Jump to content

ଆସଫୋଟେଜ ଆଲଫା

ଉଇକିପିଡ଼ିଆ‌ରୁ
(Asfotase alfaରୁ ଲେଉଟି ଆସିଛି)
ଆସଫୋଟେଜ ଆଲଫା
Clinical data
Trade namesStrensiq
SynonymsALXN-1215
AHFS/Drugs.commonograph
data
Pregnancy
category
    Routes of
    administration
    Subcutaneous injection
    Legal status
    Legal status
    • AU: S4 (Prescription only)
    • UK: POM (Prescription only) []
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    Bioavailability46–98%
    Elimination half-life~5 days
    Chemical and physical data
    FormulaC7108H11008N1968O2206S56
    Molar mass୧,୬୧,୧୨୫.୧୮ g·mol−1

    ଆସଫୋଟେଜ ଆଲଫା, ବିକ୍ରୟ ନାମ ଷ୍ଟ୍ରେନସିକ, ଏକ ଔଷଧ ଯାହା ଶିଶୁମାନଙ୍କଠାରେ ଆରମ୍ଭ ହେଉଥିବା ହାଇପୋଫସଫାଟାସିଆ (HPP) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ହୁଏ । [] [] ଏହା ଚର୍ମ ତଳେ ଇଞ୍ଜେକ୍ସନ୍ ଆକାରରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଚର୍ମ ଲାଲ ହେବା, ଅଙ୍ଗମାନଙ୍କରେରେ ଯନ୍ତ୍ରଣା, ଜ୍ୱର, ଲାଇପୋଡିଷ୍ଟ୍ରୋଫି, ଆଲର୍ଜି ପ୍ରତିକ୍ରିୟା ଏବଂ ଇଞ୍ଜେକ୍ସନ ସ୍ଥାନରେ ବ୍ରୁଇ ହୋଇପାରେ । [] [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି କିମ୍ବା ବୃକ୍ କର କାଲସିଫିକେସନ୍ ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଏକ ତନ୍ତୁ ଅଣ-ନିର୍ଦ୍ଦିଷ୍ଟ କ୍ଷାରୀୟ ଫସଫାଟେଜ୍ (ALP) ଏବଂ ଏହା ପ୍ରଭାବିତ ବ୍ୟକ୍ତିଙ୍କ ମଧ୍ୟରେ ଏହି ଏନଜାଇମ୍ ବଦଳାଇ କାର୍ଯ୍ୟ କରିଥାଏ । []

    ୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆସଫୋଟେଜ୍ ଆଲଫା ଅନୁମୋଦିତ ହୋଇଥିଲା । [] ଯୁକ୍ତରାଜ୍ୟରେ ୮୦ମିଗ୍ରା ମାତ୍ରାର ୪ ସପ୍ତାହର ଔଷଧର ଖର୍ଚ୍ଚ ୨୦୨୧ରେ ୫୬,୫୦୦ ଡଲାର ଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୭୦,୨୦୦ ଡଲାର ଅଟେ । []

    1. 1 2 3 "Asfotase alfa (Strensiq) Use During Pregnancy". Drugs.com. 15 July 2019. Archived from the original on 31 October 2020. Retrieved 10 May 2020.
    2. "Strensiq - Summary of Product Characteristics (SmPC)". (emc). 21 January 2020. Archived from the original on 14 July 2017. Retrieved 10 May 2020.
    3. 1 2 3 4 5 "Strensiq- asfotase alfa solution". DailyMed. 7 February 2018. Archived from the original on 24 March 2021. Retrieved 10 May 2020.
    4. 1 2 3 "Strensiq EPAR". European Medicines Agency (EMA). Archived from the original on 29 December 2019. Retrieved 10 May 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 1115. ISBN 978-0857114105.
    6. "Strensiq Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 14 May 2021. Retrieved 16 January 2022.