୨୦୧୮ ପୁରୁଷ ହକି ବିଶ୍ୱକପ
| Tournament details | |||
|---|---|---|---|
| Host country | ଭାରତ | ||
| City | ଭୁବନେଶ୍ୱର | ||
| Teams | ୧୬ (from ୫ confederations) | ||
| Venue(s) | କଳିଙ୍ଗ ଷ୍ଟାଡିୟମ | ||
| Top three teams | |||
| Runner-up | |||
| Third place | |||
| Tournament statistics | |||
| Matches played | ୩୬ | ||
| Goals scored | ୧୫୭ (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" । per match) | ||
| Top scorer(s) | |||
| Best player | |||
| |||

ପୁରୁଷ ହକି ବିଶ୍ୱକପର ୧୪ତମ ସଂସ୍କରଣ ଭୁବନେଶ୍ୱରରେସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗିତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଚାଲିଥିଲା । ଏହାର ଉଦଘାଟନ ଉତ୍ସବ ୨୭ ନଭେମ୍ବରରେ ଜାକ ଯମକର ସହ ସମାପ୍ତ ହୋଇଛି । ଉଦଘାଟନୀ ଉତ୍ସବରେ ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ ଏବଂ ଏ.ଆର ରହମାନ ଯୋଗ ଦେଇଥିଲେ ।[୧] ଏଥି ସହ ଭାରତର ସବୁଠାରୁ ବଡ଼ ଡ୍ରୋଣ ଉଡାଣ[୨] ପ୍ରଦର୍ଶିତ ହୋଇଥିଲା ।


ପ୍ରତିଯୋଗୀତାଟିର ପଦ୍ଧତି
[ସମ୍ପାଦନା]ଅଂଶଗ୍ରହଣ କରୁଥିବା ୧୬ ଜଣ ଦଳକୁ ଚାରୋଟି ବିଭାଗରେ ବଣ୍ଟନ କରାଯାଇଅଛି । ପ୍ରତ୍ୟେକ ଦଳ ନିଜ ବିଭାଗରେ ଥିବା ଅନ୍ୟ ଦଳଗୁଡ଼ିକ ସହ ଥରେ ଥରେ ଖେଳିବେ । ପ୍ରତି ବିଭାଗରେ ପ୍ରଥମ ସ୍ଥାନ ଦାଖଲ କରିଥିବା ଦଳ କ୍ୱାର୍ଟର ଫାଇନାଲକୁ ଯିବେ । ଅନ୍ୟପକ୍ଷରେ ପ୍ରତି ବିଭାଗରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳଗୁଡ଼ିକ କ୍ରସ ଓଭର ଖେଳିବେ । ସେଠାରେ ଏକ ସିଙ୍ଗଲ ଏଲିମିନେସନ ପ୍ରତିଯୋଗିତା ହେବ । ଯେଉଁଠାରେ ହାରିଲାମାତ୍ରକେ ବିଶ୍ୱକପ ଦୌଡରୁ ଦଳଟି ବାଦ ପଡ଼ିଯିବ । ବିଶ୍ୱ ହକିର ୧୬ଟି ରାଷ୍ଟ୍ରକୁ ନେଇ ୧୯ ଦିନ ଧରି ଖେଳାଯିବାକୁ ଥିବା ପ୍ରତିଯୋଗିତାରେ ମୋଟ ୩୬ଟି ମ୍ୟାଚ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ମୋଟ ୨୪ଟି ଲିଗ୍ ମ୍ୟାଚ ଖେଳାଯିବ। ଡିସେମ୍ବର ୧୦ ଓ ୧୧ରେ ୪ଟି କ୍ରସ ଓଭର ମ୍ୟାଚ ଖେଳାଯିବାବେଳେ ୧୨ ଓ ୧୩ରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ। ୧୫ରେ ୨ଟି ସେମିଫାଇନାଲ ଓ ୧୬ରେ ୩ୟ ସ୍ଥାନ ଓ ଫାଇନାଲ ମ୍ୟାଚ ଖେଳାଯିବ।[୩]
