ବନଜ ଦେବୀ
ଦେଖଣା
(Banaja Deviରୁ ଲେଉଟି ଆସିଛି)
ବନଜ ଦେବୀ | |
---|---|
ଜନ୍ମ | ବେରବୋଇ, ଖୋର୍ଦ୍ଧା | ୧୦ ଅଗଷ୍ଟ ୧୯୪୧
ଜାତୀୟତା | ଭାରତୀୟ |
ପୁରସ୍କାର | ଶାରଳା ପୁରସ୍କାର |
ବନଜ ଦେବୀ (ଜନ୍ମ: ୧୦ ଅଗଷ୍ଟ ୧୯୪୧) ଜଣେ ଓଡ଼ିଆ ଗାଳ୍ପିକ, କବି, ଅନୁବାଦକ ଓ ଭ୍ରମଣ କାହାଣୀ ଲେଖିକା ।[୧] ତାଙ୍କ ଗଳ୍ପ ସଙ୍କଳନ କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ସେ ୨୦୧୭ ମସିହାର ଶାରଳା ପୁରସ୍କାର ପୁରସ୍କାର ପାଇଥିଲେ ।[୨]
ଜୀବନୀ
[ସମ୍ପାଦନା]ବନଜ ଦେବୀ ୧୯୪୧ ମସିହା ଅଗଷ୍ଟ ୧୦ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବେରବୋଇଠାରେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଜୀବନରୁ ହିଁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ କବିତାର ନାମ ଥିଲା "ବାପୁଜୀ" । ୧୯୬୫ମସିହାରୁ ସେ ଗଳ୍ପ ଲେଖିବା ଆରମ୍ଭ କରିଥିଲେ ।
ରଚନାବଳୀ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ରାଧା ୧୯୬୦
- ମରୁ ଝରଣା ୧୯୮୧
- ବିଦଗ୍ଧ ବସନ୍ତ ୧୯୮୩
- ନଦୀ ଓ ନୌକା ୧୯୯୧
- ବସୁନ୍ଧରା କହେ ୧୯୯୪
- ମନ ଭଉଁରୀ ୧୯୯୮
- ସୁଅରେ ବଉଳ ଫୁଲ
- ପୂର୍ବାଶାର ପକ୍ଷୀ
- ବେଳା ଭୂଇଁ ୧୯୮୦
- ନିଜ ଭିତରେ ସୂର୍ଯ୍ୟ ୨୦୨୨
- ସାତ ପାହାଚ ୨୦୧୮
ଗଳ୍ପ
[ସମ୍ପାଦନା]- କେତୋଟି ସବୁଜ ପତ୍ର
- ତାରା ଫୁଟିବାର ବେଳ
- ରାଗ ବେହାଗ
- ଗାୟତ୍ରୀର ପୁଅ
- ନୀଳମାଧବର ଗାଁ
- କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ
- ଗଳ୍ପ ସମଗ୍ର ୧ମ ଓ ୨ୟ
- ଅନ୍ୟ ରାସ୍ତାର ଲୋକ ୨୦୧୪
କବିତା
[ସମ୍ପାଦନା]ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧ 'ଗାୟତ୍ରୀର ପୁଅ' ପାଇଁ
- ଶାରଳା ପୁରସ୍କାର, ୨୦୧୭[୫]
ଆଧାର
[ସମ୍ପାଦନା]- ↑ Savitiri Rout (1972). Women Pioneers In Oriya Literature. Motilal Banarsidass Publishe. pp. 66–. ISBN 978-81-208-2546-8.
- ↑ https://www.dharitri.com/state-news?Dharitri=59c601c8746a8
- ↑ "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୧୧-୨୪ ପୃଷ୍ଠା ୬. Retrieved 13 November 2017.
- ↑ http://sambad.in/news/state/story/78440.html[permanent dead link]
- ↑ http://www.newindianexpress.com/states/odisha/2017/sep/23/sarala-award-for-banaja-devi-1661396.html