Jump to content

ଆପ୍ରେପିଟାଣ୍ଟ

ଉଇକିପିଡ଼ିଆ‌ରୁ
(Aprepitantରୁ ଲେଉଟି ଆସିଛି)
ଆପ୍ରେପିଟାଣ୍ଟ
Structural formula of aprepitant
Ball-and-stick model of the aprepitant molecule
Clinical data
Trade namesEmend
SynonymsAdminister fosaprepitant dimeglumine
AHFS/Drugs.commonograph
MedlinePlusa604003
data
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    By mouth (capsules), intravenous
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability60–65%
    Protein binding>95%
    MetabolismLiver (mostly CYP3A4- mediated; some contributions by CYP2C19 & CYP1A2)
    Elimination half-life9–13 hours
    ExcretionUrine (5%), faeces (86%)
    Identifiers
    • 5-([(2R,3S)-2-((R)-1-[3,5-Bis(trifluoromethyl)phenyl]ethoxy)-3-(4-fluorophenyl)morpholino]methyl)-1H-1,2,4-triazol-3(2H)-one
    ECHA InfoCard100.202.762 Edit this at Wikidata
    Chemical and physical data
    FormulaC23H21F7N4O3
    Molar mass୫୩୪.୪୩ g·mol−1
    3D model (JSmol)
    • FC(F)(F)c1cc(cc(c1)C(F)(F)F)[C@H](O[C@H]4OCCN(CC/2=N/C(=O)NN\2)[C@H]4c3ccc(F)cc3)C
    • InChI=1S/C23H21F7N4O3/c1-12(14-8-15(22(25,26)27)10-16(9-14)23(28,29)30)37-20-19(13-2-4-17(24)5-3-13)34(6-7-36-20)11-18-31-21(35)33-32-18/h2-5,8-10,12,19-20H,6-7,11H2,1H3,(H2,31,32,33,35)/t12-,19+,20-/m1/s1 checkY
    • Key:ATALOFNDEOCMKK-OITMNORJSA-N checkY
      (verify)

    ଆପ୍ରେପିଟାଣ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା Emend, ଏକ ଔଷଧ ଯାହା କେମୋଥେରାପି ପ୍ରେରିତ ଅଇ ଓ ବାନ୍ତି ତ‌ଥା ଅସ୍ତ୍ରୋପଚାର ପରବର୍ତ୍ତୀ ଅଇ ଏବଂ ବାନ୍ତିକୁ ଅବରୋଧ ପାଇଁ ମଧ୍ୟ ବ୍ୟବହୃତ ଏକ ଔଷଧ | [] ଏହାକୁ ଓଣ୍ଡାନ୍‌ସେଟ୍ରନ୍ ଏବଂ ଡେକ୍ସାମେଥାଜୋନ ସହିତ ଏକତ୍ର ବ୍ୟବହାର କରାଯାଇପାରେ | [] ଏହା ପାଟିରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ଭୋକ ହ୍ରାସ, ତରଳ ଝାଡ଼ା, ପେଟ ଯନ୍ତ୍ରଣା, ହିକ୍କା, କୁଞ୍ଚନତା, ନିମୋନିଆ ଏବଂ ରକ୍ତଚାପ ପରିବର୍ତ୍ତନ ହୋଇପାରେ | [] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ | [] ଗର୍ଭାବସ୍ଥାରେ ବ୍ୟବହାର କ୍ଷତିକାରକ ମନେହୁଏ ନାହିଁ, କିନ୍ତୁ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ | [] ଆପ୍ରେପିଟାଣ୍ଟ ଏକ ନିଉରୋକାଇନିନ-୧ ରିସେପ୍ଟର ଆଣ୍ଟାଗୋନିଷ୍ଟ ଶ୍ରେଣୀର ଔଷଧ ଅଟେ | [] ଏନ‌କେ୧ ସ‌ହିତ ପି ପଦାର୍ଥର ସଂଯୋଗକୁ ଏହା ଅବରୋଧ କରି କାର୍ଯ୍ୟକ୍ଷମ ହୁଏ | []

    ୨୦୦୩ ମସିହାରେ ୟୁରୋପ ଓ ଯୁକ୍ତରାଷ୍ଟ୍ରରେ ଏହା ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଛି ।[] [] । ଏହା ମର୍କ କମ୍ପାନୀଦ୍ୱାରା ପ୍ରସ୍ତୁତ ହୋଇଛି ।[] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି ।[] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୨୩୦ ଆମେରିକୀୟ ଡଲାର | [] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ପ୍ରାୟ ୧୬ ପାଉଣ୍ଡ | [] ଏହାର ଏକ ଇଞ୍ଜେକସନ ସଂସ୍କରଣ ମିଳୁଛି ଯାହା ଶିରାଭ୍ୟନ୍ତରରେ ଦିଆଯାଏ | []

    1. 1 2 3 "Aprepitant/Fosaprepitant Dimeglumine Monograph for Professionals". Drugs.com. Retrieved 13 October 2019.
    2. 1 2 3 4 5 6 "Aprepitant/Fosaprepitant Dimeglumine Monograph for Professionals". Drugs.com (in ଇଂରାଜୀ). Retrieved 13 October 2019.
    3. "Aprepitant Use During Pregnancy". Drugs.com (in ଇଂରାଜୀ). Retrieved 13 October 2019.
    4. 1 2 "Emend". European Medicines Agency (in ଇଂରାଜୀ). 17 September 2018. Retrieved 13 October 2019.
    5. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
    6. "Emend Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 13 October 2019.
    7. "Aprepitant | Medicinal forms | BNFc content published by NICE". webcache.googleusercontent.com. NICE. Retrieved 13 October 2019.