Jump to content

ଅଙ୍ଗିକା ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
(Angika Wikipediaରୁ ଲେଉଟି ଆସିଛି)
Favicon of Wikipedia ଅଙ୍ଗିକା ଉଇକିପିଡ଼ିଆ
Logo of the Angika Wikipedia
Screenshot
ୟୁ.ଆର.ଏଲanp.wikipedia.org
ବ୍ୟବସାୟିକଚାରିଟେବୁଲ୍
ସାଇଟର ପ୍ରକାରଇଣ୍ଟରନେଟ ଏନସାଇକ୍ଲୋପିଡ଼ିଆ ପ୍ରକଳ୍ପ
ରେଜେଷ୍ଟ୍ରିକରଣବାଧ୍ୟତାମୂଳକ ନୁହେଁ
ମିଳୁଥିବା ଭାଷାଅଙ୍ଗିକା ଭାଷା
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike
4.0
(most text also dual-licensed under GFDL)
Media licensing varies
ମାଲିକଉଇକିମିଡିଆ ଫାଉଣ୍ଡେସନ

ଅଙ୍ଗିକା ଉଇକିପିଡ଼ିଆ ଉଇକିପିଡ଼ିଆର ଅଙ୍ଗିକା ଭାଷାର ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ ।[] ଏହା ମାର୍ଚ୍ଚ ୨୦୨୩ରେ ଆରମ୍ଭ ହୋଇଥିଲା ।[] ଜାନୁଆରୀ ୨୦୨୬ ସୁଦ୍ଧା ଏଥିରେ ୧,୬୭୧ଟି ପ୍ରସଙ୍ଗ ଥିଲା ।

  1. Ahmed, Kaamil (2025-01-07). "From Igbo to Angika: how to save the world's 3,000 endangered languages". The Guardian (in ବ୍ରିଟିଶ୍‌ ଇଂରାଜୀ). ISSN 0261-3077. Retrieved 2026-01-16.
  2. "Language Activism - Angika Wikipedia". Language Digital Activism (in ଇଂରାଜୀ). 2023-08-30. Retrieved 2026-01-16.