Jump to content

ବ୍ରେଣ୍ଟୁକ୍ସିମାବ ଭେଡୋଟିନ

ଉଇକିପିଡ଼ିଆ‌ରୁ
(Brentuximab vedotinରୁ ଲେଉଟି ଆସିଛି)
ବ୍ରେଣ୍ଟୁକ୍ସିମାବ ଭେଡୋଟିନ
Monoclonal antibody
TypeWhole antibody
SourceChimeric (mouse/human)
TargetCD30
Clinical data
Trade namesAdcetris
SynonymsSGN-35, previously cAC10-vcMMAE
AHFS/Drugs.commonograph
MedlinePlusa611052
data
Pregnancy
category
  • AU: D
  • US: N (Not classified yet)
    Routes of
    administration
    Intravenous
    Legal status
    Legal status
    Chemical and physical data
    FormulaC6476H9930N1690O2030S40 (C68H105N11O15)3–5
    Molar mass149.2–151.8 kg/mol
      (verify)

    ବ୍ରେଣ୍ଟୁକ୍ସିମାବ ଭେଡୋଟିନ, ବ୍ରାଣ୍ଡ ନାମ ଆଡସେଟ୍ରିସ, ଏକ ଔଷଧ ଯାହା ହଜକିନ୍ସ ଲିମ୍ଫୋମା (HL) ଏବଂ କିଛି ଅଣ-ହଜକିନ୍ସ ଲିମ୍ଫୋମା (NHL)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ନିର୍ଦ୍ଦିଷ୍ଟ ଭାବରେ ଏହା ସିଦି ପଜିଟିଭ ୩୦ (CD30) ମାମଲାଗୁଡ଼ିକ ପାଇଁ ବ୍ୟବହୃତ ହୁଏ । [] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରାନ୍ତୀୟ ସ୍ନାୟୁ କ୍ଷତି, ଥକ୍କାପଣ, ବାନ୍ତି, ତରଳ ଝାଡ଼ା, ସ୍ୱଳ୍ପ ଶ୍ୱେତ ରକ୍ତକଣିକ, ଜ୍ୱର, କେଶହାନୀଏବଂ ପାଟିରେ ପ୍ରଦାହ ହେବା ଦେଖାଯାଏ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍, ସଂକ୍ରମଣ, ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ, ଯକୃତ ସମସ୍ୟା, ଫୁସଫୁସ ସମସ୍ୟା, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଏବଂ ଉଚ୍ଚ ରକ୍ତ ଶର୍କରା ଅନ୍ତର୍ଭୁକ୍ତ ହୋଇପାରେ । [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସିଡି୩୦ ସଂଯୁକ୍ତ ସାଇଟୋଟକ୍ସିନ ମୋନୋମିଥାଇଲ ଅରିସ୍ଟାଟିନ ଇ ସହିତ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଏ ।[]

    ୨୦୧୧ ମସିହାରେ ଯୁକ୍ତରାଷ୍ଟ୍ରରେ ଓ ୨୦୧୨ରେ ଏବଂ ୟୁରୋପରେ ଚିକିତ୍ସାରେ ଏହି ଔଷଧ ବ୍ୟବହାର କରାଗଲା । [][] ଯୁକ୍ତରାଜ୍ୟରେ ଏକ ୫୦ ମିଗ୍ରା ଭାଏଲ ମୂଲ୍ୟ ୨୫୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୧୦,୧୦୦ ଡଲାର ଥିଲା । []

    1. 1 2 "Adcetris EPAR". European Medicines Agency. 17 September 2018. Archived from the original on 31 October 2020. Retrieved 19 August 2020.
    2. 1 2 3 "Adcetris EPAR". European Medicines Agency. 17 September 2018. Archived from the original on 31 October 2020. Retrieved 19 August 2020.
    3. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 911. ISBN 978-0857114105.
    4. 1 2 "Adcetris- brentuximab vedotin injection, powder, lyophilized, for solution". DailyMed. 26 November 2018. Archived from the original on 6 August 2020. Retrieved 19 August 2020.
    5. 1 2 "Adcetris- brentuximab vedotin injection, powder, lyophilized, for solution". DailyMed. 26 November 2018. Archived from the original on 6 August 2020. Retrieved 19 August 2020.
    6. "Adcetris Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 April 2021. Retrieved 11 January 2022.