Jump to content

ଅର୍ଚ୍ଚନା ସୋରେଙ୍ଗ

ଉଇକିପିଡ଼ିଆ‌ରୁ
(Archana Sorengରୁ ଲେଉଟି ଆସିଛି)
ଅର୍ଚ୍ଚନା ସୋରେଙ୍ଗ
ଜନ୍ମ1996 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ ""ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ ""
ଶିକ୍ଷାନୁଷ୍ଠାନସ୍ନାତକ (ପାଟଣା ମହିଳା ମହାବିଦ୍ୟାଳୟ) , ସ୍ନାତକୋତ୍ତର (ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ)
ବୃତ୍ତି(ସମୂହ)ଶୋଧକର୍ମୀ, ବସୁନ୍ଧରା
ବସୁନ୍ଧରା
ପ୍ରସିଦ୍ଧିପରିବେଶ କର୍ମୀ
ପିତାମାତା
  • ବିଜୟ କୁମାର ସୋରେଙ୍ଗ (ବାପା)
  • ଉଷା କେରକେଟା (ମାଆ)
ୱେବସାଇଟwww.vasundharaodisha.org

ଅର୍ଚ୍ଚନା ସୋରେଙ୍ଗ ଜଣେ ଭାରତୀୟ ଜଳବାୟୁ କର୍ମୀ । ସେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ନିବାସୀ । ୨୦୨୦ ମସିହାରେ ସେ ମିଳିତ ଜାତିସଂଘର ସେକ୍ରେଟେରି ଜେନେରାଲ ଆଣ୍ଟୋନିଓ ଗୁଟେରାସଙ୍କ ଯୁବ ପରାମର୍ଶଦାତା ଗୋଷ୍ଠୀରେ ଜଳବାୟୁ ପରିବର୍ତ୍ତନ ସଙ୍କଟର ମୁକାବିଲା ପାଇଁ ନୂତନ ଦୃଷ୍ଟିକୋଣ ଏବଂ ସମାଧାନ ପ୍ରଦାନ କରିବା ନିମନ୍ତେ ଯୋଗଦେଇଥିଲେ ।[][][][][][][] ସୋରେଙ୍ଗ ପାରମ୍ପାରିକ ଜ୍ଞାନ ଏବଂ ସାଂସ୍କୃତିକ ଅଭ୍ୟାସଗୁଡ଼ିକୁ ଲିପିବଦ୍ଧ ଓ ସେସବୁର ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।[][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅର୍ଚ୍ଚନା ସୋରେଙ୍ଗ ସୁନ୍ଦରଗଡ଼ର ଅଧିବାସୀ ଓ ସେ ଖଡ଼ିଆ ଜନଜାତିର ଲୋକ ।[୧୦]

ଶିକ୍ଷା

[ସମ୍ପାଦନା]

ସୋରେଙ୍ଗ ସୁନ୍ଦରଗଡ଼ ଜିଲ୍ଲାର କୁତରାସ୍ଥିତ ସେଣ୍ଟ ଜନ ମେରି ଭାନି ଇଂରାଜୀ ମାଧ୍ୟମ ସ୍କୁଲରେ ବିଦ୍ୟାଳୟ ଶିକ୍ଷା ଓ ଯୁକ୍ତ ଦୁଇ କାରମେଲ ସ୍କୁଲରେ ସମାପନ କରିଥିଲେ ।[୧୧] ପରେ ସେ ମୁମ୍ବାଇସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସରୁ ନିୟାମକ ଶାସନ (ରେଗୁଲେଟରି ଗଭର୍ଣ୍ଣାସ) ଅଧ୍ୟୟନ କରିଥିଲେ । ସେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀସଂଘର ସଭାପତି ମଧ୍ୟ ଥିଲେ ।[][]

  1. "Archana Soreng Joins UN Youth Advisory Group On Climate Change". SheThePeople TV (in ଆମେରିକୀୟ ଇଂରାଜୀ). 2020-08-07. Retrieved 2020-08-20.
  2. "Activist Archana Soreng in UN Chief's New Youth Advisory Group on Climate Change". The Wire. Retrieved 2020-08-20.
  3. Arora, Sumit. "Archana Soreng named by UN chief to new advisory group" (in ଆମେରିକୀୟ ଇଂରାଜୀ). Retrieved 2020-11-18.
  4. "Meet Archana Soreng - Indian activist named by UN chief to new advisory group on climate change". Free Press Journal (in ଇଂରାଜୀ). Retrieved 2020-11-18.
  5. "First Odia Girl to be Named Into New Advisory Group On Climate Change". KalingaTV (in ଆମେରିକୀୟ ଇଂରାଜୀ). 2020-07-29. Retrieved 2020-11-18.
  6. "When Adivasis Feel Secure, They Will Be Able To Enjoy Freedom: Climate Activist Archana Soreng". HuffPost India (in ଇଂରାଜୀ). 2020-08-14. Retrieved 2020-11-18.
  7. "Young Indian Activist Archana Soreng Becomes Part of UN Advisory Group on Climate Change". News18 (in ଇଂରାଜୀ). 2020-07-28. Retrieved 2020-11-18.
  8. 1 2 "Indian climate activist Archana Soreng named by UN chief to new advisory group". Hindustan Times (in ଇଂରାଜୀ). Press Trust of India. 28 July 2020. Retrieved 4 August 2020.
  9. 1 2 "Indian climate activist Archana Soreng named by UN chief to new advisory group". The Hindu (in Indian English). The Hindu. Press Trust of India. 28 July 2020. Retrieved 4 August 2020.
  10. Bhattacharya, Amava (2020-08-25). "Tribal communities must be made stakeholders in post-Covid world: Archana Soreng | Bhubaneswar News - Times of India". The Times of India (in ଇଂରାଜୀ). Retrieved 2020-11-18.{{cite web}}: CS1 maint: url-status (link)
  11. "ଜାତିସଂଘ ପରାମର୍ଶଦାତା ନିଯୁକ୍ତ ପରେ ଶୁଣନ୍ତୁ କଣ କହୁଛନ୍ତି ଓଡ଼ିଆ ଝିଅ Archana Soreng". News18 Odia. News18 Odia. 28 Jul 2020. Retrieved 4 August 2020.