Jump to content

ଅଣ୍ଟି ଛୁରୀ ତଣ୍ଟି କାଟେ

ଉଇକିପିଡ଼ିଆ‌ରୁ
(Anti Churi Tanti Kateରୁ ଲେଉଟି ଆସିଛି)
ଅଣ୍ଟି ଛୁରୀ ତଣ୍ଟି କାଟେ
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକବାସୁଦେବ ତ୍ରିପାଠୀ
କଳାକାରବିଜୟ ମହାନ୍ତି
ଅନୀତା ଦାସ
ସ୍ନିଗ୍ଧା ମହାନ୍ତି
ହର ପଟ୍ଟନାୟକ
ଜୟୀରାମ ସାମଲ
ଦୁଃଖିରାମ ସ୍ୱାଇଁ
ସମ୍ପାଦକଦେବେନ ମିଶ୍ର[][]
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ଅଣ୍ଟି ଛୁରୀ ତଣ୍ଟି କାଟେ, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାସୁଦେବ ତ୍ରିପାଠୀ । ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[]

ବିଜୟ ମହାନ୍ତି, ଅନୀତା ଦାସ, ସ୍ନିଗ୍ଧା ମହାନ୍ତି, ହର ପଟ୍ଟନାୟକ, ଜୟୀରାମ ସାମଲ, ଦୁଃଖିରାମ ସାମଲ, ବାଙ୍କୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]
କ୍ରମଗୀତସମୟ
1."ଏଇ ସିନ୍ଦୂର" 
2."ଆଲୋ ମୋ କାଶୀ" 
3."ଅଲ୍ ଓଡ଼ିଶା" 
4."ଅଣ୍ଟି ଛୁରୀ ତଣ୍ଟି କାଟେ" 
5."ଉଡ଼ିଗଲା ସପନର" 
  1. "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.
  2. "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
  3. "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
  4. "ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସଙ୍କ ପରଲୋକ". sambad.in. 11 May 2018. Retrieved 4 July 2018.

ବାହାର ଆଧାର

[ସମ୍ପାଦନା]