ୟୁସୁଫ ପଠାଣ
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | ୟୁସୁଫ ଖାନ ପଠାଣ | |||||||||||||||||||||||||||||||||||||||||||||||||||||||||||||||||
| ଜନ୍ମ | ଛାଞ୍ଚ:ଜନ୍ମ ତାରିଖ ଓ ବୟସ ବରୋଦା, ଗୁଜରାଟ, ଭାରତ | |||||||||||||||||||||||||||||||||||||||||||||||||||||||||||||||||
| ଉଚ୍ଚତା | 1.88 m (6 ft 2 in) | |||||||||||||||||||||||||||||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | ଡାହାଣହାତୀ | |||||||||||||||||||||||||||||||||||||||||||||||||||||||||||||||||
| ବୋଲିଂ ପ୍ରକାର | Right arm off break | |||||||||||||||||||||||||||||||||||||||||||||||||||||||||||||||||
| ଭୂମିକା | All-rounder | |||||||||||||||||||||||||||||||||||||||||||||||||||||||||||||||||
| ସମ୍ପର୍କୀୟ | Irfan Pathan (half-brother) | |||||||||||||||||||||||||||||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଦିନିକିଆ (cap ୧୭୨) | ୧୦ ଜୁନ ୨୦୦୮ ୨୦୦୮ v ପାକିସ୍ତାନ | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଦିନିକିଆ | ୧୮ ମାର୍ଚ ୨୦୧୨ v ପାକିସ୍ତାନ | |||||||||||||||||||||||||||||||||||||||||||||||||||||||||||||||||
| ଦିନିକିଆ ଜାମା ନମ୍ବର | ୨୮ | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟି୨୦ (cap ୧୮) | ୨୨ ସେପ୍ଟେମ୍ବର ୨୦୦୭ v ଅଷ୍ଟ୍ରେଲିଆ | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟି୨୦ | ୩୦ ମାର୍ଚ ୨୦୧୨ v ଦକ୍ଷିଣ ଆଫ୍ରିକା | |||||||||||||||||||||||||||||||||||||||||||||||||||||||||||||||||
| ଟି୨୦ ଜାମା ନମ୍ବର | ୨୮ | |||||||||||||||||||||||||||||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| Years | Team | |||||||||||||||||||||||||||||||||||||||||||||||||||||||||||||||||
| 2001/02–present | ବରୋଦା | |||||||||||||||||||||||||||||||||||||||||||||||||||||||||||||||||
| 2008–2010 | ରାଜସ୍ଥାନ ରାୟଲ୍ସ | |||||||||||||||||||||||||||||||||||||||||||||||||||||||||||||||||
| 2011–present | କଲିକତା ନାଇଟ ରାଇଡ଼ର | |||||||||||||||||||||||||||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNCricinfo, ୬ ଜାନୁୟାରୀ ୨୦୧୩ | ||||||||||||||||||||||||||||||||||||||||||||||||||||||||||||||||||
ୟୁସୁଫ ପଠାଣ (ଜନ୍ମ ୧୭ ନଭେମ୍ବର ୧୯୮୨) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ। ୟୁସୁଫ ତାଙ୍କ ପ୍ରଥମ ରଣଜୀ ୨୦୦୧/୦୨ରେ ଆରମ୍ଭ କରିଥିଲେ । ସେ ଜଣେ ଦକ୍ଷ ଓ ଦୁର୍ଦାନ୍ତ ଡାହାଣହାତୀ ବ୍ୟଟ୍ସମ୍ୟାନ ଓ ଡାହାଣହାତୀ ଅଫ ବ୍ରେକ ବୋଲର । ତାଙ୍କ ସାନ ଭାଇ ଇରଫାନ ପଠାଣ ମଧ୍ୟ ଜଣେ ଭାରତୀୟ କ୍ରିକେଟ ଦଳର ସଦସ୍ୟ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ୟୁସୁଫ ଜନ୍ମ ଗୁଜରାଟରେ ପଠାଣ ପରିବାର (ପଠାଣ ସମ୍ପ୍ରଦାୟ)ରେ ହୋଇଥିଲା ।[୧] ସେ ମୁମ୍ବାଇର ଜଣେ physiotherapist ଆଫ୍ରିନଙ୍କୁ ୨୭ ମାର୍ଚ ୨୦୧୩ରେ ବିବାହ କରିଥିଲେ । ତାଙ୍କର ୧୭ ଏପ୍ରିଲ ୨୦୧୪ରେ ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା ।[୨]
