Jump to content

ଅହମିୟା ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
(Assamese Wikipediaରୁ ଲେଉଟି ଆସିଛି)
ଅହମିୟା ଉଇକିପିଡ଼ିଆ
Wikipedia-logo-v2-as.svg
ଅହମିୟା ଉଇକିପିଡ଼ିଆ ଲୋଗୋ
ୟୁ.ଆର.ଏଲas.wikipedia.org
ବ୍ୟବସାୟିକନାହିଁ
ସାଇଟର ପ୍ରକାରInternet encyclopedia project
ରେଜେଷ୍ଟ୍ରିକରଣOptional
ମିଳୁଥିବା ଭାଷାଅହମିୟା
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike
4.0
(most text also dual-licensed under GFDL)
Media licensing varies
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେAssamese Wiki community
ଏବେକାର ସ୍ଥିତିଚାଲୁଅଛି

ଅହମିୟା ଉଇକିପିଡ଼ିଆ (aswiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଅସମୀୟା ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା । ଜୁଲାଇ ୨୦୧୫ ସୁଦ୍ଧା ଏଥିରେ ୩,୬୦୦ ପ୍ରସଙ୍ଗ ତିଆରି ହୋଇଥିଲା ।[୧][୨]

୨୯ ଜାନୁଆରୀ ୨୦୧୨ରେ, ଅହମିୟା ଉଇକିପିଡ଼ିଆର ପ୍ରଥମ କର୍ମଶାଳା ଗୁଆହାଟୀ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହାପରେ ବିଭିନ୍ନ ସ୍ଥାନରେ କର୍ମଶାଳାମାନ ଅନୁଷ୍ଠିତ ହୋଇଥିଲା ।[୩][୪][୫][୬]

  1. ↑ "Wikipedia Interactive Statistics, Article count". Martin Kozak. Archived from the original on 2014-12-10. Retrieved October 15, 2012.{{cite web}}: CS1 maint: unfit URL (link)
  2. ↑ "List of Wikipedias". Wikimedia foundation. Retrieved August 23, 2015.
  3. ↑ outlookindia.com Archived May 29, 2013, at the Wayback Machine.
  4. ↑ northeasttoday
  5. ↑ telegraphindia.com
  6. ↑ zeenews.india.com

ବାହାର ଲିଙ୍କ୍

[ସମ୍ପାଦନା]