Jump to content

ଆଭାନାଫିଲ

ଉଇକିପିଡ଼ିଆ‌ରୁ
(Avanafilରୁ ଲେଉଟି ଆସିଛି)
ଆଭାନାଫିଲ
Avanafil is a PDE5 inhibitor
Clinical data
Trade namesStendra
AHFS/Drugs.commonograph
MedlinePlusa614010
data
Pregnancy
category
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Onset of actionWithin 15 min[]
    Duration of action2 hr[]
    Identifiers
    • (S)-4-((3-chloro-4-methoxybenzyl)amino)-2-(2-(hydroxymethyl)pyrrolidin-1-yl)-N-(pyrimidin-2-ylmethyl)pyrimidine-5-carboxamide
    Chemical and physical data
    FormulaC23H26ClN7O3
    Molar mass୪୮୩.୯୬ g·mol−1
    3D model (JSmol)
    • Clc1c(OC)ccc(c1)CNc3nc(ncc3C(=O)NCc2ncccn2)N4[C@@H](CCC4)CO
    • InChI=1S/C23H26ClN7O3/c1-34-19-6-5-15(10-18(19)24)11-27-21-17(22(33)28-13-20-25-7-3-8-26-20)12-29-23(30-21)31-9-2-4-16(31)14-32/h3,5-8,10,12,16,32H,2,4,9,11,13-14H2,1H3,(H,28,33)(H,27,29,30)/t16-/m0/s1 checkY
    • Key:WEAJZXNPAWBCOA-INIZCTEOSA-N checkY
      (verify)

    ଆଭାନାଫିଲ, ବିକ୍ରୟ ନାମ ଷ୍ଟେଣ୍ଡ୍ରା ଏବଂ ସ୍ପେଡ୍ରା, ଏକ ଔଷଧ ଯାହା ଲିଙ୍ଗ ଉତ୍ହାନ ଅସୁବିଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା ପାଟିରେ ଦିଆଯାଏ । [] ପ୍ରଭାବ ସାଧାରଣତ ୧୫ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବ୍ୟଥା, ଫ୍ଲଶ୍, ନାକ, ଏବଂ ପିଠି ଯନ୍ତ୍ରଣା ହୋଇପାରେ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରିଆପିଜ୍ମ, ଦୃଷ୍ଟି ଶକ୍ତି ହ୍ରାସ ଏବଂ ଶ୍ରବଣ ଶକ୍ତି ହ୍ରାସ ହୋଇପାରେ । [] ଏହାକୁ ନାଇଟ୍ରୋଭାସୋଡିଲେଟର ସହିତ ବ୍ୟବହାର କରିବା ଉଚିତ ନୁହେଁ। [] ଯକୃତ କିମ୍ବା ବୃକ୍‌କ ଜନିତ ସମସ୍ୟା ଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହାକୁ ଏଡ଼ାଇବା ଉଚିତ୍ | [] ଏହା ଏକ ପିଡିଇ୫ ଇନହିବିଟର ଯାହା ଫସଫୋଡାଇଇଷ୍ଟରେଜ ଅବରୋଧ କରି ସାଇକ୍ଲିକ ଗୁଅନୋସିନ ମୋନୋଫସଫେଟ ସ୍ତର ବୃଦ୍ଧି କରିଥାଏ ।[]

    ୨୦୧୨ ମସିହାରେ ଆମେରିକାରେ ଏବଂ ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଭାନାଫିଲ୍ ଅନୁମୋଦିତ ହୋଇଥିଲା। [] [] ଯୁକ୍ତରାଜ୍ୟରେ ୧୦୦ମିଗ୍ରାର ୪ଟି ବଟିକାର ମୂଲ୍ୟ ୨୦୨୧ରେ ୧୪ ପାଉଣ୍ଡ ଥିଲେ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୧୦ ଡଲାର ଅଟେ । []

    1. 1 2 3 "Avanafil". American Society of Health-System Pharmacists. Archived from the original on 30 November 2020. Retrieved 16 January 2022.
    2. 1 2 3 4 5 "Spedra". Archived from the original on 11 April 2021. Retrieved 16 January 2022.
    3. 1 2 3 4 "DailyMed - STENDRA- avanafil tablet". dailymed.nlm.nih.gov. Archived from the original on 17 April 2021. Retrieved 16 January 2022.
    4. BNF 81: March-September 2021. BMJ Group and the Pharmaceutical Press. 2021. p. 859. ISBN 978-0857114105.
    5. "Stendra Prices, Coupons & Savings Tips - GoodRx". GoodRx. Archived from the original on 15 October 2021. Retrieved 16 January 2022.