Jump to content

ଆର୍ଯ୍ୟନ ପଣ୍ଡିତ

ଉଇକିପିଡ଼ିଆ‌ରୁ
(Aryan Panditରୁ ଲେଉଟି ଆସିଛି)
ଆର୍ଯ୍ୟନ ପଣ୍ଡିତ
ଜନ୍ମ
ବୃତ୍ତିସମୂହ
  • ଅଭିନେତା
  • ମଡେଲ୍
ସକ୍ରିୟ ବର୍ଷ୨୦୧୫–ଏବେଯାଏଁ[]

ଆର୍ଯ୍ୟନ ପଣ୍ଡିତ ଜଣେ ଭାରତୀୟ ଅଭିନେତା ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଆକ୍ଟରରେ ସେ କାମ କରିଥିଲେ ।[] ଦହଲୀଜ ଧାରାବାହିକରେ ସେ ଅଭୟ ସିହ୍ନା ଭୂମିକାରେ ଅଭିନୟ କରିଥିଲେ ।

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା
୨୦୧୦–୨୦୧୨ ନା ଆନା ଇସ୍ ଦେଶ ଲାଡୋ ରାଜବୀର ଅବତାର ସଙ୍ଗୱନ
୨୦୧୩–୨୦୧୪ ଆଖିର ବହୂ ଭି ତୋ ବେଟି ହୀ ହୈ ସମର
୨୦୧୪–୨୦୧୫ ବକ୍ସ କ୍ରିକେଟ୍ ଲିଗ୍[] ନିଜେ
୨୦୧୬ ଦହଲୀଜ ଡିସିପି ଅଭୟ ସିହ୍ନା
୨୦୧୬–୨୦୧୭ ନାଗିନ ୨ ରୋମିଲ ମାନବ ନିକାଞ୍ଚ

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଆର୍ଯ୍ୟନ ପଣ୍ଡିତ ବାରଣାସୀ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ସେ ମିଷ୍ଟର ଇଷ୍ଟର୍ଣ୍ଣ ୟୁପି ପ୍ରତିଯୋଗିତାରେ ରନର୍‌ଅପ୍ ହୋଇଥିଲେ ।[]

  1. Pandit, Aryan (20 March 2014). "PICS: ये बनारसी छोरा बना 'ना आना इस देश लाडो' से सुपर स्टार" [Pics: This Banarasi boy became a superstar with 'Na Aana Is Desh Laado' | serial star Aryan Pandit interview]. Dainik Bhaskar (Interview) (in ହିନ୍ଦୀ). Retrieved 28 November 2022.
  2. Pandit, Aryan (22 October 2013). "Tellychakkar.com gets chatty with Aryan Pandit" (Interview) (in ଇଂରାଜୀ). Retrieved 28 November 2022.
  3. "Launch of BCL". santabanta.com (in ଇଂରାଜୀ). 21 October 2014. Archived from the original on 18 December 2014.
  4. Pandit, Aryan (22 December 2013). "I had run away from my house to participate in Indian Idol: Aryan Pandit". Tellychakar.com (Interview) (in ଇଂରାଜୀ).

ବାହାର ଲିଙ୍କ୍

[ସମ୍ପାଦନା]