କ୍ୟାରିୟର
[ସମ୍ପାଦନା]୨୦୦୭ରେ ଦେଓଧର ଟ୍ରଫିରେ ଉନତ ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା ଓ ସେ ତାଙ୍କ ପ୍ରଥମ ମ୍ୟାଚ twenty20 ବିଶ୍ୱକପ ଫାଇନାଲରେ(ଏପ୍ରିଲ ୨୦୦୭) ଖେଳିଥିଲେ ଓ ୧୫ ରନ କରିଥିଲେ । ଆଇପିଏଲରେ ଭଲ ପ୍ରଦର୍ଶନ କରିବାଦ୍ୱାରା ତାଙ୍କୁ ଭାରତୀୟ ଦିନିକିଆ ଦଳରେ ସ୍ଥାନ ଦିଅ ଯାଇଥିଲା । ସେ ତାଙ୍କ ପ୍ରଥମ ଦିନିକିଆ ମ୍ୟାଚ ପାକିସ୍ତାନ ବିପକ୍ଷରେ ୧୦ ଜୁନ ୨୦୦୮ରେ ଖେଳିଥିଲେ । ସେ ୨୦୦୧୧ ବିଶ୍ୱକପରେ ସ୍ଥାନ ପାଇଥିଲେ । ୨୦୦୭ସେ ସେ ରାଜସ୍ଥାନ ରୟାଲ ଦଳ ତରଫରୁ ଆଇପିଏଲ ଖେଳିଥିଲେ ଓ ମୁମ୍ବାଇ ଇଣ୍ଡିଆନ ବିପକ୍ଷ ମ୍ୟାଚରେ ମାତ୍ର ୩୭ଟି ବଲ ଖେଳି ୧୦୦ ରନ କରି ରେକଡ ସୃଷ୍ଟି କରିଥିଲେ । ୨୦୧୧ରେ ସେ କଲିକତା ନାଇଟ ରାଇଡ଼ର ତରଫରୁ ଆଇପିଏଲ ଖେଳିଥିଲେ ।
ପ୍ରଦର୍ଶନ
[ସମ୍ପାଦନା]| ଆଇପିଏଲରେ ୟୁସୁଫଙ୍କ ପ୍ରଦର୍ଶନ | ||||||||||
|---|---|---|---|---|---|---|---|---|---|---|
| ବର୍ଷ | ଦଳ | ଇନିନ୍ସ | ରନ | ସର୍ବାଧିକ | ଆଭେରଜ | ସ୍ଟ୍ରାଇକ ରେଟ | ୧୦୦ | ୫୦ | ଚଉକା | ଛକା |
| ୨୦୦୮ | ରାଜସ୍ଥାନ ରୟାଲ[୩][୪][୫] | ୧୫ | ୪୩୫ | ୬୮ | ୩୧.୦୭ | ୧୭୯.୦୧ | ୦ | ୪ | ୪୩ | ୨୫ |
| ୨୦୦୯ | ୧୩ | ୨୪୩ | ୬୨* | ୨୦.୨୫ | ୧୩୨.୭୮ | ୦ | ୧ | ୨୪ | ୧୨ | |
| ୨୦୧୦ | ୧୪ | ୩୩୩ | ୧୦୦ | ୨୭.୭୫ | ୧୬୫.୬୭ | ୧ | ୧ | ୨୨ | ୨୪ | |
| ୨୦୧୧ | କଲିକତା ନାଇଟ ରାଇଡ଼ର[୬][୭] | ୧୧ | ୨୮୩ | ୪୭* | ୨୮.୩୦ | ୧୪୦.୭୯ | ୦ | ୦ | ୨୪ | ୧୩ |
| ୨୦୧୨ | ୧୭ | ୧୯୪ | ୪୦* | ୧୯.୪୦ | ୧୧୪.୭୯ | ୦ | ୦ | ୧୦ | ୭ | |
| ୨୦୧୩ | ୧୬ | ୩୩୨ | ୭୨ | ୩୦.୧୮ | ୧୩୮.୩୩ | ୦ | ୧ | ୩୦ | ୧୪ | |
| 2008-2013 Total[୮] | ୯୧ | ୧୮୨୦ | ୧୦୦ | ୨୬.୩୭ | ୧୪୭.୧୩ | ୧ | ୭ | ୧୫୩ | ୯୫ | |
| # | ରନ | ବଲ | ଚଉକା | ଛକା | ବିରୋଧୀ ଦଳ | ସହର/ଦେଶ | ସ୍ଥାନ | ବର୍ଷ |
|---|---|---|---|---|---|---|---|---|
| ୧ | ୧୨୩* | ୯୬ | ୭ | ୭ | M. Chinnaswamy Stadium | ୨୦୧୦ | ||
| 2 | ୧୦୫ | ୭୦ | ୮ | ୮ | SuperSport Park | ୨୦୧୧ |
ଆଧାର
[ସମ୍ପାଦନା]- ↑ Alikuzai, Hamid Wahed (October 2013). A Concise History of Afghanistan in 25 Volumes. Trafford Publishing. p. 607. ISBN 9781490714417.
Cricket is largely a legacy of British rule in Pakistan and India, and many Pashtuns have become prominent participants, such as Shahid Afridi, Imran Khan and Irfan Pathan.
{{cite book}}:|access-date=requires|url=(help) - ↑ "I will dedicate an innings to my newborn son, says Yusuf Pathan". Mid-Day. 18 April 2014.
- ↑ "Indian Premier League, 2007/08 / Records / Most runs". Retrieved 20 May 2012.
- ↑ "Indian Premier League, 2009 / Records / Most runs". Retrieved 20 May 2012.
- ↑ "Indian Premier League, 2009/10 / Records / Most runs". Retrieved 20 May 2012.
- ↑ "Indian Premier League, 2011 / Records / Most runs". Retrieved 20 May 2012.
- ↑ "Indian Premier League, 2012 / Records / Most runs". Retrieved 31 May 2012.
- ↑ "Indian Premier League / Records / Most runs". Retrieved 20 May 2012.