ଅଶ୍ରୁମୋଚନ ମହାନ୍ତି
ଦେଖଣା
(Asrumochan Mohantyରୁ ଲେଉଟି ଆସିଛି)
ଅଶ୍ରୁମୋଚନ ମହାନ୍ତି | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ |
ଶତାବ୍ଦୀର କଳାକାର | |
ଉଲ୍ଲେଖନୀୟ କୃତି | ମାଗୁଣିର ଶଗଡ଼ |
ଟେଲିଭିଜନ | ଛୋଟ ମୋର ଗାଁ'ଟି |
ପିତାମାତା(s) | ରାସବିହାରୀ ମହାନ୍ତି ସୌଦାମିନୀ ମହାନ୍ତି |
ସମ୍ପର୍କୀୟ | କୀର୍ତ୍ତନ ବିହାରୀ ମହାନ୍ତି (ବଡ଼ ବାପା) |
ଅଶ୍ରୁମୋଚନ ମହାନ୍ତି (ଜନ୍ମ ୨ ଅପ୍ରେଲ ୧୯୫୯)[୧] ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ।[୨] ସେ ରାଜୁ ମିଶ୍ରଙ୍କ ସହକାରୀ ଭାବେ ଆରମ୍ଭରେ କାମ ଶିଖିଥିଲେ ।[୩]
କଥାଚିତ୍ରରେ ଭୂମିକା
[ସମ୍ପାଦନା]ଅଭିନେତା ଭାବରେ
[ସମ୍ପାଦନା]- କେମିତି ଏ ବନ୍ଧନ (୨୦୧୧)
- ତୋର ମୋର କଥା ହେବା ଚୁପ୍ ଚାପ୍ (୨୦୧୧)
- ମତେ ବୋହୂ କରି ନେଇ ଯା (୨୦୧୧)
- ତୁମେ ହିଁ ସାଥି ମୋର (୨୦୧୧)
ନିର୍ଦ୍ଦେଶକ ଭାବରେ
[ସମ୍ପାଦନା]- ଆସୁଛି ମୋ କାଳିଆସୁନା (୧୯୮୯) (ସହ ନିର୍ଦ୍ଦେଶକ)
- ପୁଅ ମୋର କଳାଠାକୁର (୧୯୮୮) (ସହ ନିର୍ଦ୍ଦେଶକ)
- ଚକାଆଖି ସବୁ ଦେଖୁଛି (୧୯୮୭) (ସହ ନିର୍ଦ୍ଦେଶକ)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୨୦୧୧ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା (ଏମିତି ବି ପ୍ରେମ ହୁଏ)[୪]
ଆଧାର
[ସମ୍ପାଦନା]- ↑ ବେହେରା, ସୁକେଶ (୨୯ ଜାନୁଆରୀ ୨୦୧୪). "ଅଭିନେତା ହୋଇ ନଥିଲେ ସେନାବାହିନୀରେ ଯୋଗଦେଇଥାନ୍ତି". ଧରିତ୍ରୀ. Retrieved 22 February 2017.
{{cite news}}
: Check date values in:|date=
(help) - ↑ Orissa reference: glimpses of Orissa. TechnoCAD Systems. 2001.
- ↑ ସେଠୀ, ବନ୍ଦନା. "ଘୁଙ୍ଗା ଚୌକିଦାର ଚରିତ୍ର ଆତ୍ମତୃପ୍ତି ଦେଇଥିଲା". ଧରିତ୍ରୀ. Retrieved 22 February 2017.
- ↑ "ଆର୍କାଇଭ୍ କପି". Archived from the original on 2014-01-12. Retrieved 2014-01-29.
{{cite web}}
: Cite has empty unknown parameter:|1=
(help)
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Ashrumochan Mohanty
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ଅଶ୍ରୁମୋଚନ ମହାନ୍ତି