ଅଗ୍ନି ବୀଣା

ଉଇକିପିଡ଼ିଆ‌ରୁ
(Agni Veenaରୁ ଲେଉଟି ଆସିଛି)
ଅଗ୍ନି ବୀଣା
ନିର୍ଦ୍ଦେଶକମନମୋହନ ମହାପାତ୍ର
କଳାକାରଅସୀମ ବସୁ
ଜୟା ସ୍ୱାମୀ
ବୃନ୍ଦାବନ ବାରିକ
ହେମନ୍ତ ଦାସ
ନମ୍ରତା ଦାସ
ପୁଷ୍ପା ପଣ୍ଡା
ବିଜୟ ସାମଲ
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣଝଙ୍ଗିର ମହାପାତ୍ର
ମୁକ୍ତିଲାଭ ତାରିଖ
୧୯୯୦
ଦେଶ ଭାରତ
ଭାଷାଓଡ଼ିଆ

ଅଗ୍ନି ବୀଣା ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ମନମୋହନ ମହାପାତ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ଅସୀମ ବସୁ, ଜୟା ସ୍ୱାମୀ, ବୃନ୍ଦାବନ ବାରିକ, ହେମନ୍ତ ଦାସ, ନମ୍ରତା ଦାସ, ପୁଷ୍ପା ପଣ୍ଡା, ବିଜୟ ସାମଲ ଆଦି କଳାକାରମାନେ ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ମନମୋହନ ମହାପାତ୍ର: ଓଡ଼ିଆ ନ୍ୟୁ ୱେଭ୍ ସିନେମାର ଜନକ". Odisha Live. 11 December 2017. Retrieved 19 July 2018.
  2. "ମନମୋହନ ମହାପାତ୍ର: ଓଡ଼ିଆ ନ୍ୟୁ ୱେଭ୍ ସିନେମାର ଜନକ". ସମ୍ବାଦ. 11 December 2017. Retrieved 19 July 2018.
  3. "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021. {{cite web}}: Check date values in: |date= and |archivedate= (help)
  4. III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.

ବାହାର ଆଧାର[ସମ୍ପାଦନା]