Jump to content

ଆଲକାଫ୍ଟାଡାଇନ

ଉଇକିପିଡ଼ିଆ‌ରୁ
(Alcaftadineରୁ ଲେଉଟି ଆସିଛି)
ଆଲକାଫ୍ଟାଡାଇନ
Clinical data
Trade namesLastacaft
AHFS/Drugs.commonograph
MedlinePlusa611022
data
Pregnancy
category
  • US: B (No risk in non-human studies) []
    Routes of
    administration
    Eye drop
    Legal status
    Legal status
    Pharmacokinetic data
    Onset of actionWithin 3 min[]
    Elimination half-life~2 hrs
    Duration of actionUp to 16 hrs[]
    Identifiers
    • 2-(1-Methylpiperidin-4-ylidene)-4,7-diazatricyclo[8.4.0.0(3,7)]tetradeca- 1(14),3,5,10,12-pentaene-6-carbaldehyde
    Chemical and physical data
    FormulaC19H21N3O
    Molar mass୩୦୭.୪0 g·mol−1
    3D model (JSmol)
    • CN1CCC(=C2c3ccccc3CCn4c(C=O)cnc24)CC1
    • InChI=1S/C19H21N3O/c1-21-9-6-15(7-10-21)18-17-5-3-2-4-14(17)8-11-22-16(13-23)12-20-19(18)22/h2-5,12-13H,6-11H2,1H3 checkY
    • Key:MWTBKTRZPHJQLH-UHFFFAOYSA-N checkY
      (verify)

    ଆଲକାଫ୍ଟାଡାଇନ, ୱକ ବେପାର ନାମ ଲାସ୍ଟାକାଫ୍ଟ, ଆଲର୍ଜି କଞ୍ଜକ୍ଟିଭାଇଟିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [] ଏହା ୧ ବର୍ଷରୁ ଅଧିକ ବୟସରେ ବ୍ୟବହୃତ ହୋଇପାରେ । [] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ | [] 3 ମିନିଟ୍ ମଧ୍ୟରେ ଏହାର ପ୍ରଭାବ ଘଟିଥାଏ ଏବଂ ୧୬ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିଜ୍ୱାଳା, ଲାଲ ରଙ୍ଗ ଏବଂ ଗଲୁ ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଏକ ଏଚ (H 1) ହିଷ୍ଟାମାଇନ୍ ରିସେପ୍ଟର ବ୍ଲକର୍ । []

    ୨୦୧୦ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଆଲକାଫ୍ଟାଡାଇନ ଅନୁମୋଦିତ ହୋଇଥିଲା। [] ଯୁକ୍ତରାଷ୍ଟ୍ରରେ ୨୦୨୨ ମସିହାରେ 3 ମି.ଲି. ଔଷଧର ମୂଲ୍ୟ ୨୪୦ ଡଲାର ଅଛି ।[]

    1. "Alcaftadine ophthalmic (Lastacaft) Use During Pregnancy". Drugs.com. 11 October 2019. Archived from the original on 10 June 2020. Retrieved 10 June 2020.
    2. 1 2 3 4 "Alcaftadine Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 13 January 2022.
    3. 1 2 3 4 5 "DailyMed - LASTACAFT- alcaftadine solution/ drops". dailymed.nlm.nih.gov. Archived from the original on 27 September 2020. Retrieved 13 January 2022.
    4. "Alcaftadine ophthalmic (Lastacaft) Use During Pregnancy". Drugs.com (in ଇଂରାଜୀ). Archived from the original on 10 June 2020. Retrieved 13 January 2022.
    5. "Alcaftadine Prices, Coupons & Savings Tips - GoodRx". GoodRx. Retrieved 13 January 2022.