୧୯୮୪
Jump to navigation
Jump to search
| ଶତାବ୍ଦୀ: | ୧୯ଶ ଶତାବ୍ଦୀ – ୨୦ଶ ଶତାବ୍ଦୀ – ୨୧ଶ ଶତାବ୍ଦୀ |
|---|---|
| ଦଶନ୍ଧି: | ୧୯୫୦ ଦଶକ ୧୯୬୦ ଦଶକ ୧୯୭୦ ଦଶକ – ୧୯୮୦ ଦଶକ – ୧୯୯୦ ଦଶକ ୨୦୦୦ ଦଶକ ୨୦୧୦ ଦଶକ |
| ବର୍ଷ: | ୧୯୮୧ ୧୯୮୨ ୧୯୮୩ – ୧୯୮୪ – ୧୯୮୫ ୧୯୮୬ ୧୯୮୭ |
୧୯୮୪ (MCMLXXXIV) ଗ୍ରେଗୋରି ପାଞ୍ଜି ଅନୁସାରେ ରବିବାର ଦିନ ଆରମ୍ଭ ହେଇଥିବା ଏକ ଅଧିବର୍ଷ, ମସିହା (Common Era- CE) ଓ ଖ୍ରୀଷ୍ଟାବ୍ଦ (Anno Domini- AD) ମାନ୍ୟତା ଅନୁସାରେ ୧୯୮୪ତମ ବର୍ଷ, ୨ୟ ଶହସ୍ରାବ୍ଦର ୯୮୪ତମ ବର୍ଷ, ୨୦ଶ ଶତାବ୍ଦୀର ୮୪ତମ ବର୍ଷ, ଏବଂ ୧୯୮୦ ଦଶକର ୫ମ ବର୍ଷ ଥିଲା ।