ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩
ଦେଖଣା
(Bharatiya Sakshya Adhiniyamରୁ ଲେଉଟି ଆସିଛି)
| ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩ | |
|---|---|
| ଭାରତର ସଂସଦ | |
| An Act to consolidate and to provide for general rules and principles of evidence for fair trial. | |
| ଆଧାର | Act No. 47 of 2023 |
| Territorial extent | |
| ନିୟମାକାରକ | ଲୋକ ସଭା |
| Date passed | 20 December 2023 |
| Enacted by | ରାଜ୍ୟ ସଭା |
| Date passed | 21 December 2023 |
| Date assented to | 25 December 2023 |
| Date commenced | 1 July 2024 |
| ପରିଚାଳିକା ଇତିହାସ | |
| Bill introduced in the ଲୋକ ସଭା | Bharatiya Sakshya (Second) Bill, 2023 |
| Bill published on | 12 December 2023 |
| Introduced by | Home Minister, Amit Shah |
| Bill introduced in the ରାଜ୍ୟ ସଭା | Bharatiya Sakshya (Second) Bill, 2023 |
| Bill published on | 20 December 2023 |
| Introduced by | Home Minister, Amit Shah |
| Repealing legislation | |
| ଭାରତୀୟ ସାକ୍ଷ୍ୟ ବିଧାନ | |
| Related legislation | |
| Bharatiya Nyaya Sanhita and Bharatiya Nagarik Suraksha Sanhita | |
| Status: In force | |
ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩ (IAST: Bhāratīya Sākśya Adhiniyam; ଅର୍ଥ 'ଭାରତୀୟ ସାକ୍ଷ୍ୟ ଆଇନ, ୨୦୨୩') ହେଉଛି ଭାରତର ସଂସଦରେ ପାରିତ ଏକ ଆଇନ ଯାହା ବହୁପୂର୍ବରୁ ପ୍ରଚଳିତ ଭାରତୀୟ ସାକ୍ଷ୍ୟ ବିଧାନକୁ ପ୍ରତିସ୍ଥାପିତ କରେ ।[୧]
ପୃଷ୍ଠଭୂମି ଓ ସମୟରେଖା
[ସମ୍ପାଦନା]- ୧୧ ଅଗଷ୍ଟ ୨୦୨୩ ରେ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ଭାରତୀୟ ସାକ୍ଷ୍ୟ ବିଲ୍, ୨୦୨୩ ପେଶ୍ କରିଥିଲେ ।
- ୧୨ ଡିସେମ୍ବର ୨୦୨୩ରେ ଭାରତୀୟ ସାକ୍ଷ୍ୟ ବିଲ୍, ୨୦୨୩ ପ୍ରତ୍ୟାହୃତ ହୋଇଥିଲା ।
- ୧୨ ଡିସେମ୍ବର ୨୦୨୩ରେ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍, ୨୦୨୩ ଲୋକସଭାରେ ପ୍ରସ୍ତୁତ ହୋଇଥିଲା ।
- ୨୦ ଡିସେମ୍ବର ୨୦୨୩ରେ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍, ୨୦୨୩ ଲୋକସଭାରେ ପାରିତ ହେଲା ।[୨]
- ୨୧ ଡିସେମ୍ବର ୨୦୨୩ ରେ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍, ୨୦୨୩ ରାଜ୍ୟସଭାରେ ପେଶ୍ ହୋଇଥିଲା ।
- ୨୧ ଡିସେମ୍ବର ୨୦୨୩ ରେ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍, ୨୦୨୩ ରାଜ୍ୟସଭାରେ ପାରିତ ହୋଇଥିଲା ।
- ୨୫ ଡିସେମ୍ବର ୨୦୨୩ ରେ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍, ୨୦୨୩ ଭାରତର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିଲା ।[୩]
ସଂରଚନା
[ସମ୍ପାଦନା]ଏହି ଅଧିନିୟମରେ ପୂର୍ବରୁ ପ୍ରଚଳିତ ଥିବା ଭାରତୀୟ ସାକ୍ଷ୍ୟ ଅଧିନିୟମ-୧୮୭୨ର ୧୬୭ ଧାରା ବଦଳରେ ୧୭୦ ଧାରା ଅଛି । ପୂର୍ବରୁ ଥିବା ୧୬୭ ଧାରା ମଧ୍ୟରୁ ୨୩ ଧାରାକୁ ସଂଶୋଧନ କରାଯାଇଛି, ୫ ଧାରାକୁ ବିଲୋପ କରାଯାଇଛି ଏବଂ ଏକ ନୂତନ ଧାରା ଯୋଡ଼ାଯାଇଛି ।[୪][୫][୬]
ଆଧାର
[ସମ୍ପାଦନା]- ↑ Singh, Vijaita (2023-08-11). "Centre seeks to overhaul British-era criminal laws". The Hindu (in Indian English). ISSN 0971-751X. Retrieved 2025-04-26.
- ↑ Das, Awstika (2023-12-20). "Lok Sabha Passes Criminal Law Bills Seeking To Replace IPC, CrPC And Evidence Act". www.livelaw.in (in ଇଂରାଜୀ). Retrieved 2025-04-26.
- ↑ "Bills to replace criminal codes enacted into law as President Murmu gives nod". Deccan Herald (in ଇଂରାଜୀ). Retrieved 2025-04-26.
- ↑ IANS (2023-11-06). "Parliament panel adopts reports on bills to replace existing criminal laws". The New Indian Express (in ଇଂରାଜୀ). Retrieved 2025-04-26.
- ↑ "The 3 Bills That Will Soon Replace British-Era Criminal Laws. Their Aim Explained". www.ndtv.com (in ଇଂରାଜୀ). Retrieved 2025-04-26.
- ↑ "Parliament session". www.livemint.com. Retrieved 27 April 2025.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |