ବିରଜା ପ୍ରସାଦ ରାୟ
ଦେଖଣା
(Biraja Prasad Rayରୁ ଲେଉଟି ଆସିଛି)
ବିରଜା ପ୍ରସାଦ ରାୟ | |
|---|---|
| ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୭ – ୧୯୭୧ | |
| ପୂର୍ବ ଅଧିକାରୀ | ସୁରେନ୍ଦ୍ରନାଥ ପଟ୍ଟନାୟକ |
| ପର ଅଧିକାରୀ | ଶରତ କୁମାର କର |
| ନିର୍ବାଚନ ମଣ୍ଡଳୀ | ମାହାଙ୍ଗା |
| ବ୍ୟକ୍ତିଗତ ସବିଶେଷ | |
| ମୃତ୍ୟୁ | ଡିସେମ୍ବର ୫, ୨୦୦୫ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ପ୍ରଜା ସମାଜବାଦୀ ପାର୍ଟି |
| ଜୀବନ ସାଥୀ | କିରଣବାଳା ରାୟ |
| ବାପା/ବୋଉ | ଉମେଶ ଚନ୍ଦ୍ର ରାୟ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ବିରଜା ପ୍ରସାଦ ରାୟ (ମୃତ୍ୟୁ: ୫ ଡିସେମ୍ବର ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ପ୍ରଜା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ବିରଜା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିରଜା ପ୍ରସାଦ ରାୟଙ୍କ ବାପାଙ୍କ ନାମ ଉମେଶ ଚନ୍ଦ୍ର ରାୟ ଓ ପତ୍ନୀଙ୍କ ନାମ କିରଣବାଳା ରାୟ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବିରଜା ପ୍ରସାଦ ରାୟ ଓଡ଼ିଶା ରାଜନୀତିରେ ପ୍ରଜା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ବିରଜା ପ୍ରସାଦ ରାୟ ୨୦୦୫ ଡିସେମ୍ବର ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Biraja Prasad Ray". odishaassembly.nic.in. Odisha Assembly. Retrieved 21 March 2020.