ବଜରଙ୍ଗୀ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Bajrangi (Odia Film)ରୁ ଲେଉଟି ଆସିଛି)
ବଜରଙ୍ଗୀ
ନିର୍ଦ୍ଦେଶକବିନି ପଟ୍ଟନାୟକ
ପ୍ରଯୋଜକସଚ୍ଚିକାନ୍ତ ଜେନା
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟରଜନୀ ରଞ୍ଜନ
କାହାଣୀସଚ୍ଚିକାନ୍ତ ଜେନା
କଳାକାରଅମ୍ଳାନ ଦାସ
ଅନୁଭା ସୌର୍ଯ୍ୟା
ସିଦ୍ଧାନ୍ତ ମହାପାତ୍ର
ନୈନା ଦାସ
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୩ ନଭେମ୍ବର ୨୦୧୭[୧][୨]
ଦେଶ ଭାରତ
ଭାଷାଓଡ଼ିଆ

ବଜରଙ୍ଗୀ, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ।[୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଚ୍ଚିକାନ୍ତ ଜେନା ।[୪][୫] ସଚ୍ଚିକାନ୍ତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୬] ରଜନୀ ରଞ୍ଜନ ଏହିକଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ।[୭][୧] ବିନି ପଟ୍ଟନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୮][୯] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧୦]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଏବଂ ଅନୁଭା ସୌର୍ଯ୍ୟା ।[୧୧][୧୨] ସିଦ୍ଧାନ୍ତ ମହାପାତ୍ର,[୧୩] ନୈନା ଦାସ, ଅସୀତ ପତି, ପିଣ୍ଟୁ ନନ୍ଦ, ପ୍ରଜ୍ଞା ଖଟୁଆ, ପ୍ରଲିପ୍ତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୪] ଅନନ୍ୟା ମିଶ୍ର ଏହି କଥାଚିତ୍ରଟିଏ ଆଇଟମ ଗୀତରେ ନୃତ୍ୟ କରିଥିଲେ ।[୧୫]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୨୨][୬] ସୁବ୍ରତ ସ୍ୱାଇଁ ଏବଂ ବସନ୍ତରାଜ ସାମଲ କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୯] ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଚିହ୍ନା ଚିହ୍ନା ଆଖିରେ" 
2."ଦିଲ୍ ହେଲା ଦୁସ୍‌ମନ୍ ଓଃ ସନମ୍" 
3."ଧିମା ଧିମା ଆଖି" 
4."A ଫର୍ ଆପୁଲ୍" 
5."ହଳଦୀ ଗିନା" 
6."ତୁ ମୋ ବଜରଙ୍ଗୀ" 

ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ପାଶ୍ୱ ଅଭିନେତା (ସିଦ୍ଧାନ୍ତ ମହାପାତ୍ର) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮[୨୩]
  • ଶ୍ରେଷ୍ଠ ଖଳନାୟକ (ଅସୀତ ପତି) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮[୨୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ନଭେମ୍ବର ୩ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ବଜରଙ୍ଗୀ". E News ଓଡ଼ିଆ. 30 October 2017. Retrieved 31 October 2017.
  2. "ଆଜି ଶୁଭମୁକ୍ତି :ବଜରଙ୍ଗୀ". sambad.in. 3 November 2017. Retrieved 3 November 2017.
  3. "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ?". sambad.in. 31 December 2017. Retrieved 1 February 2018.
  4. Jena, Manjit. "Bajrangi Odia Film Of Sidhant, Amlan And Anuva Cast, Crew, Wallpapers, Songs And HD Videos". OdiaInfo.in. Archived from the original on 3 November 2017. Retrieved 31 October 2017.
  5. "ତତେ ଷୋହଳକୁ ମତେ ସତର | Sambad". ସମ୍ବାଦ. sambad.in. 23 July 2021. Archived from the original on 30 May 2022. Retrieved 30 May 2022.
  6. ୬.୦ ୬.୧ ୬.୨ "'ବଜରଙ୍ଗୀ'ରେ ଅମ୍ଳାନ-ଅନୁଭା!". sambad.in. 29 October 2017. Retrieved 31 October 2017.
  7. "Bajrangi 2017 Odia Movie Review, Release Date, Box Office, Cast & Crew". Odiagoolge.com. 29 June 2017. Archived from the original on 2 November 2017. Retrieved 31 October 2017.
  8. Satapathy, Saranga. [31 October 2017 "Bajarangi Odia Movie Video Songs,Poster,release Date,Star Cast details"]. Odia99.com. Retrieved 31 October 2017. {{cite news}}: Check |url= value (help)
  9. ୯.୦ ୯.୧ "ଆସନ୍ତା ସପ୍ତାହରେ ପରଦା ଉପରକୁ ଆସୁଛି ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ବଜରଙ୍ଗୀ". E News ଓଡ଼ିଆ. 29 October 2017. Retrieved 31 October 2017.
  10. "Bajrangi Odia Film Cast & Crew". E Odia.info. 10 October 2017. Archived from the original on 4 November 2017. Retrieved 31 October 2017.
  11. "ବଜରଙ୍ଗୀ ସିନେମାରେ ଅନୁଭା ସାଜିବେ ପୋଲିସ୍‌ ଅଫିସର". Odisha Live. 19 June 2017. Retrieved 31 October 2017.
  12. "ଓଡ଼ିଆ ଫିଲ୍ମ 'ବଜରଙ୍ଗୀ'ର ଟାଇଟଲ୍‌ ରିଲିଜ୍‌". sambad.in. 24 June 2017. Archived from the original on 3 November 2017. Retrieved 31 October 2017.
  13. "ସିଦ୍ଧାନ୍ତଙ୍କ ଅଭିନୀତ 'ବଜରଙ୍ଗୀ'ର ସୁଟିଂ ଆରମ୍ଭ ହେବ ଏଇ ତାରିଖରୁ". sambad.in. 13 June 2017. Archived from the original on 2 November 2017. Retrieved 31 October 2017.
  14. "'ବଜରଙ୍ଗୀ' ପାଇଁ..." ସମାଜ. 5 November 2017. Retrieved 5 November 2017.[permanent dead link]
  15. "ପୁଣି ଆସୁଛନ୍ତି ଅନନ୍ୟା!". sambad.in. 23 April 2018. Retrieved 6 June 2018.
  16. "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
  17. "ଅନୁଭାଙ୍କ ଚମକ". ସମାଜ. 19 November 2017. Retrieved 19 November 2017.[permanent dead link]
  18. "ଏହି ବଡ଼ ନାୟିକାଙ୍କ ସହ ରୋମାନସ୍‌ କରିବେ ଓଲିଉଡ ନାୟକ ଜ୍ୟୋତି". sambad.in. 21 May 2018. Retrieved 6 June 2018.
  19. "କେଉଁ ନାୟିକାଙ୍କ ଉଦ୍ଦେଶ୍ୟରେ ଜ୍ୟୋତି କହୁଛନ୍ତି 'ସାଥୀ ତୁ ଫେରିଆ' ? | Sambad". Sambad (in Odia). Odisha. 5 October 2018. Archived from the original on 7 October 2018. Retrieved 6 October 2018.{{cite news}}: CS1 maint: unrecognized language (link)
  20. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  21. "ଆଇଟମ୍‌ ଗର୍ଲ ବନି ଚର୍ଚ୍ଚିତା ହୋଇଥିବା ଏହି ନାୟିକା ଏବେ 'ପ୍ରେମ ବନ୍ଧନ'ରେ | Sambad". Sambad (in Odia). ଓଡ଼ିଶା. 19 September 2018. Archived from the original on 27 October 2022. Retrieved 19 September 2018.{{cite news}}: CS1 maint: unrecognized language (link)
  22. "Bajarangi Odia Movie Cast Crews, Actrors, Actress, Mp3 songs, HD Videos, Release Date". Odia360.com. 21 July 2017. Retrieved 31 October 2017.
  23. ୨୩.୦ ୨୩.୧ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018. {{cite news}}: Unknown parameter |deadur= ignored (help)

ବାହାର ଆଧାର[ସମ୍ପାଦନା]