ନିଲାମୀ
[ସମ୍ପାଦନା]ମାର୍ଚ୍ଚ ୨୦୧୩ ମସିହାରେ ଏହି ୨୦୧୮ ପୁରୁଷ ବିଶ୍ୱକପ ନିମିତ୍ତ ଅଷ୍ଟ୍ରେଲିଆ, ବେଲଜିୟମ, ଭାରତ, ମାଲେସିଆ ଏବଂ ନିଉଜିଲାଣ୍ଡ ନିଲାମୀ ଧରିଥିଲେ ।[୪][୫] ବିଭିନ୍ନ କାରଣବଶତଃ ବେଲଜିୟମ ଏବଂ ଅଷ୍ଟ୍ରେଲିଆ ଏହି ନିଲାମୀ ଦୌଡରୁ ବାହାରିଯାଇଥିଲେ ।[୬][୭] ୭ ନଭେମ୍ବର ୨୦୧୩ ମସିହାରେ ଏକ ଭବ୍ୟ ସମାରୋହରେ ଭାରତରେ ଏହି ପ୍ରତିଯୋଗିତା ହେବ ବୋଲି ଘୋଷଣା କରାଯାଇଥିଲା ।
ଯୋଗ୍ୟତା ଅର୍ଜନ
[ସମ୍ପାଦନା]ନିମ୍ନରେ କେଉଁ ଦଳ କିଭଳି ଯୋଗ୍ୟତା ଅର୍ଜନ କଲେ ତାହା ଦର୍ଶାଯାଇଛି ।[୮]
| ଦିନ | ଘଟଣା | ସ୍ଥାନ | ଯୋଗ୍ୟତା ଅର୍ଜନକାରୀ |
|---|---|---|---|
| 7 November 2013 | Host nation | ||
| 15–25 ଜୁନ 2017 | 2016–17 FIH Hockey World League Semifinals | London, England | |
| 8–23 ଜୁଲାଇ 2017 | Johannesburg, South Africa | ||
| 4–12 ଅଗଷ୍ଟ 2017 | 2017 Pan American Cup | Lancaster, United States | |
| 19–27 ଅଗଷ୍ଟ 2017 | 2017 EuroHockey Nations Championship | Amstelveen, Netherlands | |
| 11–15 ଅକ୍ଟୋବର 2017 | 2017 Oceania Cup | Sydney, Australia | |
| 11–22 ଅକ୍ଟୋବର 2017 | 2017 Hockey Asia Cup | Dhaka, Bangladesh | —1 |
| 22–29 ଅକ୍ଟୋବର 2017 | 2017 Hockey Africa Cup of Nations | Ismailia, Egypt | |
ଟିକଟ ବିକ୍ରି
[ସମ୍ପାଦନା]କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସର ଗ୍ୟାଲେରି ସଂପ୍ରସାରଣ କରାଯାଇ ଦର୍ଶକଙ୍କ ସଂଖ୍ୟା ୨୦ ହଜାରକୁ ବୃଦ୍ଧି କରା ଯାଇଥିବା ବେଳେ ସାଧାରଣ ଦର୍ଶକଙ୍କ ଲାଗି ୧୫ ହଜାର ଟିକଟ ବିକ୍ରି କରାଯିବ ।
ଲିଗ୍, କ୍ରସ୍ ଓଭର ଓ କ୍ୱାର୍ଟରଫାଇନାଲ ମ୍ୟାଚ ଟିକଟ ମୂଲ୍ୟ
