Jump to content

ବ୍ଲେଫାରୋସ୍ପାଜ୍ମ

ଉଇକିପିଡ଼ିଆ‌ରୁ
(Blepharospasmରୁ ଲେଉଟି ଆସିଛି)
Blepharospasm
Benign essential blepharospasm (BEB), eye dystonia, eye twitching, eye spasm
Benign fasciculation syndrome of the upper eyelid in a 19-year-old male. It subsided after several days.
ଉଚ୍ଚାରଣ
ବିଭାଗNeurology, ophthalmology
ଆକ୍ରାନ୍ତ ସମୟGradual[]
କାରଣUnknown[]
ରୋଗ ନିର୍ଣ୍ଣୟ ପଦ୍ଧତିBased on the symptoms[]
ସଠିକ ରୋଗ ନିର୍ଣ୍ଣୟMeige syndrome, Bell's palsy, hemifacial spasm[]
ଚିକିତ୍ସାBotulinum toxin, surgery[]
ପୁନଃପୌନିକ1 in 20,000 people[]
Patient UKBlepharospasm

ବ୍ଲେଫାରୋସ୍ପାଜ୍ମ ରୋଗରେ ଆଖିପତା ଗତି ନିୟନ୍ତ୍ରଣ ହୋଇପାରେନି,ସାମୟିକ ଝଟକା ବା ଅନ୍ଧାର ଦେଖାଯାଏ । [] ପ୍ରାୟତଃ ଏହା ଆରମ୍ଭରେ ଧୀରେ ଧୀରେ ହୋଇଥାଏ ଏବଂ ଗୁରୁତର ଅବସ୍ଥାରେ ଆଖି ବନ୍ଦ ହୋଇଯାଇପାରେ । [] ଉଭୟ ଆଖି ସାଧାରଣତ ପ୍ରଭାବିତ ହୋଇଥାଏ । [] ଏହାର ଅବଧି ସ୍ୱଳ୍ପ କିମ୍ବା ଦୀର୍ଘକାଳୀନ ହୋଇପାରେ । [] ଏହା ଚେହେରାର ଅନ୍ୟ ଅଂଶର ଛୋଟ ଝଟକା ବା ଟୁଇଚ୍ ସହିତ ଜଡିତ ହୋଇପାରେ । []

କାରଣ ଅଜ୍ଞାତ ଅଛି । [] ବିପଦ କାରକଗୁଡିକ ମଧ୍ୟରେ ପାରିବାରିକ ଇତିହାସ ଓ ଆଖି ଆଘାତ ଥାଇପାରେ ।[] [] ଏହା ମଧ୍ୟ କେତେକ ଅବସ୍ଥାର ଅଂଶ ଭାବରେ ଘଟିପାରେ ଯେପରିକି ଟାର୍ଡିଭ୍ ଡିସ୍କିନେସିଆ, ୱିଲସନ୍ ରୋଗ ଏବଂ ପାର୍କିନ୍ସନିଜିମ୍ । [] ଭାବପ୍ରବଣ ଚାପ, ଥକାପଣ କିମ୍ବା ଉଜ୍ଜ୍ୱଳ ଆଲୋକ ଅବସ୍ଥାକୁ ଖରାପ କରିପାରେ । [] ଏହା ଏକ ପ୍ରକାର ଫୋକାଲ୍ ଡିଷ୍ଟୋନିଆ ।[] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ କରାଯାଏ । []

ଏହାର କୌଣସି ଉପଶମ ନଥିବାବେଳେ ବଟୁଲିନମ୍ ଟକ୍ସିନ୍ ଇଞ୍ଜେକ୍ସନ୍ ସାମୟିକ ଭାବରେ ସାହାଯ୍ୟ କରିପାରେ ।[] [] ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଏବଂ କଫିନ୍ ବ୍ୟବହାର କଲେ ଏହି ରୋଗ ହ୍ରାସ ହୋଇପାରେ । [] ଆଖିପତା ମାଂସପେଶୀକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର ବେଳେବେଳେ କରାଯାଇପାରେ []

ଯୁକ୍ତରାଷ୍ଟ୍ରରେ ୨୦,୦୦୦ ଲୋକଙ୍କ ମଧ୍ୟରୁ ଜଣେ ବ୍ଲେଫାରୋସ୍ପାଜ୍ମ ରୋଗରେ ପ୍ରଭାବିତ ହୋଇଥାଏ । [] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି । [] ଆରମ୍ଭ ସାଧାରଣ ତଃବୟସ ୪୦ରୁ ୬୦ ବର୍ଷ ବୟସ ମଧ୍ୟରେ ହୁଏ । [] ୧୮୭୦ ଦଶକରୁ ଏହି ଅବସ୍ଥାକୁ ବର୍ଣ୍ଣନା କରାଯାଇଛି । []

  1. 1 2 3 4 5 6 7 "Blepharospasm | National Eye Institute". www.nei.nih.gov. Archived from the original on 9 April 2019. Retrieved 24 January 2022.
  2. 1 2 3 4 5 6 7 8 9 10 "Benign Essential Blepharospasm". NORD (National Organization for Rare Disorders) (in ଆମେରିକୀୟ ଇଂରାଜୀ). Archived from the original on 2020-05-17. Retrieved 2020-05-30.
  3. 1 2 3 4 "Blepharospasm | National Eye Institute". www.nei.nih.gov. Archived from the original on 9 April 2019. Retrieved 24 January 2022.
  4. 1 2 3 "Benign Essential Blepharospasm". NORD (National Organization for Rare Disorders) (in ଆମେରିକୀୟ ଇଂରାଜୀ). Archived from the original on 2020-05-17. Retrieved 2020-05-30.
  5. Simpson, D. M.; Hallett, M.; Ashman, E. J.; Comella, C. L.; Green, M. W.; Gronseth, G. S.; Armstrong, M. J.; Gloss, D.; Potrebic, S. (18 April 2016). "Practice guideline update summary: Botulinum neurotoxin for the treatment of blepharospasm, cervical dystonia, adult spasticity, and headache: Report of the Guideline Development Subcommittee of the American Academy of Neurology". Neurology. 86 (19): 1818–26. doi:10.1212/WNL.0000000000002560. PMC 4862245. PMID 27164716.
  6. Session, New Orleans Academy of Ophthalmology; Naugle, Thomas C.; Hesse, Richard J.; Fry, Constance L. (1995). Diagnosis and Management of Oculoplastic and Orbital Disorders: Proceedings of the 43rd Annual Symposium, New Orleans, LA, USA, February 18-20, 1994, Organized by the New Orleans Academy of Ophthalmology (in ଇଂରାଜୀ). Kugler Publications. p. 165. ISBN 978-90-6299-132-7. Archived from the original on 2022-01-24. Retrieved 2022-01-24.