ୱାଇଫ୍ ନୁହେଁ ସେ ୱାଇଫାଇ
ଦେଖଣା
| ୱାଇଫ୍ ନୁହେଁ ସେ ୱାଇଫାଇ | |
|---|---|
| ନିର୍ଦ୍ଦେଶକ | ସଞ୍ଜିବ ଦ୍ୱିବେଦୀ |
| ପ୍ରଯୋଜକ | ମିନାକ୍ଷୀ ପଟ୍ଟନାୟକ |
| କାହାଣୀ | ସୁଶାନ୍ତ ମଣି |
| କଳାକାର | ସ୍ୱପ୍ନା ପ୍ରିୟଦର୍ଶିନୀ ଗିରିଜା ଶଙ୍କର ଜେନା |
| ସଙ୍ଗୀତ | ଶାନ୍ତନୁ ନାୟକ |
| ବିତରକ | ଜୀ ସାର୍ଥକ |
ମୁକ୍ତିଲାଭ ତାରିଖ | ୧୩ ଜୁଲାଇ ୨୦୨୫ |
| ଦେଶ | |
| ଭାଷା | ଓଡ଼ିଆ |
ୱାଇଫ୍ ନୁହେଁ ସେ ୱାଇଫାଇ ୨୦୨୫ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମିନାକ୍ଷୀ ପଟ୍ଟନାୟକ । ସୁଶାନ୍ତ ମଣି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜିବ ଦ୍ୱିବେଦୀ । ସଙ୍ଗୀତକାର ଶାନ୍ତନୁ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ସ୍ୱପ୍ନା ପ୍ରିୟଦର୍ଶିନୀ, ଗିରିଜା ଶଙ୍କର ଜେନା, ମିଲି, ସୁମନ୍ତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୩ ଜୁଲାଇ ୨୦୨୫ରେ ଏହି କଥାଚିତ୍ରଟି ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ସ୍ୱପ୍ନା ପ୍ରିୟଦର୍ଶିନୀ
- ଗିରିଜା ଶଙ୍କର ଜେନା
- ମିଲି
- ସୁମନ୍ତ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ନାୟକ । ଗୀତିକାର ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅଭିଜିତ ପାଢ଼ୀ, ସ୍ମରଣିକା ନାଏକ, ନେହା ନିହାରିକା କର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ୱାଇଫ୍ ନୁହେଁ ସେ ୱାଇଫାଇ