Jump to content

ଅନ୍ଧ ମୁହାଁଣୀ

ଉଇକିପିଡ଼ିଆ‌ରୁ
(Andha Muhaniରୁ ଲେଉଟି ଆସିଛି)
ଅନ୍ଧ ମୁହାଁଣୀ  
ଲେଖକଦେବ୍ରାଜ ଲେଙ୍କା
ଅନୁବାଦକଅସିତ୍ ମୁଖାର୍ଜୀ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକଓଡ଼ିଶା ବୁକଷ୍ଟୋର, ବିନୋଦ ବିହାରୀ, କଟକ
ପ୍ରକାଶ ତାରିଖ୧୯୬୭(ପ୍ରଥମ), ୨୦୦୮(ଷଷ୍ଠ)
ମାଧ୍ୟମ ପ୍ରକାରବନ୍ଧେଇ, ଛପାବହି
ପୃଷ୍ଠା୧୯୪

ଅନ୍ଧ ମୁହାଁଣୀ, ଦେବ୍ରାଜ ଲେଙ୍କାଙ୍କଦ୍ୱାରା ଲିଖିତ ଏକ ଓଡ଼ିଆ ଉପନ୍ୟାସ ।[][] ଏହା ୧୯୬୭ ମସିହାରେ ପ୍ରକାଶିତ ହୋଇଥିଲା । ୨୦୦୮ ମସିହା ବେଳକୁ ଏହି ଉପନ୍ୟାସର ଷଷ୍ଠ ସଂସ୍କରଣ ପ୍ରକାଶିତ ହୋଇସାରିଥିଲା ।[]

ଏହି ଉପନ୍ୟାସଟିକୁ ନିର୍ଦ୍ଦେଶକ ଗୋପାଳ ଘୋଷ ସିନେମାର ରୂପ ଦେବାକୁ ଚେଷ୍ଟା କରିଥିଲେ । ଗୋପାଳ ଘୋଷ କାହାଣୀରେ କିଛି ପରିବର୍ତ୍ତନ ଚାହୁଁଥିଲେ । ଦେବ୍ରାଜ ଲେଙ୍କା ଏହି ପରିବର୍ତ୍ତନକୁ ଅନୁମୋଦନ ନକରିବାରୁ ସିନେମାଟି ତିଆରି ହୋଇପାରିନଥିଲା । ପରେ ବନଜା ମହାନ୍ତିଚନ୍ଦ୍ରମାଧବ ମିଶ୍ର ମଧ୍ୟ ଏହି ଉପନ୍ୟାସକୁ ନେଇ ସିନେମା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଲ ହୋଇପାରିନଥିଲେ ।[] ଆକାଶବାଣୀ କଟକରେ ଏହି ଉପନ୍ୟାସକୁ ନାଟ୍ୟରୂପ ଦେଇ ପରିବେଷଣ କରାଯାଇଥିଲା । ଗୌର ପଟ୍ଟନାୟକ ଏହି ଉପନ୍ୟାସକୁ ନାଟ୍ୟରୂପ ଦେଇଥିଲେ ।

  1. (PDF) https://sahitya-akademi.gov.in/e-newsletter/mar-apr_2017_Newsletter.pdf. Retrieved 5 April 2025. {{cite web}}: Missing or empty |title= (help)
  2. Mohanty, J.M. (2006). History of Oriya Literature. Vidya. ISBN 978-81-903438-0-0. Retrieved 5 April 2025.
  3. (PDF) https://www.rebatee.in/pdfdocuments/20231.pdf. Retrieved 5 April 2025. {{cite web}}: Missing or empty |title= (help)
  4. "Lost in adaptation". Odisha News, Odisha Latest news, Odisha Daily - OrissaPOST. 26 October 2019. Retrieved 5 April 2025.