Jump to content

ଆଲଭିମୋପାନ

ଉଇକିପିଡ଼ିଆ‌ରୁ
(Alvimopanରୁ ଲେଉଟି ଆସିଛି)
ଆଲଭିମୋପାନ
Clinical data
Trade namesEntereg
SynonymsAlvimopan, Entereg
AHFS/Drugs.commonograph
MedlinePlusa608051
data
Pregnancy
category
  • US: B (No risk in non-human studies)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability6%
    Protein binding80% (parent drug), 94% (metabolite)
    MetabolismGut microflora-mediated hydrolysis to active metabolite
    Elimination half-life10-17 hours
    ExcretionFaeces, urine (35%)
    Identifiers
    • 2-([(2S)-2-([(3R,4R)-4-(3-hydroxyphenyl)-3,4-dimethylpiperidin-1-yl]methyl) -3-phenylpropanoyl]amino)acetic acid
    Chemical and physical data
    FormulaC25H32N2O4
    Molar mass୪୨୪.୫୪ g·mol−1
    3D model (JSmol)
    • O=C(O)CNC(=O)[C@@H](Cc1ccccc1)CN3CC[C@@](c2cccc(O)c2)([C@H](C3)C)C
    • InChI=1S/C25H32N2O4/c1-18-16-27(12-11-25(18,2)21-9-6-10-22(28)14-21)17-20(24(31)26-15-23(29)30)13-19-7-4-3-5-8-19/h3-10,14,18,20,28H,11-13,15-17H2,1-2H3,(H,26,31)(H,29,30)/t18-,20-,25+/m0/s1 checkY
    • Key:UPNUIXSCZBYVBB-JVFUWBCBSA-N checkY
      (verify)

    ଆଲଭିମୋପାନ, ବେପାର ନାମ ଏଣ୍ଟେରେଗ, ହେଉଛି ଏକ ଔଷଧ ଯାହା ଆଂଶିକ ଅନ୍ତନଳୀ ରିଜେକସନ ପରେ ସର୍ଜିକାଲ୍ ଆନାଷ୍ଟୋମୋସିସର ଇଲିଅସର ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବହୃତ ହୁଏ । [] ଛୋଟ ଅନ୍ତ୍ର କିମ୍ବା ବଡ଼ ଅନ୍ତ୍ର ଅସ୍ତ୍ରୋପଚାର ପରେ ଏହା ବ୍ୟବହୃତ ହୋଇପାରେ । [] ଏହା ପାଟିରେ ଦିନିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୁକୁଜ୍ୱାଳା ହୋଇପାରେ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦଘାତ ଏବଂ କମ୍ ପୋଟାସିୟମ୍ ହୋଇପାରେ । [] [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଏକ ପ୍ରନ୍ତୀୟ କାର୍ଯ୍ୟକ୍ଷମ μ- ଓପିଓଏଡ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ । []

    2008 ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [] ଯୁକ୍ତରାଷ୍ଟ୍ରରେ ୧୨ ମିଗ୍ରାର ୧୫ ମାତ୍ରାର ମୂଲ୍ୟ ୨୦୨୨ରେ ୨୯୦୦ ଡଲାର ଅଟେ । []

    1. 1 2 3 4 "DailyMed - ALVIMOPAN capsule". dailymed.nlm.nih.gov. Archived from the original on 19 April 2021. Retrieved 14 January 2022.
    2. 1 2 3 4 "Alvimopan Monograph for Professionals". Drugs.com (in ଇଂରାଜୀ). Archived from the original on 28 June 2021. Retrieved 14 January 2022.
    3. "Alvimopan (Entereg) Use During Pregnancy". Drugs.com (in ଇଂରାଜୀ). Archived from the original on 3 December 2020. Retrieved 14 January 2022.
    4. "Entereg Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 14 January 2022.