Jump to content

ଆଲୋଗ୍ଲିପଟିନ

ଉଇକିପିଡ଼ିଆ‌ରୁ
(Alogliptinରୁ ଲେଉଟି ଆସିଛି)
ଆଲୋଗ୍ଲିପଟିନ
Clinical data
Trade namesNesina, Vipidia
Kazano, Vipidomet (with metformin)
Oseni, Incresync (with pioglitazone)
SynonymsAlogliptin benzoate, SYR-322
AHFS/Drugs.commonograph
MedlinePlusa613026
data
Pregnancy
category
  • AU: B3
  • US: B (No risk in non-human studies)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    Bioavailability100%
    Protein binding20%
    MetabolismLimited, liver (CYP2D6- and 3A4-mediated)
    Elimination half-life12–21 hours
    ExcretionKidney (major) and fecal (minor)
    Identifiers
    • 2-({6-[(3R)-3-Aminopiperidin-1-yl]-3-methyl-2,4-dioxo-3,4-dihydropyrimidin-1(2H)-yl}methyl)benzonitrile
    ECHA InfoCard100.256.501 Edit this at Wikidata
    Chemical and physical data
    FormulaC18H21N5O2
    Molar mass୩୩୯.୪0 g·mol−1
    3D model (JSmol)
    • N#Cc3ccccc3CN\1C(=O)N(C)C(=O)/C=C/1N2CCC[C@@H](N)C2
    • InChI=1S/C18H21N5O2/c1-21-17(24)9-16(22-8-4-7-15(20)12-22)23(18(21)25)11-14-6-3-2-5-13(14)10-19/h2-3,5-6,9,15H,4,7-8,11-12,20H2,1H3/t15-/m1/s1 checkY
    • Key:ZSBOMTDTBDDKMP-OAHLLOKOSA-N checkY
      (verify)

    ଆଲୋଗ୍ଲିପଟିନ, ବେପାର ନାମ ଅନ୍ୟମାନଙ୍କ ମଧ୍ୟରେ ନେସିନା ଏବଂ ଭିପିଡିଆ, ଏକ ଔଷଧ ଯାହା ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ହେଉଛି ଦ୍ୱିତୀୟ ଧାଡ଼ିର ଚିକିତ୍ସା ଯାହା ଖାଦ୍ୟ ଏବଂ ବ୍ୟାୟାମ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ । [] ହୃଦ୍‌ରୋଗର ଆଶଙ୍କା ଉପରେ ପ୍ରଭାବ ଅସ୍ପଷ୍ଟ। [] ଏହା ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକରୁ ପାଣି ବୋହିବା, ମୁଣ୍ଡବିନ୍ଧା ଏବଂ ଉପର ଶ୍ୱାସନଳୀ ସଂକ୍ରମଣ ହୋଇପାରେ । [] ଅନ୍ୟାନ୍ୟପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ହୃଦ୍‌ପାତ, ଆନାଫାଇଲାକ୍‌ସିସ୍, ଯକୃତ ସମସ୍ୟା ଏବଂ କମ୍ ରକ୍ତ ଶର୍କରା ହୋଇପାରେ। [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଏକ ଡିପିପି-୪ (DPP-4) ଇନହିବିଟର (ଗ୍ଲିପଟିନ୍), ଯାହା ଅଗ୍ନାଶୟରୁ ଇନସୁଲିନ୍ କ୍ଷରଣ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ । [] []

    ୨୦୧୩ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଲୋଗ୍ଲିପଟିନ ଅନୁମୋଦିତ ହୋଇଥିଲା। [][] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୨୭ ପାଉଣ୍ଡ ଅଟେ। ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୯୦ ଡଲାର ।[] ଏହା ମେଟଫର୍ମିନ୍ କିମ୍ବା ପିଓଗ୍ଲିଟାଜୋନ୍ ସହିତ ଏକ ମିଶ୍ରିତ ଔଷଧ ଭାବରେ ମଧ୍ୟ ଉପଲବ୍ଧ । []

    1. 1 2 3 4 5 6 7 "DailyMed - ALOGLIPTIN tablet, film coated". dailymed.nlm.nih.gov. Archived from the original on 10 November 2021. Retrieved 14 January 2022.
    2. 1 2 "Alogliptin Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 14 January 2022.
    3. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 734. ISBN 978-0857114105.
    4. "Vipidia". Archived from the original on 16 November 2021. Retrieved 14 January 2022.
    5. "Alogliptin Prices, Coupons & Savings Tips - GoodRx". GoodRx. Retrieved 14 January 2022.