ବାଢ

ଉଇକିପିଡ଼ିଆ ରୁ
(Barh ରୁ ଲେଉଟି ଆସିଛି)
Jump to navigation Jump to search
Barh
बाढ़
Town
Barh is located in Bihar
Barh
Barh
Location in Bihar, India
ଅବସ୍ଥିତି: 25°29′N 85°43′E / 25.48°N 85.72°E / 25.48; 85.72Coordinates: 25°29′N 85°43′E / 25.48°N 85.72°E / 25.48; 85.72
Country India
StateBihar
DivisionPatna
DistrictPatna
ଉଚ୍ଚତା47 m (154 ft)
ଜନସଂଖ୍ୟା (2011)
 • ମୋଟ୨୧୬
Languages
 • OfficialMagahi, Hindi
IST (UTC+5:30)
ପିନ କୋଡ଼803212,803213,803214
Telephone code06132
ୱେବସାଇଟpatna.nic.in


ବାଢ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର ପତ୍ନ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ବାଢ ୨୫.୪୮୪୪ ଉତ୍ତର ଅକ୍ଷାଂଶ ଓ ୮୫.୭୧୦୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୫୪ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାଢ ସହରର ମୋଟ ଜନସଂଖ୍ୟା ୪୮୪୦୫ ଅଟେ ।[୨] ସେଥି ମଧ୍ୟରୁ ୫୩.୯୧% ଜଣ ପରୁଷ ହୋଇଥିବା ବେଳେ ୪୬.୦୯% ଜଣ ନାରୀ ଅଟନ୍ତି । ବାଢର ସାକ୍ଷରତା ହାର ୫୯.୩୧% ଅଟେ । ଏହା ଜାତୀୟ ହାର ଠାରୁ ୫.୫୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୪୪% ପ୍ରତିଶତ ପୁରୁଷ ଓ ୨୩.୮୭% ନାରୀ ଅଟନ୍ତି । ୧୫.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ବାଢର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]