Jump to content

ୱସିମ ମୁସ୍ତାକ

ଉଇକିପିଡ଼ିଆ‌ରୁ
ୱସିମ ମୁସ୍ତାକ
'ଅମୃତ ମନ୍ଥନ ସେଟ୍‌ରେ ୱସିମ ମୁସ୍ତାକ
ଜନ୍ମ (1984-04-21) ୨୧ ଅପ୍ରେଲ ୧୯୮୪ (ବୟସ ୪୧)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତା, ମଡେଲ୍
ସକ୍ରିୟ ବର୍ଷ୨୦୦୬–ଏବେଯାଏଁ
ବୈବାହିକ-ସାଥୀଆୟେଶା ମୁସ୍ତାକ
ସନ୍ତାନରାୟନ ମୁସ୍ତାକ (ପୁଅ)

ୱସିମ ମୁସ୍ତାକ (ଜନ୍ମ: ୨୧ ଅପ୍ରେଲ ୧୯୮୪) ଜଣେ ଭାରତୀୟ ଅଭିନେତା ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ପ୍ରଥମେ ସେ ଇଣ୍ଡିଆନ୍ ଆଇଡଲ୍ ପାଇଁ ଅଡ଼ିସନ୍ ଦେଇଥିଲେ ଏବଂ ସେଠାରେ ଅନ୍ୟତମ ବିଚାରକ ଅନୁ ମଲ୍ଲିକ ତାଙ୍କୁ ଅଭିନୟ କ୍ଷେତ୍ରରେ କାମ କରିବାକୁ ପରାମର୍ଶ ଦେଇଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ମୁସ୍ତାକ ୧୯୮୪ ମସିହାର ଅପ୍ରେଲ ୨୧ ତାରିଖରେ ଶ୍ରୀନଗରଠାରେ ଜନ୍ମଗ୍ରହଣ କରିଥିଲେ ।[] ସେ ଆୟେଶା ମୁସ୍ତାକଙ୍କୁ ବିବାହ କରିଛନ୍ତି ଏବଂ ଏହି ଦମ୍ପତିଙ୍କର ଜଣେ ପୁଅ ଅଛି ।

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୦୯–୨୦୧୦ ୧୨/୨୪ କରୋଲ ବାଗ ଅନୁଜ ସେଠୀ
୨୦୧୦–୨୦୧୧ ଭାଗ୍ୟବିଧାତା ସୁରଜ ସିହ୍ନା
୨୦୧୨–୨୦୧୩ ଅମୃତ ମନ୍ଥନ ତେଜ ମଲିକ
୨୦୧୪ ଔର୍ ପ୍ୟାର୍ ହୋ ଗୟା ଅକ୍ଷତ ଖଣ୍ଡେଲୱାଲ
୨୦୧୪–୨୦୧୫ ବକ୍ସ କ୍ରିକେଟ୍ ଲିଗ୍ ୧ ପ୍ରତିଯୋଗୀ ଚଣ୍ଡିଗଡ଼ କ୍ଲବର ଖେଳାଳୀ[]
୨୦୧୫ ଦିଲ୍ଲୀ ୱାଲି ଠାକୁର ଗର୍ଲସ୍ ଅସୀମ
କିଲର୍ କାରିଓକେ - ଅଟ୍‌କା ତୋ ନିଜେ/ପ୍ରତିଯୋଗୀ
୨୦୧୫–୨୦୧୬ ମେରେ ଆଙ୍ଗନ୍‌ ମେଁ ସୁଜୀବ ସିହ୍ନା
୨୦୧୬–୨୦୧୭ ଏକ୍ ରିସ୍ତା ସାଝେଦାରୀ କା ସୁଶାନ୍ତ ସେଠିଆ
୨୦୧୭ ଏକ୍ ବିବାହ ଐସି ଭି ରବି ପରମାର []
ସାବଧାନ ଇଣ୍ଡିଆ ଜୟ ସିହ୍ନା (ଅଧ୍ୟାୟ ୨୨୮୦)
୨୦୧୮ ବିଟ୍ଟି ବିଜିନେସ୍ ବାଲି ବୀରେନ୍ଦ୍ର
୨୦୧୯ ଶ୍ରୀମଦ ଭଗବତ ମହାପୁରାଣ ରାମ
୨୦୧୯–୨୦୨୦ କାହାଁ ହମ୍ କାହାଁ ତୁମ୍ ୟଶ୍ କପୁର୍ []
୨୦୨୧–୨୦୨୨ ଶଶୁରାଲ୍ ସୀମର୍ କା ୨ ଲଳିତ କଶ୍ୟପ
୨୦୨୨ ସ୍ପାଏ ବହୂ ଫରୀଦ ମିର୍ଜା/ଅଭିଶେକ ସିଂହ []
୨୦୨୩–୨୦୨୪ ଆଙ୍ଗନ୍ – ଆପ୍ନୋ କା ବରୁଣ ମେହଟା
୨୦୨୫ ରାମ ଭବନ ଜଗଦୀଶ ବାଜପେୟୀ []
  1. ୧.୦ ୧.୧ "There's more to Kashmir: Waseem Mushtaq - Times of India". The Times of India (in ଇଂରାଜୀ). 7 August 2010. Retrieved 2019-09-05.
  2. "Box Cricket League Teams: BCL 2014 Team Details With TV Actors & Names of Celebrities". india.com. Retrieved 14 December 2014.
  3. "Waseem Mushtaq's killing entry in Ek Vivah Asia Bhi - Times of India". The Times of India (in ଇଂରାଜୀ). 19 August 2017. Retrieved 2019-09-05.
  4. "Dipika Kakar, Karan V Grover launch new show Kahaan Hum Kahaan Tum | TV - Times of India Videos". Times of India. Retrieved 2019-09-05.
  5. IANS (12 April 2022). "Sasural Simar Ka Fame Waseem Mushtaq Joins The Cast Of Spy Bahu". Koimoi (in ଇଂରାଜୀ). Retrieved 19 April 2022.
  6. Joshi, Hasti (17 January 2025). "It's always fun when we shoot together: Waseem Mushtaq on working with Mishkat Verma in Ram Bhavan". Times of India (in ଇଂରାଜୀ). Retrieved 22 January 2025.

ବାହାର ଲିଙ୍କ୍

[ସମ୍ପାଦନା]