Jump to content

ବିଧିର ବିଧାନ

ଉଇକିପିଡ଼ିଆ‌ରୁ
(Bidhira Bidhanaରୁ ଲେଉଟି ଆସିଛି)
ବିଧିର ବିଧାନ
ନିର୍ଦ୍ଦେଶକମହମ୍ମଦ ମହସୀନ
ପ୍ରଯୋଜକରାଜ କୁମାର
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟମହମ୍ମଦ ମହସୀନ
କାହାଣୀମହମ୍ମଦ ମହସୀନ
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ଦେବୁ ବୋଷ
ବିଜୟ ମହାନ୍ତି
ମହମ୍ମଦ ମହସୀନ
ଜୟୀରାମ ସାମଲ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଦିଲ୍ଲୀପ ରାୟ
ସମ୍ପାଦକମୁକ୍ତାର ଅହମ୍ମଦ
ମୁକ୍ତିଲାଭ ତାରିଖ
୧୯୮୯
କଥାଚିତ୍ରର ସମୟ
୧୫୮ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ବିଧିର ବିଧାନ, ୧୯୮୯ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜ କୁମାର । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମହମ୍ମଦ ମହସୀନ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଦେବୁ ବୋଷ, ବିଜୟ ମହାନ୍ତି, ମହମ୍ମଦ ମହସୀନ, ଜୟୀରାମ ସାମଲ, ତାପସ ପାଲ୍, ଅରୁଣ ଗୋଭିଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଅକ୍ଷୟ ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

କ୍ରମଗୀତସମୟ
  1. "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.
  2. "Sangeeta Dash". www.sangeetnatak.gov.in. ସଙ୍ଗୀତ ନାଟକ ଏକାଡ଼େମୀ. Archived from the original on 25 February 2021. Retrieved 25 February 2021. {{cite web}}: |archive-date= / |archive-url= timestamp mismatch; 13 ଅଗଷ୍ଟ 2020 suggested (help)

ବାହାର ଆଧାର

[ସମ୍ପାଦନା]