ଅନନ୍ତନାଗ

ଉଇକିପିଡ଼ିଆ ରୁ
(Anantnag ରୁ ଲେଉଟି ଆସିଛି)
Jump to navigation Jump to search
ଅନନ୍ତନାଗ
Anantnag

اننت ناگ
ସହର
Wide View of Anantnag City
Wide View of Anantnag City
ଅନନ୍ତନାଗ Anantnag is located in Jammu and Kashmir
ଅନନ୍ତନାଗ Anantnag
ଅନନ୍ତନାଗ
Anantnag
ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଏହାର ଅବସ୍ଥିତି
ଅବସ୍ଥିତି: 33°44′N 75°09′E / 33.73°N 75.15°E / 33.73; 75.15Coordinates: 33°44′N 75°09′E / 33.73°N 75.15°E / 33.73; 75.15
ଦେଶ ଭାରତ
ରାଜ୍ୟ Jammu and Kashmir
ଜିଲ୍ଲାଅନନ୍ତନାଗ
ସ୍ଥାପନା5000 BCE
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା1,601 m (5,253 ft)
ଜନସଂଖ୍ୟା (୨୦୧୧)
 • ମୋଟ୧,୦୮,୫୦୫
 • ଘନତା/km2 (96/sq mi)
ଭାଷା
 • ସରକାରୀଉର୍ଦ୍ଧୁ[୧]
 • ଆଞ୍ଚଳିକକାଶ୍ମିରୀ
IST (UTC+୫:୩୦)
ପିନ କୋଡ଼୧୯୨୧୦୧
ଟେଲିଫୋନ କୋଡ଼୦୧୯୩୨
ଗାଡ଼ି ପଞ୍ଜିକରଣJK 03
Sex ratio1000 /927
ସାକ୍ଷରତା୬୨.୬୯%
ୱେବସାଇଟanantnag.nic.in


ଅନନ୍ତନାଗ (ଉର୍ଦ୍ଦୁ: اننت ناگ /əˈnæntˌnæg/ or /-nɑːg/ ଶବଦ ବିଷୟରେ listen ; Kashmiri: anaṁtnāg; lit. "Countless springs")[୨] ଏକ ଭାରତୀୟ ସହର ଅଞ୍ଚଳ କମିଟି (Town Area Committee) ଅଟେ । ଏହା ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଅନନ୍ତନାଗ ୩୩.୭୨୯୯ ଉତ୍ତର ଅକ୍ଷାଂଶ ଓ ୭୫.୧୫୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୫୨୫୨ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅନନ୍ତନାଗ ସହରର ମୋଟ ଜନସଂଖ୍ୟା ୬୩୪୩୭ ଅଟେ ।[୪] ସେଥି ମଧ୍ୟରୁ ୫୪.୮୨% ଜଣ ପରୁଷ ହୋଇଥିବା ବେଳେ ୪୫.୧୮% ଜଣ ନାରୀ ଅଟନ୍ତି । ଅନନ୍ତନାଗର ସାକ୍ଷରତା ହାର ୫୯.୭୬% ଅଟେ । ଏହା ଜାତୀୟ ହାର ଠାରୁ ୫.୦୮% ପ୍ରତିଶତ କମ ଅଟେ । ସେଥିରୁ ୩୭.୬୧% ପ୍ରତିଶତ ପୁରୁଷ ଓ ୨୨.୧୫% ନାରୀ ଅଟନ୍ତି । ୧୦.୧୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ଉର୍ଦ୍ଧୁ, ଅନନ୍ତନାଗର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Kashmiri: A language of India". Ethnologue. Retrieved 2008-05-14.
  2. an-ant = un-ending, naga = springs.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]