୟ ଜୀବନ
[ସମ୍ପାଦନା]ସେ ଏକତା କପୁରଙ୍କ ଦ୍ୱାରା ପ୍ରଯୋଜିତ ଅନେକ ଟିଭି ଧାରାବାହିକର ସଂଳାପ ଲେଖିଥିଲେ, ଯେଉଁଥିରେ କାହାନୀ ଘର ଘର କି ମଧ୍ୟ ଅନ୍ତର୍ଭୁକ୍ତ । ୨୦୦୩ ମସିହାରେ ତିଗ୍ମାଂଶୁ ଧୁଲିଆ ତାଙ୍କୁ ହାସିଲରେ ଖବରକାଗଜ ବିକ୍ରେତା ଭାବରେ ଏକ ଛୋଟ ଭୂମିକାରେ କାଷ୍ଟ କରିବା ପରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ ।[୭]
ଜବ୍ ଉଇ ମେଟ୍, ମିଥ୍ୟା, ଅଗ୍ନିପଥ, ପାନ ସିଂ ତୋମାର, ଅଙ୍ଖୋଁ ଦେଖି, ପିକେ, ଟ୍ୟୁବଲାଇଟ୍ ଓ ବତି ଗୁଲ୍ ମିଟର୍ ଚାଲୁ[୮] ଭଳି କଥାଚିତ୍ରରେ କ୍ଷୁଦ୍ର କିମ୍ବା ସହାୟକ ଭୂମିକାରେ ଅଭିନୟ କରିଛନ୍ତି ଏବଂ କମେଡିକ୍ ଚରିତ୍ରରେ ବିଶେଷଜ୍ଞତା ଅର୍ଜନ କରିଛନ୍ତି ।[୪][୯]
ଆଧାର
[ସମ୍ପାଦନା]- ↑ Pereira, Priyanka (3 April 2012). "Hero by Character". The Indian Express. Archived from the original on 18 October 2012. Retrieved 11 May 2012.
- ↑ "'शुभ मंगल सावधान' में आपको गुदगुदाएंगे उत्तराखंड के ताऊ- Amarujala". Amar Ujala (in ଇଂରାଜୀ). Archived from the original on 5 November 2017. Retrieved 2017-12-03.
- ↑ "'ट्यूबलाइट' में क्या है सलमान खान का 'सीक्रेट', एक्टर ने खोला राज- Amarujala". Amar Ujala (in ଇଂରାଜୀ). Archived from the original on 7 November 2017. Retrieved 2017-11-03.
- ↑ ୪.୦ ୪.୧ Gaekwad, Manish. "How Brijendra Kala steals the scene each and every time". Scroll.in (in ଆମେରିକୀୟ ଇଂରାଜୀ). Archived from the original on 11 October 2020. Retrieved 2017-09-28.
- ↑ ୫.୦ ୫.୧ "brijendra kala of uttarakhand comes with movie tubelight | Uttaranchal Today". uttaranchaltoday.com (in ଆମେରିକୀୟ ଇଂରାଜୀ). Archived from the original on 18 September 2018. Retrieved 2018-09-18.
- ↑ @rajyaSameeksha. "Uttarakhand News: Brijendra kala played a fantastic role in bollywood upcoming movie". rajyasameeksha.com. Archived from the original on 18 September 2018. Retrieved 2018-09-18.
- ↑ "Know Your Actor". The Indian Express (in ଆମେରିକୀୟ ଇଂରାଜୀ). 2014-05-11. Archived from the original on 29 September 2017. Retrieved 2017-09-28.
- ↑ "Brijendra Kala: "Film Industry Is Yet To Give My Due As A Performer"". Koimoi (in ଆମେରିକୀୟ ଇଂରାଜୀ). 2019-06-20. Retrieved 2021-06-19.
- ↑ Jha, Aditya Mani (2017-12-15). "Let there be Panchlait". The Hindu Business Line (in ଇଂରାଜୀ). Retrieved 2018-01-03.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବ୍ରଜେନ୍ଦ୍ର କାଲା