[ସମ୍ପାଦନା]ପୂର୍ବ ଷ୍ଟାଣ୍ଡ- ୨୦୦ ଟଙ୍କା
ଉତ୍ତର ଷ୍ଟାଣ୍ଡ -୧୦୦ ଟଙ୍କା
ଦକ୍ଷିଣ ଷ୍ଟାଣ୍ଡ- ୧୦୦ ଟଙ୍କା[୩]
ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ର ଟିକଟ ମୂଲ୍ୟ
[ସମ୍ପାଦନା]ପୂର୍ବ ଷ୍ଟାଣ୍ଡ- ୨୫୦ ଟଙ୍କା
ଉତ୍ତର ଷ୍ଟାଣ୍ଡ -୧୫୦ ଟଙ୍କା
ଦକ୍ଷିଣ ଷ୍ଟାଣ୍ଡ-୧୫୦ ଟଙ୍କା[୩]
ପ୍ରଚାର ଓ ପ୍ରସାର
[ସମ୍ପାଦନା]ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ‘ମାଇ ହାର୍ଟ ବିଟ୍ସ ଫର୍ ହକି’ କାର୍ଯ୍ୟକ୍ରମ ଏବଂ ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’- ଏହି ସ୍ଲୋଗାନ୍ ନେଇ ଭାରତର ବଡ଼ ବଡ଼ ସହରଗୁଡିକ ସହ, ସିଡ୍ନୀ, ମ୍ୟୁନିକ୍, ଲଣ୍ଡନ ସହରଗୁଡ଼ିକରେ ପ୍ରଚାର ଓ ପ୍ରସାର ଚାଲୁଅଛି । [୧୦] ବିଶ୍ୱକପ୍ର ମାସ୍କଟ୍ ‘ଓଲି’କୁ ପୁରୀ ବେଳାଭୂମିରେ ଉନ୍ମୋଚନ କରାଯାଇଥିଲା ।[୧୧]
ଭୁବନେଶ୍ୱରର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିଶ୍ୱକପ୍ ଟ୍ରଫି ପ୍ରତିକୃତି ୧୬ ଅକ୍ଟୋବରରେ ଉନ୍ମୋଚିତ ହୋଇଥିଲା । [୧୨]

ପ୍ରସ୍ତୁତି ପର୍ଯ୍ୟାୟ
[ସମ୍ପାଦନା]ପ୍ରତି ଦଳକୁ ପିଏସ୍ଓ ଓ ପେଟ୍ରୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। କ୍ଲୋଜ ସର୍କିଟ କ୍ୟାମେରା, ଡ୍ରୋନ୍ କ୍ୟାମେରା ଉପଯୋଗ ହେବାସହ କ୍ୟୁଏଟି ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବ ।[୧୩][୧୪] ପଶ୍ଚିମ ଓଡ଼ିଶା କାରିଗରୀମାନଙ୍କଦ୍ୱାରା ଇକତ ହସ୍ତଶିଳ୍ପ ଓ ଡ୍ରୋକ୍ରା, କଟକ କାରିଗରୀମାନଙ୍କଦ୍ୱାରା ତାରକସୀ କାରୁକାର୍ଯ୍ୟ ଓ ନବରଙ୍ଗପୁର କାରିଗରୀମାନଙ୍କଦ୍ୱାରା ଲାଖ କାର୍ଯ୍ୟ ପ୍ରସ୍ତୁତ କରାଯିବ। ଉକ୍ତ ହସ୍ତଶିଳ୍ପକୁ ଉପହାର ଖେଳାଳି, ଅଫିସିଆଲ ଓ ସ୍ୱତନ୍ତ୍ର ପ୍ରତିନିଧିମାନଙ୍କୁ ପ୍ରଦାନ କରାଯିବ ।[୧୫] ପାନ୍ଥନିବାସଠାରେ ଆୟୋଜିତ ହୋଇଥିଲା ହକି ବିଶ୍ୱକପ ଜାତୀୟ ସ୍ତରୀୟ ଚିତ୍ରକଳା ଶିବିର, ଏଥିରେ ସ୍ଥାନ ପାଇଥିବା ଚିତ୍ରକଳାଗୁଡିକୁ ବିଶ୍ୱକପ ସମୟରେ ପ୍ରଦର୍ଶିତ କରାଯିବ ।[୧୬] ବିଶ୍ୱକପ ସମୟରେ ବଡ଼ ଏଲଇଡି ମାଧ୍ୟମରେ ଦର୍ଶକ ଫ୍ୟାନ ପାର୍କରେ ମ୍ୟାଚର ସିଧା ପ୍ରସାରଣ ଦେଖିବା ସହିତ ପୁରସ୍କାର ମଧ୍ୟ ହାସଲ କରିବାର ସୁଯୋଗ ରହିଛି । [୧୭]
