ବାହାଘର ଡଟ୍ କମ୍

ଉଇକିପିଡ଼ିଆ‌ରୁ
(Bahaghara Dot Comରୁ ଲେଉଟି ଆସିଛି)
ବାହାଘର ଡଟ୍ କମ୍
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକପ୍ରଦ୍ୟୁମ୍ନ ଲେଙ୍କା
କଳାକାରପ୍ରଦୀପ କୁମାର ସାହୁ
ସାୟଲ ବାନାର୍ଜୀ
ପୁଷ୍ପା ପଣ୍ଡା
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଗୁଡଲି ରଥ
ମୁକ୍ତିଲାଭ ତାରିଖ
୧୯ ମାର୍ଚ୍ଚ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ବାହାଘର ଡଟ୍ କମ୍ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ।[୧] ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଗୁଡଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରଦୀପ କୁମାର ସାହୁ ଓ ସାୟଲ ବାନାର୍ଜୀ ।[୪] ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫] ଏହି କଥାଚିତ୍ରଟି ୧୯ ମାର୍ଚ୍ଚ ୨୦୨୩ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୬]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡଲି ରଥ[୭] ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଷ୍ଣୁମୋହନ କବି, ସୋମେଶ ଶତପଥି, ଗୌରବ ଆନନ୍ଦ, ଲିପ୍ସା ମହାପାତ୍ର, ଲୋପାମୁଦ୍ରା ଓ ଦେବାଂଶୀ ଦାଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୮]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ମୋ ନିଦକୁ"ଲିପ୍ସା, ସୋମେଶ 

ଆଧାର[ସମ୍ପାଦନା]

  1. "ଆସୁଛି ନୂଆ ଚଳଚ୍ଚିତ୍ର "ବାହାଘର ଡଟ୍ କମ୍"". Argus News (in ଇଂରାଜୀ). Retrieved 2023-08-28.
  2. "ନୂଆ ଯୋଡ଼ି: ଋଷି-ସିଆଲି". ସମ୍ବାଦ. 4 March 2023. p. 10. Archived from the original on 28 August 2023. Retrieved 28 August 2023.
  3. "ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର 'ବାହାଘର ଡଟ୍ କମ୍‌'ର ଅଡିଓ ଲୋକାର୍ପିତ". Sambad (in ଆମେରିକୀୟ ଇଂରାଜୀ). 11 March 2023. Archived from the original on 28 August 2023. Retrieved 28 August 2023.
  4. "ରିଷି ଓ ସାୟଲଙ୍କ 'ବାହାଘର ଡଟ୍ କମ୍'". ପ୍ରମେୟ. 15 March 2023. p. 8. Archived from the original on 28 August 2023. Retrieved 28 August 2023.
  5. "ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର 'ବାହାଘର ଡଟ୍ କମ୍'ର ଅଡିଓ ଲୋକାର୍ପିତ - Samaja Live". 9 March 2023. Archived from the original on 28 August 2023. Retrieved 28 August 2023.
  6. "ଆଜି ସନ୍ଧ୍ୟାରେ ଜୀ ସାର୍ଥକରେ ପ୍ରସାରିତ ହେବ ଚଳଚ୍ଚିତ୍ର 'ବାହାଘର ଡଟ୍ କମ୍‌'". Sambad (in ଆମେରିକୀୟ ଇଂରାଜୀ). 19 March 2023. Archived from the original on 28 August 2023. Retrieved 28 August 2023.
  7. "ଆଗକୁ ଆସୁଛି ଭିନ୍ନ ସ୍ୱାଦର ନୂଆ ଫିଲ୍ମ 'ବାହାଘର ଡଟ୍ କମ୍‌': ଅଡିଓ ଲୋକାର୍ପଣ". Odisha Sambad (in ଆମେରିକୀୟ ଇଂରାଜୀ). 10 March 2023. Archived from the original on 28 August 2023. Retrieved 28 August 2023.
  8. "ଖୁବଶୀଘ୍ର ଜୀ ପରଦାକୁ ଆସୁଛି ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର 'ବାହାଘର ଡଟ୍ କମ୍', ଲୋକାର୍ପିତ ହେଲା ଅଡିଓ | Kanak News" (in ଆମେରିକୀୟ ଇଂରାଜୀ). 10 March 2023. Archived from the original on 28 August 2023. Retrieved 28 August 2023.

ବାହାର ଆଧାର[ସମ୍ପାଦନା]