Jump to content

ଆଲମ ଖାନ୍

ଉଇକିପିଡ଼ିଆ‌ରୁ
(Alam Khanରୁ ଲେଉଟି ଆସିଛି)
ଆଲମ ଖାନ୍
ବୃତ୍ତିସମୂହ
  • ଅଭିନେତା
  • ମଡେଲ୍
  • ନୃତ୍ୟଶିଳ୍ପୀ
ସକ୍ରିୟ ବର୍ଷ୨୦୦୮ – ଏବେଯାଏଁ

ଆଲମ ଖାନ୍ ଜଣେ ଭାରତୀୟ ଅଭିନେତା, ମଡେଲ ଓ ନୃତ୍ୟଶିଳ୍ପୀ । ୨୦୧୦ ମସିହାରେ, କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ ଚକ୍ ଧୂମ୍ ଧୂମ୍‌ରେ ସେ ଅଂଶଗ୍ରହଣ କରିଥିଲେ ଏବଂ ୨୦୧୨ ମସିହାର ରିଆଲିଟି ଶୋ ଛୋଟେ ମିଆଁରେ ସେ ପ୍ରଥମ ଉପ-ବିଜେତା ଥିଲେ । କୋଟା ଫେକ୍ଟରୀ, ଲାଖୋଁ ମେଁ ଏକ୍, କ୍ଲାସ୍ ଅଫ୍ ୨୦୨୦ଚମନ ବାହାର ଭଳି ୱେବ୍ ସିରିଜ୍‌ରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।

ଅଭିନୟ ଜୀବନ

[ସମ୍ପାଦନା]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୦୮ ହମାରାଇ ଦେବରାଣୀ କୁନାଲ ନାନାବତୀ
୨୦୧୨ ସାବଧାନ ଇଣ୍ଡିଆ ଭୁଲ୍ଲା ଅଧ୍ୟାୟ ୭୦୭
୨୦୧୩ ଏକ୍ ନୟୀ ପେହଚାନ୍ ଆରବ
କନ୍‌ଫେସନ୍ ଅଫ୍ ଏନ୍ ଇଣ୍ଡିଆନ୍ ଟୀନ୍ଏଜର୍ ଆଲମ
ଶେକ୍ ଇଟ୍ ଅପ୍ ଧୀରଜ ଦାମ୍ବୋଲେ
ମହାଭାରତ ଯୁବକ ଦୂର୍ଯ୍ୟୋଧନ
୨୦୧୪–୨୦୧୫ ୟମ୍ କିସି ସେ କମ୍ ନେହିଁ ହିମେଶ
୨୦୧୫ ବେଷ୍ଟ ଅଫ୍ ଲକ୍ ନିକ୍କି ସୁରେନ୍ଦ୍ର ଚଢା
୨୦୧୬–୨୦୧୭ ସନ୍ତୋଷୀ ମାଆ
୨୦୧୭ ଆକବର – ରକ୍ତ ସେ ତକ୍ତ କା ସଫର ଆଦମ ଖାନ୍

କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଆଧାର
୨୦୧୩ ହମାରା ହିରୋ ଶକ୍ତିମାନ
୨୦୧୬ ଫ୍ରିକି ଅଲ୍ଲୀ ମୋହଲ୍ଲାର ଛୁଆ
ଲଭ୍ ଡେ - ପ୍ୟାରା କ ଦିନ୍
୨୦୧୮ ୩ ଷ୍ଟୋରିଜ୍
୨୦୨୦ ଚମନ ବାହାର ଶିଲାଦିତ୍ୟ ତିୱାରୀ
୨୦୨୩ ହଡ୍ଡି ପ୍ରମୋଦ ଅହ୍ଲାୱତଙ୍କ ପୁଅ []
୨୦୨୫ ସୈୟାରା କେଭି

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ଆଧାର
୨୦୧୭ ଲାଖୋଁ ମେଁ ଏକ୍ ଚୁଡ଼ୈଲ
୨୦୧୯–୨୦୨୪ କୋଟା ଫ୍ୟାକ୍ଟେରୀ ଉଦୟ ଗୁପ୍ତା []
୨୦୨୦ କ୍ଲାସ୍ ଅଫ୍ ୨୦୨୦ ଟୋଟୋ []
  1. Naahar, Rohan (19 June 2020). "Chaman Bahaar movie review: Jitendra Kumar plays Kabir Singh on a budget, in an equally bad film, out on Netflix". Hindustan Times. Archived from the original on 31 March 2022. Retrieved 22 March 2022.
  2. Kumar, Anuj (24 September 2021). "'Kota Factory' Season 2 review: One for the repeaters". The Hindu. Archived from the original on 22 March 2022. Retrieved 22 March 2022.
  3. "Mridul Meena is in the Class of 2020". The Tribune. 21 July 2020. Archived from the original on 22 March 2022. Retrieved 22 March 2022.

ବାହାର ଲିଙ୍କ୍

[ସମ୍ପାଦନା]