ବିଶ୍ୱକପ୍ ଉଦଘାଟନୀ ସମାରୋହରେ ହିନ୍ଦୀ ଚଳଚ୍ଚିତ୍ର ନାୟକ ଶାହରୁଖ ଖାନ୍ ଯୋଗ ଦେବେ । ବିଶ୍ୱକପର ମୁଖ୍ୟ ସଙ୍ଗୀତ ଏଆର୍ ରହମାନ୍ ପ୍ରସ୍ତୁତ କରିଛନ୍ତି ।[୧୮]
ଉଦଘାଟନ ସମାରୋହ
[ସମ୍ପାଦନା]୨୭ ନଭେମ୍ବରରେ ହକି ବିଶ୍ୱ କପ କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଥିଲା । ଏହି ସମାରୋହରେ ବହୁ ମାନ୍ୟଗଣ ବ୍ୟକ୍ତି ଯଥା ବଲିଉଡ କଳାକାର, ପୁରାତନ ୧୯୭୫ ବିଶ୍ୱକପ ବିଜେତା ଇତ୍ୟାଦି ଯୋଗ ଦେବା ସହ, ଭାରତର ସବୁଠାରୁ ବଡ଼ ଡ୍ରୋଣ ଉଡାଣ[୨] ପ୍ରଦର୍ଶିତ ହୋଇଥିଲା ।[୧୯][୨୦][୨୧]
- ହକି ବିଶ୍ୱକପର ପ୍ରତିକୃତି
- ଭାଗନେଇଥିବା ଦଳଗୁଡ଼ିକର ଅଧିନାୟକମାନଙ୍କର ସହିତ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବଲିଉଡ ଅଭିନେତା ଶାହରୁଖ ଖାନ
- ଏକ ନୃତ୍ୟ ପରିବେଷଣ କରୁଥିବାବେଳେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ
- ଏକ ଗୀତ ଗାଇବା ଅବସରରେ ଏ. ଆର. ରହମାନ
- ଉଦଘାଟନ ଉତ୍ସବର ମଜାନେଉଥିବା ଦର୍ଶକଗଣ
- ଆତସବାଜୀର ଏକ ଦୃଶ୍ୟ
- ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହଙ୍କ ନବୀନ ପଟ୍ଟନାୟକ
- ଉଦଘାଟନ ସମାରୋହରେ ଏକ ଆଦିବାସୀମାନଙ୍କଦ୍ୱାରା ଏକ ପାରମ୍ପରିକ ନୃତ୍ୟ
- ମଞ୍ଚ ସଜ୍ଜା
ଫଳାଫଳ
[ସମ୍ପାଦନା]୨୭ ଫେବୃୟାରୀରେ କାର୍ଯ୍ୟକ୍ରମ ସାରଣୀ ପ୍ରକାଶ ପାଇଥିଲା ।[୨୨]
ପ୍ରଥମ ରାଉଣ୍ଡ
[ସମ୍ପାଦନା]ପୁଲ ଏ
[ସମ୍ପାଦନା]| Pos | Team | Pld | W | D | L | GF | GA | GD | Pts | Qualification |
|---|---|---|---|---|---|---|---|---|---|---|
| ୧ | ୩ | ୨ | ୦ | ୧ | ୧୦ | ୮ | +୨ | ୬ | କ୍ୱାଟର ଫାଇନାଲ | |
| ୨ | ୩ | ୧ | ୧ | ୧ | ୭ | ୬ | +୧ | ୪ | କ୍ରସ ଓଭର | |
| ୩ | ୩ | ୧ | ୧ | ୧ | ୪ | ୬ | -୨ | ୪ | ||
| ୪ | ୩ | ୦ | ୨ | ୧ | ୬ | ୭ | -୧ | ୪ | ବାହାରିଗଲେ |
ଆଧାର ମୁଖ୍ୟ ୱେବସାଇଟ Archived 2018-12-06 at the Wayback Machine.
