ଅଛନେରା

ଉଇକିପିଡ଼ିଆ‌ରୁ
(Achhneraରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Achhnera
ଦେଶ India
ରାଜ୍ୟUttar Pradesh
ଜିଲ୍ଲାAgra
Elevation
167 m (548 ft)
Population
 (2011)
 • Total୨୨,୭୮୧
ଭାଷା
 • ସରକାରୀHindi
Time zoneUTC+5:30 (IST)
PIN
283101 283101

ଅଛନେରା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ଆଗ୍ର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଅଛନେରା ୨୭.୧୭୮୭ ଉତ୍ତର ଅକ୍ଷାଂଶ ଓ ୭୭.୭୫୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଛନେରା ସହରର ମୋଟ ଜନସଂଖ୍ୟା ୧୯୯୭୪ ଅଟେ ।[୨] ସେଥି ମଧ୍ୟରୁ ୫୩.୨୬% ଜଣ ପରୁଷ ହୋଇଥିବା ବେଳେ ୪୬.୭୪% ଜଣ ନାରୀ ଅଟନ୍ତି । ଅଛନେରାର ସାକ୍ଷରତା ହାର ୫୫.୭୯% ଅଟେ । ଏହା ଜାତୀୟ ହାରଠାରୁ ୯.୦୫% ପ୍ରତିଶତ କମ ଅଟେ । ସେଥିରୁ ୩୫.୦୪% ପ୍ରତିଶତ ପୁରୁଷ ଓ ୨୦.୭୫% ନାରୀ ଅଟନ୍ତି । ୧୬.୦୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ଅଛନେରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]