Jump to content

ଭିନ୍ନ ରାତ୍ରିର ଆକାଶ

ଉଇକିପିଡ଼ିଆ‌ରୁ
(Bhinna Ratrira Akashରୁ ଲେଉଟି ଆସିଛି)
ଭିନ୍ନ ରାତ୍ରିର ଆକାଶ  
ଲେଖକନୃସିଂହ ପ୍ରସାଦ ମହାପାତ୍ର
ମଲାଟ ଚିତ୍ରକରଅସିତ୍ ମୁଖାର୍ଜୀ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଗଳ୍ପ ସଙ୍କଳନ
ପ୍ରକାଶ ତାରିଖ୧୯୯୬
ମାଧ୍ୟମ ପ୍ରକାରବନ୍ଧେଇ, ଛପାବହି
ପୃଷ୍ଠା୧୦୨

ଭିନ୍ନ ରାତ୍ରିର ଆକଶ, ନୃସିଂହ ପ୍ରସାଦ ମହାପାତ୍ରଙ୍କଦ୍ୱାରା ଲିଖିତ ଏକ କ୍ଷୁଦ୍ରଗଳ୍ପ ସଂକଳନ ।[][] ଏହି ଗଳ୍ପ ସଂକଳନରେ ୧୫ଟି ଗଳ୍ପ ସ୍ଥାନ ପାଇଛି ।

ସଂକଳନରେ ସ୍ଥାନିତ ଗଳ୍ପ

[ସମ୍ପାଦନା]
  • ଭିନ୍ନ ରାତ୍ରିର ଆକାଶ
  • ଜମାନବନ୍ଦୀ
  • ପଥରର କଥା
  • ଅସତ୍ୟ ସହର
  • ଅବ୍ୟକ୍ତ
  • ମୋନାଲିସାର ହସ
  • ଜୀବନ ତୃଷ୍ଣା
  • ତ୍ରିଭୂଜର ଚତୁର୍ଥ କୋଣ
  • ଗପ ଶୁଣୁଥିବା ବାପାଟିଏ
  • ବିବର୍ଣ୍ଣ ଇଲାକା
  • ଜୀଅନ୍ତା ଶବ
  • ପାଣ୍ଡୁରାମଙ୍କ ପାଣ୍ଡୁଲିପି
  • ଛାଇ ଆଲୁଅର ଖେଳ
  • ଦୁଇଟି ଫଟୋଗ୍ରାଫ
  • ଜୁଇ ଜଳିଲା
  1. Karmakar, K. G. (2008). Microfinance in India. SAGE Publications. ISBN 978-81-7829-790-3.
  2. CSR, India (15 November 2019). "Social Sector Leader: NP Mohapatra". India CSR. Retrieved 3 April 2025.