ଅମ୍ବେଜୋଗାଇ

ଉଇକିପିଡ଼ିଆ‌ରୁ
(Ambejogaiରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅମ୍ବେଜୋଗାଇ
अंबाजोगाई
town
Yogeshwari (Amba) Temple Top at Ambajogai
Yogeshwari (Amba) Temple Top at Ambajogai
Nickname: 
Ambejogai
ଦେଶ India
ରାଜ୍ୟMaharashtra
ଜିଲ୍ଲାBeed
Government
 • TypeMuniciple Corporation
Population
 (2001)
 • Total୬୯,୨୭୭
ଭାଷା
 • OfficialMarathi
Time zoneUTC+5:30 (IST)
PIN Code
431517
Telephone code02446
ଯାନବାହାନ ପଞ୍ଚୀକରଣMH-44
ଲୋକ ସଭା ଅଞ୍ଚଳBeed
ବିଧାନ ସଭା ଅଞ୍ଚଳKaij
Ambajogai Yogeshwari Temple

ଅମ୍ବେଜୋଗାଇ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ବିଦ୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅମ୍ବେଜୋଗାଇ ସହରର ମୋଟ ଜନସଂଖ୍ୟା ୬୯୨୭୭ ଅଟେ ।[୧] ସେଥି ମଧ୍ୟରୁ ୫୨.୪୫% ଜଣ ପରୁଷ ହୋଇଥିବା ବେଳେ ୪୭.୫୫% ଜଣ ନାରୀ ଅଟନ୍ତି । ଅମ୍ବେଜୋଗାଇର ସାକ୍ଷରତା ହାର ୭୦.୬୦% ଅଟେ । ଏହା ଜାତୀୟ ହାରଠାରୁ ୫.୭୬% ପ୍ରତିଶତ କମ ଅଟେ । ସେଥିରୁ ୪୦.୭୮% ପ୍ରତିଶତ ପୁରୁଷ ଓ ୨୯.୮୨% ନାରୀ ଅଟନ୍ତି । ୧୩.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା[ସମ୍ପାଦନା]

ମରାଠୀ ଅମ୍ବେଜୋଗାଇର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]