Jump to content

ଆବସିକ୍ସିମାବ

ଉଇକିପିଡ଼ିଆ‌ରୁ
(Abciximabରୁ ଲେଉଟି ଆସିଛି)
ଆବସିକ୍ସିମାବ
Monoclonal antibody
TypeFab fragment
SourceChimeric (mouse/human)
TargetCD41 7E3
Clinical data
Trade namesReopro
SynonymsAbcixifiban,[] c7E3 Fab
AHFS/Drugs.commonograph
data
Pregnancy
category
  • US: C (Risk not ruled out)
    Routes of
    administration
    Intravenous (IV)
    ATC code
    Legal status
    Legal status
    Identifiers
    CAS Number
    DrugBank
    ChemSpider
    • none
    UNII
    KEGG
    ChEMBL
    Chemical and physical data
    FormulaC2101H3229N551O673S15
    Molar mass୪୭,୪୫୬.୦୩ g·mol−1
     ☒NcheckY (what is this?)  (verify)

    ଆବସିକ୍ସିମାବ, ଏକ ବେପାର ନାମ ରିଓପ୍ରୋ, ଏକ ଔଷଧ ଯାହା ପରକ୍ୟୁଟାନିଅସ କରୋନାରୀ ଆଞ୍ଜିଓପ୍ଲାଷ୍ଟି ( PCI) କରାଯାଉଥିବା ସମୟରେ ପ୍ଲାଟେଲେଟ ଏକତ୍ରିକରଣକୁ ବାଧା ଦେବାକୁ ବ୍ୟବହୃତ ହୁଏ । [] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [] ପୂର୍ଣ୍ଣ ପ୍ରଭାବ ୧୦ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ନିମ୍ନ ରକ୍ତଚାପ, ବାନ୍ତି, ମୁଣ୍ଡବିନ୍ଧା ଏବଂ ପ୍ରାନ୍ତୀୟ ଫୁଲା ହୋଇପାରେ । ଅ[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ୍ ଏବଂ କମ୍ ପ୍ଲାଲେଟ୍ ରହିପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [] ଏହା ଏକ ଗ୍ଲାଇକୋପ୍ରୋଟିନ୍_ IIb / IIIa ଇନହିବିଟର ଯାହା ପ୍ଲାଟେଲେଟମାନଙ୍କୁ ଏକତ୍ର ହେବାକୁ ବାଧା ଦେଇଥାଏ । []

    ୧୯୮୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ Abciximabକୁ ଅନୁମୋଦନ କରାଯାଇଥିଲା ।[] ସେଠାରେ ଏହାର ୧୦ ମିଗ୍ରାର ମୂଲ୍ୟ ୨୦୨୨ ମସିହାରେ ୧୩୦୦ ଡଲାର ଥିଲା । []

    1. Toronto Notes: Comprehensive medical reference and review for the Medical Council of Canada Qualifying Exam Part I and the United States Medical Licensing Exam Step 2 (32nd ed.). Toronto, Ontario, Canada.: Toronto Notes for Medical Students, Inc. ISBN 978-1-927363-26-3.
    2. "ReoPro Abciximab" (PDF). Janssen Pharmaceutical Companies. U.S. Food and Drug Administration. August 2019.
    3. 1 2 3 "Abciximab Monograph for Professionals". Drugs.com (in ଇଂରାଜୀ). Archived from the original on 4 January 2021. Retrieved 13 January 2022.
    4. 1 2 3 4 5 "Abciximab Monograph for Professionals". Drugs.com (in ଇଂରାଜୀ). Archived from the original on 4 January 2021. Retrieved 13 January 2022.
    5. "ReoPro Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 February 2018. Retrieved 13 January 2022.