Jump to content

ଭାବନା ଖତ୍ରି

ଉଇକିପିଡ଼ିଆ‌ରୁ
(Bhavna Khatriରୁ ଲେଉଟି ଆସିଛି)
ଭାବନା ଖତ୍ରି
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୮–ଏବେଯାଏଁ

ଭାବନା ଖତ୍ରି ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି ।[] ସୋନି ଟିଭିରେ ପ୍ରସାରିତ ଧାରାବାହିକ ଖ୍ୱାଇସ୍ ଜରିଆରେ ସେ ତାଙ୍କର ଅଭିନୟ ଜୀବନର ଆରମ୍ଭ କରିଥିଲେ, ଯେଉଁଥିରେ ସେ ତମ୍ବ୍ରୀନ ଭୂମିକାରେ ଅଭିନୟ କରିଥିଲେ । ଷ୍ଟାର୍ ପ୍ଲସରେ ପ୍ରସାରିତ ଧାରାବାହିକ କିସ ଦେଶ ମେଁ ହୈ ମେରା ଦିଲ୍‌ରେ କାମ କରିବା ପାଇଁ ମଧ୍ୟ ସେ ଜଣାଶୁଣା ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ୧୯୮୭ ମସିହାର ମାର୍ଚ୍ଚ ୨୪ ତାରିଖରେ, ଉତ୍ତରାଖଣ୍ଡରେ ଜନ୍ମଗ୍ରହଣ କରିଥିଲେ ।

ଟେଲିଭିଜନ

[ସମ୍ପାଦନା]
ଧାରାବାହିକଭୂମିକା
ଖ୍ୱାଇସ୍ତମ୍ବ୍ରୀନ
କିସ ଦେଶ ମେଁ ହୈ ମେରା ଦିଲ୍କୁଲରାଜ
ଭ ସେ ଭାଡ଼େମେନକା
ଜାମୁନିଆ[]ଜାମୁନିଆ
ପରଦେଶ ମେଁ ମିଲା କୋଇ ଅପ୍‌ନା[]ନିରୁପମା
ବଡ଼ି ଦୂର ସେ ଆୟେ ହୈଆନ୍ନା
ଦେବୋଁ କା ଦେବ...ମହାଦେବଚିତ୍ରଲେଖା
  1. "Badi Door Se Aaye Hai, Bhavna Khatri: Badi Door Se Aaye Hai". 21 December 2014 via Facebook.
  2. Maheshwri, Neha (15 April 2010). "Lead girl of Jamuniya down with jaundice; story-track delayed". Telly Chakkar. Archived from the original on 19 July 2012. Retrieved 22 November 2012.
  3. "My parents handle my expenses : Bhavna Khatri". Telly Chakkar. 30 April 2011. Archived from the original on 30 June 2012. Retrieved 22 November 2012.