ବାଲିଅନ୍ତା

Coordinates: 20°16′48″N 85°54′14″E / 20.280°N 85.904°E / 20.280; 85.904
ଉଇକିପିଡ଼ିଆ‌ରୁ
(Baliantaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବାଲିଅନ୍ତା
ପଞ୍ଚାୟତ ସମିତି
ବାଲିଅନ୍ତା is located in Odisha
ବାଲିଅନ୍ତା
ବାଲିଅନ୍ତା
ଓଡ଼ିଶାରେ ଅବସ୍ଥାନ
Coordinates: 20°16′48″N 85°54′14″E / 20.280°N 85.904°E / 20.280; 85.904
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା ଜିଲ୍ଲା
Time zoneIST (+୫.୩୦)
ଡାକ କୋଡ଼
୭୫୨୧୦୧
Area code୦୬୭୪

ବାଲିଅନ୍ତା ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୧୫ କି.ମି ଦୂରତାରେ ଅବସ୍ଥିତ । ଏହାର ଡାକଘର ପିନ କୋଡ଼ ୭୫୨୧୦୧ ।[୧] ଏହି ବ୍ଲକରେ ପାଖାପାଖି ୧,୬୧,୦୦୦ ବ୍ୟକ୍ତି ବାସ କରନ୍ତି ।[୨]

ଗ୍ରାମ-ପଞ୍ଚାୟତ ତାଲିକା[ସମ୍ପାଦନା]

ବାଲିଅନ୍ତାରେ ଥିବା ଗ୍ରାମ ପଞ୍ଚାୟତଗୁଡ଼ିକର ତାଲିକା ।[୩]

କ୍ରମାଙ୍କ ପଞ୍ଚାୟତ ଗ୍ରାମପଞ୍ଚାୟତ ସରପଞ୍ଚ
ବାଲିଅନ୍ତା ଉମାଦେଇ ବ୍ରହ୍ମପୁର ସୁକାନ୍ତ କୁମାର ସାହୁ
କାକରୁଦ୍ରପୁର ରମେଶ ଚନ୍ଦ୍ର ପାଳ
ଜଗନ୍ନାଥପୁର ରଶ୍ମିତା ସାହୁ
ଜୟଦେବ ପ୍ରଜ୍ଞା ପାରମିତା
ଝୀଇଣ୍ଟି ଶାସନ ବିଜୟଲକ୍ଷ୍ମୀ ଜେନା
ପୁରାଣପ୍ରଧାନ ଝିଲି ସ୍ୱାଇଁ
ପୁରୋହିତପୁର କବିତା ମାଝୀ
ପ୍ରତାପରୁଦ୍ରପୁର ବାମନ ଚରଣ ଭୋଇ
ପ୍ରତାପଶାସନ ଭାଗ୍ୟଧର ନନ୍ଦୀ
୧୦ ବଇଁଚୁଆ ବିଜୟ କୁମାର ସାହୁ
୧୧ ବେଣୁପୁର ରଶ୍ମିତା ପତ୍ର
୧୨ ବେଣ୍ଟପୁର ମୁରଲୀଧର ସାହୁ
୧୩ ଭିଙ୍ଗାରପୁର ଜୟଶ୍ରୀ ନାୟକ
୧୪ ସତ୍ୟଭାମାପୁର ଉମାକାନ୍ତ ଆଚାର୍ଯ୍ୟ
୧୫ ସରକଣା ସୂର୍ଯ୍ୟ ନାରାୟଣ ଦାସ

ଅପରାଧ ହାର[ସମ୍ପାଦନା]

ବାଲିଅନ୍ତା ବ୍ଲକରେ ହୋଇଥିବା ଅପରାଧ ହାର:[୨]

ବର୍ଷ ଥାନାରେ ରୁଜ୍ଜୁହୋଇଥିବା ମାମଲା
୨୦୦୮ ୨୦୫
୨୦୦୯ ୧୮୦
୨୦୧୦ ୧୫୦
୨୦୧୧ ୧୪୯
୨୦୧୨ ୧୮୦
୨୦୧୩ ୧୮୬
୨୦୧୪ ୨୦୯
୨୦୧୫ ୩୪୯
୨୦୧୬ ୩୬୬
୨୦୧୭ ୩୪୫
୨୦୧୮ ୩୫୧

ଆଧାର[ସମ୍ପାଦନା]

  1. "Pin Code: BALIANTA, KHORDA, ORISSA, India, Pincode.net.in". pincode.net.in. Retrieved 2019-04-07.
  2. ୨.୦ ୨.୧ "...POLICE COMMISSIONERATE... BHUBANESWAR - CUTTACK". bhubaneswarcuttackpolice.gov.in. Archived from the original on 2019-04-07. Retrieved 2019-04-07.
  3. "ଆର୍କାଇଭ୍ କପି" (PDF). Archived from the original (PDF) on 2018-05-17. Retrieved 2019-04-07. {{cite web}}: Cite has empty unknown parameter: |1= (help)