Jump to content

ଭାଇ: ଦି ଓପନିଂ ପାର୍ଟ

ଉଇକିପିଡ଼ିଆ‌ରୁ
(Bhai (2025 Odia filmରୁ ଲେଉଟି ଆସିଛି)
ଭାଇ
ନିର୍ଦ୍ଦେଶକପୃଥ୍ୱୀରାଜ ପଟ୍ଟନାୟକ
ପ୍ରଯୋଜକନବୀନ ଭଣ୍ଡାରୀ
ସଂଳାପରବିନାରାୟଣ ଦାସ
ଚିତ୍ରନାଟ୍ୟପୃଥ୍ୱୀରାଜ ପଟ୍ଟନାୟକ
କାହାଣୀରବିନାରାୟଣ ଦାସ
କଳାକାରଅମ୍ଳାନ ଦାସ
ଦିବ୍ୟା ମହାନ୍ତି
ସୁଜିତ ପାଇକରାୟ
ଅନନ୍ୟା ମିଶ୍ର
ସଙ୍ଗୀତନବଜ୍ୟୋତି ପଣ୍ଡା
ସରୋଜ
ଚିତ୍ରଗ୍ରହଣରୁଦ୍ରକାନ୍ତ ସିଂହ
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୨୪ ଜାନୁଆରୀ ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

ଭାଇ, ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ଅଟେ । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନବୀନ ଭଣ୍ଡାରୀ । ରବିନାରାୟଣ ଦାସ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ପୃଥ୍ୱୀରାଜ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ନବଜ୍ୟୋତି ପଣ୍ଡା ଓ ସରୋଜ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ଦିବ୍ୟା ମହାନ୍ତି, ସୁଜିତ ପାଇକରାୟ ଓ ଅନନ୍ୟା ମିଶ୍ର । ଅନ୍ୟ କଳାକାରମାନଙ୍କ ମଧ୍ୟରେ ବିକାଶ ଗନ୍ତାରା, ଦିବ୍ୟଜ୍ୟୋତି ଉଦୟସିଂହ, ଆଇମନ ଆଦି କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନବଜ୍ୟୋତି ପଣ୍ଡା ଓ ସରୋଜ ।[] ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅମ୍ରିତା ନାୟକ, କୁଳଦୀପ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିଗାୟକସମୟ
1."ଜିତିବି ମୁଁ"ଅରୁଣ ମନ୍ତ୍ରୀଅମ୍ରିତା ନାୟକ 
2."ଭାଇ"ରଞ୍ଜନ ନାୟକକୁଳଦୀପ ପଟ୍ଟନାୟକ 
  1. ୧.୦ ୧.୧ ୧.୨ "ଭାଇ-ଭଉଣୀ ସମ୍ପର୍କର କାହାଣୀ 'ଭାଇ'" (in od-IN). 23 January 2025. p. 12. Archived from the original on 22 February 2025. Retrieved 22 February 2025.{{cite news}}: CS1 maint: unrecognized language (link)

ବାହାର ଆଧାର

[ସମ୍ପାଦନା]