Jump to content

ଆପୋମର୍ଫିନ

ଉଇକିପିଡ଼ିଆ‌ରୁ
(Apomorphineରୁ ଲେଉଟି ଆସିଛି)
ଆପୋମର୍ଫିନ
Clinical data
Pronunciationa" poe mor' feen[]
Trade namesApokyn, Kynmobi, others
SynonymsApomorphine hydrochloride[]
AHFS/Drugs.commonograph
MedlinePlusa604020
data
Pregnancy
category
  • AU: B3
  • US: N (Not classified yet)
    Routes of
    administration
    Subcutaneous injection (SQ), sublingual
    Legal status
    Legal status
    Pharmacokinetic data
    Bioavailability100% following injection
    Protein binding~50%
    MetabolismLiver, phase II
    Onset of action10–20 min[]
    Elimination half-life40 minutes
    Duration of action60 min[]
    ExcretionLiver
    Identifiers
    • (6aR)-6-methyl-5,6,6a,7-tetrahydro-4H-dibenzo[de,g]quinoline-10,11-diol
    ECHA InfoCard100.000.327 Edit this at Wikidata
    Chemical and physical data
    FormulaC17H17NO2
    Molar mass୨୬୭.୩୩ g·mol−1
    3D model (JSmol)
    • OC1=C(O)C(C2=CC=CC3=C2[C@@H](C4)N(C)CC3)=C4C=C1
    • InChI=1S/C17H17NO2/c1-18-8-7-10-3-2-4-12-15(10)13(18)9-11-5-6-14(19)17(20)16(11)12/h2-6,13,19-20H,7-9H2,1H3/t13-/m1/s1 checkY
    • Key:VMWNQDUVQKEIOC-CYBMUJFWSA-N checkY
      (verify)

    ଆପୋମର୍ଫିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆପୋକିନ, ହେଉଛି ପାର୍କିନ୍‌ସନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [] ନିର୍ଦ୍ଦିଷ୍ଟ ଭାବରେ ଏହା "ଅଫ୍" ଏପିସୋଡ୍ ପାଇଁ ବ୍ୟବହୃତ ହୁଏ ଯାହା ଉନ୍ନତ ଅତ୍ୟଧିକ ଆଗେଇ ଯାଇଥିବା ରୋଗରେ ଦେଖାଯାଇପାରେ । [] ଏହା ଅତ୍ୟଧିକ ମାତ୍ରା ଔଷଧ ଗ୍ରହଣ କରିଥିବା ଲୋକର ବାନ୍ତି ଆଣିବା ପାଇଁ ବ୍ୟବହୃତ ହୋଇଥିଲା । [] ଚର୍ମ ତଳେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [] [] ଔଷଧ ଦେବାର ୨୦ ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇଥାଏ ଏବଂ ଏହା ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ଲାଗେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଉଦ୍‌ବେଗ, ଦ୍ୱନ୍ଦ୍ୱ, ମୁଣ୍ଡ ବୁଲାଇବା, ସାଇକୋସିସ୍, ଜୀବନ୍ତ ସ୍ୱପ୍ନ, QT ବିସ୍ତାର ଏବଂ ଶୋଇବାରେ ଅସୁବିଧା ଆଦି ହୋଇପାରେ ।[] [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [] ଏହା ଓଣ୍ଡାନସେଟ୍ରନ୍ ପରି ୫ଏଚଟି<sub id="mwMQ">୩</sub> (5HT <sub id="mwMQ">3</sub>) ସହିତ ବ୍ୟବହାର କରାଯିବା ଉଚିତ୍ ନୁହେଁ । [] ଏହା ଏକ ଡୋପାମାଇନ୍ ଆଗୋନିଷ୍ଟ ଯାହା ମସ୍ତିଷ୍କରେ ଡି୨, ଡି୩, ଏବଂ ଡି୫ ରିସେପ୍ଟରଗୁଡ଼ିକୁ ସକ୍ରିୟ କରିଥାଏ[]

    ୨୦୦୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆପୋମର୍ଫିନ ଅନୁମୋଦିତ ହୋଇଥିଲା; କିନ୍ତୁ ଏହା ପୂର୍ବରୁ ୟୁରୋପରେ ବ୍ୟବହୃତ ହେଉଥିଲା । [] ଯୁକ୍ତରାଜ୍ୟରେ ୩୦ ମିଗ୍ରାର ୫ ୟୁନିଟ‌ର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £ ୧୨୫ ଅଟେ। [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬,୫୦୦ ଡଲାର ଅଟେ। []

    1. 1 2 3 4 5 "Apomorphine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Retrieved 14 January 2022.
    2. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 439. ISBN 978-0857114105.
    3. 1 2 3 4 5 6 7 "Apomorphine Monograph for Professionals". Drugs.com (in ଇଂରାଜୀ). Archived from the original on 20 April 2021. Retrieved 14 January 2022.
    4. 1 2 3 "DailyMed - APOKYN- apomorphine hydrochloride injection". dailymed.nlm.nih.gov. Archived from the original on 17 May 2021. Retrieved 15 January 2022.
    5. "Apokyn Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 15 January 2022.