|
|
|
|
|
|
ପୁଲ ବି
[ସମ୍ପାଦନା]| Pos | Team | Pld | W | D | L | GF | GA | GD | Pts | Qualification |
|---|---|---|---|---|---|---|---|---|---|---|
| 1 | ୩ | ୩ | ୦ | ୦ | ୧୬ | ୧ | +୧୫ | ୯ | କ୍ୱାଟର ଫାଇନାଲ | |
| 2 | ୩ | ୧ | ୧ | ୧ | ୬ | ୭ | -୧ | ୪ | କ୍ରସ ଓଭର | |
| 3 | ୩ | ୦ | ୨ | ୧ | ୩ | ୧୪ | -୧୧ | ୨ | ||
| 4 | ୩ | ୦ | ୧ | ୨ | ୪ | ୭ | -୩ | ୧ | ବାହାରିଗଲେ |
|
|
|
|
|
|
ପୁଲ ସି
[ସମ୍ପାଦନା]| Pos | Team | Pld | W | D | L | GF | GA | GD | Pts | Qualification |
|---|---|---|---|---|---|---|---|---|---|---|
| ୧ | ୨ | ୧ | ୧ | ୦ | ୭ | ୨ | +୫ | ୪ | କ୍ୱାଟର ଫାଇନାଲ | |
| ୨ | ୨ | ୧ | ୧ | ୦ | ୪ | ୩ | +୧ | ୪ | କ୍ରସ ଓଭର | |
| ୩ | ୨ | ୦ | ୧ | ୧ | ୨ | ୩ | -୧ | ୧ | ||
| ୪ | ୨ | ୦ | ୧ | ୧ | ୧ | ୬ | -୫ | ୧ | ବାହାରିଗଲେ |
|
|
|
|
|
|
ପୁଲ ଡି
[ସମ୍ପାଦନା]| Pos | Team | Pld | W | D | L | GF | GA | GD | Pts | Qualification |
|---|---|---|---|---|---|---|---|---|---|---|
| 1 | ୨ | ୨ | ୦ | ୦ | ୫ | ୧ | +୪ | ୬ | କ୍ୱାଟର ଫାଇନାଲ | |
| 2 | ୨ | ୧ | ୦ | ୧ | ୮ | ୪ | +୪ | ୩ | କ୍ରସ ଓଭର | |
| 3 | ୨ | ୦ | ୧ | ୧ | ୧ | ୨ | -୧ | ୧ | ||
| 4 | ୨ | ୦ | ୧ | ୧ | ୧ | ୮ | -୭ | ୧ | ବାହାରିଗଲେ |
|
|
|
|
|
|
ଦ୍ୱିତୀୟ ରାଉଣ୍ଡ
[ସମ୍ପାଦନା]| Crossover | Quarterfinals | Semifinals | Final | |||||||||||
| 12 December | ||||||||||||||
| 2 | ||||||||||||||
| 10 December | ||||||||||||||
| 3 | ||||||||||||||
| 2 | ||||||||||||||
| 15 December | ||||||||||||||
| 0 | ||||||||||||||
| 0 | ||||||||||||||
| 6 | ||||||||||||||
| 13 December | ||||||||||||||
| 1 | ||||||||||||||
| 11 December | ||||||||||||||
| 2 | ||||||||||||||
| 5 | ||||||||||||||
| 16 December | ||||||||||||||
| 0 | ||||||||||||||
| 0 (3) | ||||||||||||||
| 0 (2) | ||||||||||||||
| 12 December | ||||||||||||||
| 3 | ||||||||||||||
| 10 December | ||||||||||||||
| 0 | ||||||||||||||
| 1 | ||||||||||||||
| 15 December | ||||||||||||||
| 0 | ||||||||||||||
| 2 (3) | ||||||||||||||
| 2 (4) | Third place game | |||||||||||||
