Jump to content

2025 ଏସିଆନ ଟେବୁଲ ଟେନିସ ଚାମ୍ପିୟନସିପ

ଉଇକିପିଡ଼ିଆ‌ରୁ

ଭାରତଭୁବନେଶ୍ୱରରେ ଆୟୋଜିତ ହୋଇଛି 28ତମ 2025 ଏସିଆନ ଟେବୁଲ ଟେନିସ ଚାମ୍ପିୟନସିପ []। 11ରୁ 15 ଅକ୍ଟୋବର ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ପ୍ରଥମଥର ପାଇଁ କେବଳ ଟିମ୍ ବିଭାଗରେ ପ୍ରତିଯୋଗିତାର ଆୟୋଜନ କରାଯାଇଛି []। ୨୨ଟି ଦେଶର ୫୦୦ରୁ ଅଧିକ ଖେଳାଳି ଭାଗ ନେଇଛନ୍ତି । [] 

ପୁରୁଷ ଦଳ

details

ମହିଳା ଦଳ

details

ବାଂଲାଦେଶ

ଚୀନ

ହଂକଂ

ଭାରତ

ଇରାନ

ଜାପାନ

କାଜାଖିସ୍ତାନ

କିରଗିଜସ୍ଥାନ

ଦକ୍ଷିଣ କୋରିଆ

ମକାଉ

ମାଳଦ୍ବୀପ

ମାଲେସିଆ

ମଙ୍ଗୋଲିଆ

ନେପାଳ

ଓମାନ

ଉତ୍ତର କୋରିଆ

କତାର

ସିଙ୍ଗାପୁର

ଶ୍ରୀଲଙ୍କା

ଥାଇଲାଣ୍ଡ

ଚାଇନିସ ତାଇପେଇ

ଉଜବେକିସ୍ତାନ

  1. "ATTU | Asian Table Tennis Union". asia.ittf.com. Retrieved 2025-10-12.
  2. Karhadkar, Amol (2025-10-10). "Asian Table Tennis Team Championships 2025: Indian teams hope to defend twin bronze medals". Sportstar (in ଇଂରାଜୀ). Retrieved 2025-10-12.
  3. Service, Statesman News (2025-10-11). "Asian Table Tennis Team Championships gets underway in Bhubaneswar". The Statesman (in ଇଂରାଜୀ). Retrieved 2025-10-12.
  4. admin (2025-10-11). "28th IITF–ATTU Asian Table Tennis 2025 at Kalinga Stadium". Explore Times (in ଆମେରିକୀୟ ଇଂରାଜୀ). Retrieved 2025-10-12.