Jump to content

ଭାସ୍କର ଭାଗାରେ

ଉଇକିପିଡ଼ିଆ‌ରୁ
(Bhaskar Bhagareରୁ ଲେଉଟି ଆସିଛି)
ଭାସ୍କର ଭାଗାରେ
ସାଂସଦ: ୧୮ଶ ଲୋକ ସଭା
Assumed office
୨୦୨୪
ପୂର୍ବ ଅଧିକାରୀଭାରତୀ ପାୱାର
ନିର୍ବାଚନ ମଣ୍ଡଳୀଡିଣ୍ଡୋରି
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଭାସ୍କର ମୁରଲୀଧର ଭାଗାରେ

୧୯୭୧
ଡିଣ୍ଡୋରି, ମହାରାଷ୍ଟ୍ର, ଭାରତ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳନ୍ୟସନାଲ କଂଗ୍ରେସ ପାର୍ଟି– ଶରଦଚନ୍ଦ୍ର ପାୱାର
ବାପା/ବୋଉମୁରଲୀଧର ଭାଗାରେ (ବାପା)
ବୃତ୍ତିରାଜନେତା
ପେଷାକୃଷକ

ଭାସ୍କର ମୁରଲୀଧର ଭାଗାରେ ଜଣେ ଭାରତୀୟ ରାଜନେତା ଓ ସମାଜସେବୀ । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ନ୍ୟସନାଲ କଂଗ୍ରେସ ପାର୍ଟି– ଶରଦଚନ୍ଦ୍ର ପାୱାରର ପ୍ରାର୍ଥୀ ଭାବରେ ଡିଣ୍ଡୋରି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭା୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[][][]

  1. "Dindori Election Result 2024 Live Updates: NCPSP Bhaskar Murlidhar Bhagare Has Won This Lok Sabha Seat". TheQuint (in ଇଂରାଜୀ). 2024-06-04. Retrieved 2024-06-05.
  2. "Dindori, Maharashtra Lok Sabha Election Results 2024 Highlights: Bhaskar Murlidhar Bhagare Emerges Victorious by 113199 Votes". India Today (in ଇଂରାଜୀ). 2024-06-04. Retrieved 2024-06-05.
  3. "Dindori (ST) election results 2024 live updates: NCP (SP)'s Bhaskar Murlidhar Bhagare wins". The Times of India. 2024-06-05. ISSN 0971-8257. Retrieved 2024-06-05.