| 13 December | 16 December | |||||||||||||
| 1 | 1 | |||||||||||||
| 11 December | ||||||||||||||
| 2 | 8 | |||||||||||||
| 5 | ||||||||||||||
| 0 | ||||||||||||||
କ୍ରସ ଓଭର
[ସମ୍ପାଦନା]
|
|
|
|
କ୍ୱାର୍ଟର ଫାଇନାଲ
[ସମ୍ପାଦନା]
|
|
|
|
ସେମି-ଫାଇନାଲ
[ସମ୍ପାଦନା]
|
| ||||||||||||||
ତୃତୀୟ ସ୍ଥାନ ନିମିତ୍ତ ଖେଳ
[ସମ୍ପାଦନା]
|
ଫାଇନାଲ
[ସମ୍ପାଦନା]
|
ରିଆଙ୍କିଙ୍ଗ
[ସମ୍ପାଦନା]| Pos | Team | Pld | W | D | L | GF | GA | GD | Pts | Final result |
|---|---|---|---|---|---|---|---|---|---|---|
| 1 | 7 | 5 | 2 | 0 | 22 | 5 | +17 | 17 | Gold medal | |
| 2 | 7 | 4 | 2 | 1 | 22 | 8 | +14 | 14 | Silver medal | |
| 3 | 6 | 5 | 1 | 0 | 29 | 4 | +25 | 16 | Bronze medal | |
| 4 | 7 | 3 | 1 | 3 | 12 | 23 | −11 | 10 | Fourth place | |
| 5 | 4 | 3 | 0 | 1 | 11 | 6 | +5 | 9 | Eliminated in quarterfinals | |
| 6 | 4 | 2 | 1 | 1 | 13 | 5 | +8 | 7 | ||
| 7 | 4 | 2 | 0 | 2 | 12 | 11 | +1 | 6 | ||
| 8 | 5 | 2 | 1 | 2 | 8 | 9 | −1 | 7 | ||
| 9 | 4 | 1 | 1 | 2 | 4 | 8 | −4 | 4 | Eliminated in crossover matches | |
| 10 | 4 | 0 | 2 | 2 | 3 | 15 | −12 | 2 | ||
| 11 | 4 | 0 | 1 | 3 | 3 | 13 | −10 | 1 | ||
| 12 | 4 | 0 | 1 | 3 | 2 | 12 | −10 | 1 | ||
| 13 | 3 | 0 | 2 | 1 | 6 | 7 | −1 | 2 | Eliminated in group stage | |
| 14 | 3 | 0 | 1 | 2 | 4 | 7 | −3 | 1 | ||
| 15 | 3 | 0 | 1 | 2 | 4 | 13 | −9 | 1 | ||
| 16 | 3 | 0 | 1 | 2 | 2 | 11 | −9 | 1 |
Rules for classification: 1) round; 2) position in pools; 3) points in pools; 4) matches won; 5) goal difference; 6) goals for.
(H) Host.
ପୁରସ୍କାର
[ସମ୍ପାଦନା]ନିମ୍ନଲିଖିତ ପୁରସ୍କାରଗୁଡ଼ିକ ପ୍ରତିଯୋଗିତାର ଶେଷରେ ଦିଆଯାଇଥିଲା :
| ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ | ଗୋଲକିପର ଅଫ ଦ ଟୁର୍ଣ୍ଣାମେଣ୍ଟ | ୟଙ୍ଗ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ | ସର୍ବାଧିକ ଗୋଲ କରିଥିବା ଖେଳାଳୀ | ଫେୟାର ପ୍ଲେ ଆୱାର୍ଡ |
|---|---|---|---|---|
ଗୋଲ କରିଥିବା ଖେଳାଳୀ
[ସମ୍ପାଦନା]There were 157 goals scored in 36 matches, for an average of 4.36 goals per match.
