ଅତୁଳାନନ୍ଦ ଗୋସ୍ୱାମୀ

ଉଇକିପିଡ଼ିଆ‌ରୁ
(Atulananda Goswamiରୁ ଲେଉଟି ଆସିଛି)
Atulananda Goswami
ଜନ୍ମ ଓ ଜନ୍ମସ୍ଥାନ୧୯୩୫
ମୃତ୍ୟୁ୨୭ ଜୁଲାଇ ୨୦୨୨
ଭାଷାଅହମୀୟା
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୦୬

ଅତୁଳାନନ୍ଦ ଗୋସ୍ୱାମୀ (୧୯୩୫-୨୭ ଜୁଲାଇ ୨୦୨୨) ଜଣେ ଅହମୀୟା ଲେଖକ ଥିଲେ । ୨୦୦୬ ମସିହାରେ ତାଙ୍କ ଅହମୀୟା ଭାଷାର ପୁସ୍ତକ ସେନେହ ଜୋରିର ଗାନ୍ଥି ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ । ସେ ଅନେକ ଇଂରାଜୀ, ବଙ୍ଗଳା ଓ ଓଡ଼ିଆ ଭାଷାର ପୁସ୍ତକକୁ ଅହମୀୟା ଭାଷାକୁ ଅନୁବାଦ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଅତୁଳାନନ୍ଦ ଗୋସ୍ୱାମୀ
  • ନାମଘରିଆ
  • ହାମଦୋଇ ପୁଲର ଜନ
  • ରାଜପାତ
  • ପଳାତକ
  • ଆଶ୍ରୟ[୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୦୬[୨]

ଆଧାର[ସମ୍ପାଦନା]

  1. "ବିଶିଷ୍ଟ ଅହମୀୟା ଲେଖକ ଅତୁଳାନନ୍ଦ ଗୋସ୍ୱାମୀଙ୍କ ପରଲୋକ". ସମ୍ବାଦ ୨୮/୦୭/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 28 July 2022. Retrieved 28 July 2022.
  2. "କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର". କେନ୍ଦ୍ର ସାହିତ୍ୟ ଏକାଡ଼େମୀ. Archived from the original on ୧୫ ସେପ୍ଟେମ୍ବର ୨୦୧୬. Retrieved ୧୧ ସେପ୍ଟେମ୍ବର ୨୦୧୬. {{cite web}}: Check date values in: |accessdate= and |archive-date= (help)