ଅନଙ୍ଗ ମଞ୍ଜରୀ ଦେବୀ

ଉଇକିପିଡ଼ିଆ‌ରୁ
(Ananga Manjari Deviରୁ ଲେଉଟି ଆସିଛି)
ଅନଙ୍ଗ ମଞ୍ଜରୀ ଦେବୀ
ବିଧାୟିକା: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପର ଅଧିକାରୀରଘୁନାଥ ମହାପାତ୍ର
ନିର୍ବାଚନ ମଣ୍ଡଳୀଦିଗପହଣ୍ଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1911-11-12)୧୨ ନଭେମ୍ବର ୧୯୧୧
ମୃତ୍ୟୁ୧୪ ଡିସେମ୍ବର ୧୯୮୪(1984-12-14) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରାଣା ଚନ୍ଦ୍ର ଦେବ
ବାପା/ବୋଉଉଦୟ ପ୍ରତାପ ସିଂହଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଅନଙ୍ଗ ମଞ୍ଜରୀ ଦେବୀ (୧୨ ନଭେମ୍ବର ୧୯୧୧ - ୧୪ ଡିସେମ୍ବର ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦିଗପହଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ ପରିବାର ଓ ଶିକ୍ଷା[ସମ୍ପାଦନା]

ଅନଙ୍ଗ ମଞ୍ଜରୀ ୧୯୧୧ ମସିହାର ନଭେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉଦୟ ପ୍ରତାପ ସିଂହଦେଓ ଓ ପତିଙ୍କ ନାମ ରାଣା ଚନ୍ଦ୍ର ଦେବ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଅନଙ୍ଗ ମଞ୍ଜରୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ରାଜନେତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଅନଙ୍ଗ ମଞ୍ଜରୀ ୧୯୮୪ ମସିହାର ଡିସେମ୍ବର ୧୪ ତାରିଖରେ ୭୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Ananga Manjari Devi". odishaassembly.nic.in. Odisha Assembly. Retrieved 30 December 2020.