Jump to content

ଆଭେଲୁମାବ

ଉଇକିପିଡ଼ିଆ‌ରୁ
(Avelumabରୁ ଲେଉଟି ଆସିଛି)
ଆଭେଲୁମାବ
Monoclonal antibody
TypeWhole antibody
SourceHuman
TargetPD-L1
Clinical data
Trade namesBavencio
SynonymsMSB0010718C
AHFS/Drugs.commonograph
MedlinePlusa617006
data
Pregnancy
category
    Routes of
    administration
    Intravenous infusion
    Legal status
    Legal status
    Pharmacokinetic data
    MetabolismProteolysis
    Elimination half-life6.1 days
    Chemical and physical data
    FormulaC6374H9898N1694O2010S44
    Molar mass୧,୪୩,୮୩୧.୭୯ g·mol−1

    ଆଭେଲୁମାବ, ବିକ୍ରୟ ନାମ ବ୍ରାଭେନସିଓ, ଔଷଧ, ଯାହା ମର୍କେଲ ସେଲ୍ କର୍କଟ, ୟୁରୋଥେଲିଆଲ୍ କର୍କଟ ଏବଂ ବୃକ୍‌କୀୟ ଜୀବକୋଷ କର୍କଟ ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା କାମ କରୁଥିବା ପର୍ଯ୍ୟନ୍ତ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଅତ୍ୟଧିକ ଭୟଙ୍କର ନ ହେଉଥିବା ପର୍ଯ୍ୟନ୍ତ ଦିଆଯାଏ । [] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ବାନ୍ତି, ତରଳ ଝାଡ଼ା, ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ଓଜନ ହ୍ରାସ ହୋଇପାରେ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ଏବଂ କୋଲାଇଟିସ୍ ଭଳି ଇମ୍ମ୍ୟୁନ ମେଡିଏଟେଡ ରୋଗ ତ‌ଥା ନିମ୍ନ ଲୋହିତ ରକ୍ତ କଣିକାଅଣନିଶ୍ୱାସ ହୋଇପାରେ । [] [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋଟିନ୍ ପ୍ରୋଗ୍ରାମ ହୋଇଥିବା ଡେଥ୍-ଲିଗାଣ୍ଡ୍ ୧ ((PD-L1) ସହିତ ସଂଲଗ୍ନ ହୋଇ ରୋଗ ପ୍ରତିରୋଧକ ଶକ୍ତିଦ୍ୱାରା କର୍କଟ କୋଷକୁ ମାରିବାକୁ ଦେଇଥାଏ। []

    ୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଭେଲୁମାବକୁ ଅନୁମୋଦନ କରାଯାଇଥିଲା । [] [] ଯୁକ୍ତରାଷ୍ଟ୍ରରେ ଏହାର ଚାରି ସପ୍ତାହର ଚିକିତ୍ସା ଖର୍ଚ୍ଚ ପ୍ରାୟ ୧୪,୩୦୦ ଡଲାର ଅଟେ । []

    1. 1 2 "Avelumab (Bavencio) Use During Pregnancy". Drugs.com. 29 May 2019. Archived from the original on 27 September 2020. Retrieved 2 August 2020.
    2. 1 2 3 4 5 "Bavencio- avelumab injection, solution, concentrate". DailyMed. 2 July 2020. Archived from the original on 3 August 2020. Retrieved 2 August 2020.
    3. 1 2 3 4 5 "Bavencio". Archived from the original on 25 May 2021. Retrieved 16 January 2022.
    4. "Bavencio Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 23 April 2021. Retrieved 16 January 2022.