7 goals
6 goals
4 goals
3 goals
2 goals
Lucas Martínez
Jake Whetton
Aran Zalewski
Thomas Briels
Sébastien Dockier
Liam Ansell
Will Calnan
Mark Gleghorne
Barry Middleton
Victor Charlet
Timothée Clément
Timm Herzbruch
Akashdeep Singh
Harmanpreet Singh
Shane O'Donoghue
Razie Rahim
Thijs van Dam
Robbert Kemperman
Valentin Verga
Kane Russell
Álvaro Iglesias
1 goal
Lucas Vila
Tim Howard
Trent Mitton
Eddie Ockenden
Flynn Ogilvie
Corey Weyer
Dylan Wotherspoon
Félix Denayer
Loïck Luypaert
Mark Pearson
Floris van Son
Scott Tupper
Du Talake
Guo Jin
Guo Xiaoping
David Condon
Harry Martin
James Gall
Luke Taylor
Gaspard Baumgarten
Aristide Coisne
Hugo Genestet
François Goyet
Dieter Linnekogel
Mathias Müller
Lukas Windfeder
Amit Rohidas
Chinglensana Singh
Mandeep Singh
Chris Cargo
Alan Sothern
Nabil Fiqri
Faizal Saari
Seve van Ass
Lars Balk
Jorrit Croon
Mirco Pruyser
Glenn Schuurman
Bob de Voogd
Stephen Jenness
Hayden Phillips
Muhammad Atiq
Muhammad Umar Bhutta
Nqobile Ntuli
Nicholas Spooner
Albert Beltrán
Enrique González
Josep Romeu
Viçens Ruiz
Source: FIH
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2018-11-28. Retrieved 2018-11-28.
{{cite web}}: Cite has empty unknown parameter:|1=(help) - 1 2 "ଆର୍କାଇଭ୍ କପି". Archived from the original on 2018-12-26. Retrieved 2018-11-28.
{{cite web}}: Cite has empty unknown parameter:|1=(help) - 1 2 3 "ଆର୍କାଇଭ୍ କପି". Archived from the original on 2018-09-17. Retrieved 2018-09-15.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2013-11-09. Retrieved 2018-09-26.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2013-11-09. Retrieved 2018-09-26.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2014-10-21. Retrieved 2018-09-26.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2018-09-28. Retrieved 2018-09-26.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି" (PDF). Archived (PDF) from the original on 2017-08-04. Retrieved 2018-09-26.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2018-10-15. Retrieved 2018-10-12.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2018-09-18. Retrieved 2018-09-16.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2018-10-15. Retrieved 2018-10-12.
{{cite web}}: Cite has empty unknown parameter:|1=(help) - ↑ http://www.dharitri.com/main/news/78729
- ↑ https://m.dailyhunt.in/news/india/oriya/odisha+live-epaper-odishliv/purusha+haki+bishvkapa+pain+kauntadaun+aarambha+sajei+heuchi+kalinga+shtadiyam-newsid-95178681
- ↑ https://m.dailyhunt.in/news/india/oriya/odisha+live-epaper-odishliv/haki+bishvkap+ku+jagiba+drona+kyamera-newsid-97149131
- ↑ "ଆର୍କାଇଭ୍ କପି". Archived from the original on 2018-09-25. Retrieved 2018-09-21.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2021-04-17. Retrieved 2018-10-07.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2020-02-05. Retrieved 2018-09-24.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2021-04-13. Retrieved 2018-10-12.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2018-12-26. Retrieved 2018-11-28.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2018-11-28. Retrieved 2018-11-28.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2018-11-28. Retrieved 2018-11-28.
{{cite web}}: Cite has empty unknown parameter:|1=(help) - ↑ "Pools and match schedule for Odisha Hockey Men's World Cup Bhubaneswar 2018 revealed". FIH. 27 February 2018. Archived from the original on 26 December 2018. Retrieved 15 September 2018.