ଭିଲାଇ

ଉଇକିପିଡ଼ିଆ ରୁ
(Bhilai ରୁ ଲେଉଟି ଆସିଛି)
Jump to navigation Jump to search
ଭିଲାଇ
ହିନ୍ଦୀ : भिलाई
Twin City
Bhilai nagar Railway Station
Bhilai nagar Railway Station
ଭିଲାଇ is located in Chhattisgarh
ଭିଲାଇ
ଭିଲାଇ
ଅବସ୍ଥିତି: 21°13′N 81°23′E / 21.21°N 81.38°E / 21.21; 81.38Coordinates: 21°13′N 81°23′E / 21.21°N 81.38°E / 21.21; 81.38
ଦେଶଭାରତ
ରାଜ୍ୟଛତିଶଗଡ଼
ଜିଲ୍ଲାଦୁର୍ଗ ଜିଲ୍ଲା
ସରକାର
 • MayorSmt.Nirmala Yadav (congress)
ଉଚ୍ଚତା452 m (1,483 ft)
ଜନସଂଖ୍ୟା (2011)
 • ମହାନଗର୧୦
ଭାଷା
 • ସରକାରୀହିନ୍ଦୀ, ଛତିଶଗଡୀ଼
IST (UTC+5:30)
ପିନ କୋଡ଼490 0xx
ଗାଡ଼ି ପଞ୍ଜିକରଣCG-07

ଭିଲାଇ , ଛତିଶଗଡ଼ରେ ଅବସ୍ଥିତ ଦୁର୍ଗ ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର।

ଭୂଗୋଳ[ସମ୍ପାଦନା]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭିଲାଇ ସହରର ମୋଟ ଜନସଂଖ୍ୟା ୫୫୩୮୩୭ ଅଟେ ।[୧] ସେଥି ମଧ୍ୟରୁ ୫୨.୩୪% ଜଣ ପରୁଷ ହୋଇଥିବା ବେଳେ ୪୭.୬୬% ଜଣ ନାରୀ ଅଟନ୍ତି । ଭିଲାଇର ସାକ୍ଷରତା ହାର ୭୨.୮୧% ଅଟେ । ଏହା ଜାତୀୟ ହାର ଠାରୁ ୭.୯୭% ପ୍ରତିଶତ କମ ଅଟେ । ସେଥିରୁ ୪୧.୫୯% ପ୍ରତିଶତ ପୁରୁଷ ଓ ୩୧.୨୧% ନାରୀ ଅଟନ୍ତି । ୧୩.୧୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା[ସମ୍ପାଦନା]

ହିନ୍ଦୀ ଭିଲାଇର ସରକାରୀ ଭାଷା ଅଟେ ।


ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ଅଧିକ ତଥ୍ୟ[ସମ୍ପାଦନା]