ହେମା ସିଂହ
ଦେଖଣା
ହେମା ସିଂହ | |
|---|---|
| ଶିକ୍ଷାନୁଷ୍ଠାନ | ମିରଣ୍ଡା ହାଉସ୍ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ |
| ବୃତ୍ତି(ସମୂହ) | ପ୍ରାଧ୍ୟାପିକା ଅଭିନେତ୍ରୀ |
ହେମା ସିଂହ ଜଣେ ଭାରତୀୟ ପ୍ରାଧ୍ୟାପିକା ଓ ଅଭିନେତ୍ରୀ । ୧୧ ବର୍ଷ ବୟସରେ, ସେ ହିନ୍ଦୀ ଧାରାବାହିକ କ୍ୟୁଁକି ସାସ ଭି କଭି ବହୁ ଥିରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୫ ମସିହାରେ ପ୍ରସାରିତ ଧାରାବାହିକ କୌନ କିତ୍ନେ ପାନି ମେଁରେ ସେ ଜଣେ ରାଜନେତା ଭାବରେ କାମ କରିଥିଲେ । ଏହାପରେ, ସେ ନୂଆ ଦିଲ୍ଲୀର ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ଯୋଗ ଦେଇଥିଲେ ।[୧] ଜଣେ ଫ୍ରି ଲାନ୍ସର ଭାବରେ କିଛି କାମ କରିବା ପରେ, ସେ ଏନ୍ଏସ୍ଡିରେ ଜଣେ ସହଯୋଗୀ ପ୍ରଫେସର ଭାବରେ ଯୋଗ ଦେଇଥିଲେ ।[୨] ଟେଲିଭିଜନ ଧାରାବାହିକ କାଇରି — ରିସ୍ତା ଖଟା ମୀଠାରେ ସେ ଇମର୍ତି ଦେବୀ ଭୂମିକାରେ ଅଭିନୟ କରିଥିଲେ ।[୩] ୨୦୨୩ ମସିହାର ଧାରାବାହିକ କଞ୍ଜୁସ ମଖିଚୁସରେ, ସେ ଝୁମୁରୀ ଭୂମିକାରେ ଅଭିନୟ କରିଥିଲେ ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୨ | କାଇରି — ରିସ୍ତା ଖଟା ମୀଠା | ଇମର୍ତି ଶ୍ରୀବାସ୍ତବ | |
| ୨୦୧୫ | ରଣ ଭୂମି - ଚାମ୍ପସ୍ ଡୋଣ୍ଟ କ୍ରାଏ | ଦଲଜିତ କପୁର | |
| କୌନ କିତ୍ନେ ପାନି ମେଁ | ଅମ୍ରିତା ଦେବୀ | ||
| ୨୦୧୭ | ବିୟଣ୍ଡ ଦୋ କ୍ଲାଉଡ୍ସ୍ | ||
| ୨୦୨୩ | କଞ୍ଜୁସ ମଖିଚୁସ | ଗଙ୍ଗାର ଭଉଣୀ |
ପୁରସ୍କାର
[ସମ୍ପାଦନା]- ଅଭିନୟ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୨୦୧୭)
- ଆଇଟିଏ ପୁରସ୍କାର (ଶ୍ରେଷ୍ଠ ଖଳନାୟିକା) (୨୦୧୨)
ନାଟକ
[ସମ୍ପାଦନା]- ମଶିରିକୁଇ ହୂର (ପାର୍ସି)
- ଦିନ କେ ଅନ୍ଧେରେ
ଆଧାର
[ସମ୍ପାଦନା]- ↑ Payak, Erik (26 June 2012). "Hema Singh: Preparing for the role of Imarti Devi was a task". Bollywoodlife. Retrieved 23 September 2016.
- ↑ Shrivastava, Girish (2018-11-25). "Hema Singh: Up and close with the queen of Parsi theatre". National Herald (in ଇଂରାଜୀ). Retrieved 2023-08-02.
- ↑ Yadav, Ekta (4 June 2013). "Kairi is one of the best shows I have worked in: Hema Singh". The Times of India. Retrieved 23 September 2016.
- ↑ "5 characters from Kanjoos Makhichoos that made us laugh". WION (in ଆମେରିକୀୟ ଇଂରାଜୀ). 4 April 2023. Retrieved 2023-08-02.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ହେମା ସିଂହ